• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

in winters follow these tips and keep entire body healthy
Health Tips: ଶୀତଦିନେ ମାନନ୍ତୁ ଏହି ୫ଟି ଟିପ୍ସ; ଜଣାପଡିବ ନାହିଁ ଶୀତର ପ୍ରକୋପ

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ତେଣୁ ଶୀତ ଦିନକୁ ଭଲ ଭାବେ ଉପଭୋଗ କରିବାକୁ ହେଲେ ଏବେ ଠାରୁ ସତର୍କ ରହିବା ଜରୁରୀ।

Why growing teen child not want to spend time with parents
Parenting Tips: ୧୪ ରୁ ୧୬ ବର୍ଷର ପିଲା ବାପାମାଆଙ୍କ ଠାରୁ ଦୂରେଇ ରୁହନ୍ତି କାହିଁକି; ଏଭଳି ପରିସ୍ଥିତିରେ କ’ଣ କରିବେ….

ପ୍ରାୟତଃ ଦେଖାଯାଏ ଯେ ୧୪ ରୁ ୧୬ ବର୍ଷ ବୟସର ପିଲାମାନେ ବାପାମାଆଙ୍କ ସହିତ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତି। ତେବେ ଆସନ୍ତୁ ଜାଣିବା ଏବଂ ପିଲାମାନଙ୍କର ଏହି ଆଚରଣର କାରଣ କ’ଣ ହୋଇପାରେ।

Yoga poses to ease your back pain due to injury
Yogasana: ପଡିଯିବାରୁ ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ଆସନ, ହେଇଯିବ ଭଲ

ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।

Honey will prevent diabetes
ମଧୁମେହ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ମହୁ,ଏପରି କରନ୍ତୁ ବ୍ୟବହାର

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।ତେବେ ମହୁକୁ କିପରି ଖାଇବା ଉଚିତ୍ ଆସନ୍ତୁ ଜାଣିବା ।

Five common mistake men make that destroys their marriage
Relationship Tips: ଅଧିକାଂଶ ବିବାହରେ କାହିଁକି ଛାଡପତ୍ର; ଜାଣନ୍ତୁ ପୁରୁଷଙ୍କ ୫ ସାଧାରଣ ଭୁଲ

ଅନେକଙ୍କ ବୈବାହିକ ଜୀବନ ସଫଳ ହେଉଥିବା ବେଳେ ଅନ୍ୟମାନେ ସମୟର ପରୀକ୍ଷାରେ ବିଫଳ ହେବା ଦେଖାଯାଏ। ତେବେ ଏଠାରେ ଏମିତି କିଛି ସାଧାରଣ ତ୍ରୁଟି ରହିଛି ଯାହାକୁ ପୁରୁଷମାନେ ପ୍ରାୟତଃ ସେମାନଙ୍କ ଅଜାଣତରେ କରନ୍ତି ଏବଂ ଯାହା ସେମାନଙ୍କର ବିବାହକୁ ବର୍ବାଦ କରିଦିଏ।

Diabetes
ମଧୁମେହ-ହୃଦରୋଗୀଙ୍କ ପାଇଁ ଖୁସି ଖବର, ରୋଗରୁ ଉପଶମ ଦେବ ସ୍ୱତନ୍ତ୍ର ଚା'

ମଧୁମେହ ରୋଗରୁ ଉପଶମ ଦେବ ଚା' । କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ହେବ ଲାଭଦାୟୀ ।

How much age gap is right between husband and wife
Relationship Tips: ବିବାହରେ ପୁଅ କାହିଁକି ଝିଅ ଠାରୁ ବଡ଼ ହେବା ଉଚିତ; କ’ଣ କୁହେ ବିଜ୍ଞାନ…

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।

Jaggery adulteration detection methods
Tips and Tricks: ଆପଣ ବ୍ୟବହାର କରୁଥିବା ଗୁଡ଼ ଭେଜାଲ ନୁହେଁ ତ… ୪ଟି ପରୀକ୍ଷା କରି ଜାଣନ୍ତୁ

ଆଜିକାଲି ମାର୍କେଟ୍‌ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।

vegetarian people how to get vitamin b 12
Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

Chanakya Niti
Chanakya Niti: ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି; ଘରେ ହେଉଥିବ ଧନବର୍ଷା ..

ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।

How to fall sleep early in night follow these 5 tips
Health Tips: ରାତିରେ ଶୋଇବାରେ ହେଉଛି କି ଅସୁବିଧା…ମାନନ୍ତୁ ଏହି ୫ଟି ଟିପ୍ସ, ବେଡ୍‌କୁ ଯାଉ ଯାଉ ହେବ ନିଦ

ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍‌ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍‌କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…

Unlucky Things Vastu
Vastu Tips: ସକାଳେ ଉଠିବା ମାତ୍ରେ କେବେ ବି ଦେଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।

Before imparting knowledge to the child make 3 changes in home environment
Parenting Tips: ଆପଣଙ୍କ ପିଲା ଭଲ ପଢୁନି, ଲୋକଙ୍କୁ ଖରାପ ବ୍ୟବହାର କରୁଛି କି… ପରିବର୍ତ୍ତନ କରିଦିଅନ୍ତୁ ଘରର ଏହି ପରିବେଶ

ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ଅଧିକ ମୋବାଇଲ୍ ଦେଖୁଛି ଏବଂ ଲୋକଙ୍କ ସହିତ ଭଲ ବ୍ୟବହାର କରୁନି ତେବେ ଏହା ତା’ର ଭୁଲ୍ ନୁହେଁ। ଏନେଇ ବାପାମାଆଙ୍କର ମଧ୍ୟ ଭୁଲ ରହିଛି। ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ଘରର ପରିବେଶକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ।

Yoga Tips For Weakness
Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।

Chanakya Niti
Chanakya Niti: ଜୀବନରେ ଏତିକି କଥା ମାନି ଚଳନ୍ତୁ, ଆପଣ ଅସୁବିଧାରେ ପଡ଼ିବେନି

ନୀତିଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ସୁତ୍ରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ କଠୋର ମନେହୁଏ । କିନ୍ତୁ ତାହା ହିଁ ଲୋକଙ୍କୁ ଠିକ୍ ଆଉ ଭୁଲ ଚିହ୍ନିବାରେ ସାହାଯ୍ୟ କରିଥାଏ ।

  • Saturday, 12 October 2024
Hair Care Tips How to to get smooth and shining hair
Hair Care Tips: ଭେଣ୍ଡିରେ ତିଆରି କରନ୍ତୁ ହେୟାର ସ୍ପା ଜେଲ୍‌; ସବୁବେଳେ ଚକ୍‌ଚକ୍ କରିବ ଚୁଟି

ବଜାରରେ ଉପଲବ୍ଧ ରାସାୟନିକ କେଶ ଉତ୍ପାଦଠାରୁ ଦୂରରେ ରହି, ଲୋକମାନେ ବର୍ତ୍ତମାନ ଘରେ ତିଆରି ହେୟାର ଜେଲ୍‌ କିମ୍ବା ହେୟାର ମାସ୍କ ବ୍ୟବହାର କରୁଛନ୍ତି। ଆଜିକାଲି ଏହିପରି ଗୋଟିଏ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି ଏବଂ ତାହା ହେଉଛି ଭେଣ୍ଡିରୁ ତିଆରି DIY ହେୟାର ସ୍ପା ଜେଲ୍।

Jellyfish parenting is in trend now know its features
Parenting Tips: ଏବେ ଚର୍ଚ୍ଚାରେ ଜେଲିଫିସ୍ ପ୍ୟାରେଣ୍ଟିଂ; ଜାଣନ୍ତୁ ଏଥିରେ କିପରି ନିଆଯାଏ ପିଲାର ଯତ୍ନ

ଜେଲିଫିସ୍ ପ୍ୟାରେଣ୍ଟିଂରେ ପିଲାମାନଙ୍କୁ ନିଜ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦିଆଯାଏ। ବାପାମାଆମାନେ ପିଲାମାନଙ୍କର ପସନ୍ଦ ଏବଂ ଆଗ୍ରହକୁ ସମ୍ମାନ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବିଚାରକୁ ପ୍ରକାଶ କରିବାକୁ ଉତ୍ସାହିତ କରନ୍ତି। ଜାଣନ୍ତୁ ଏହାର ସୁବିଧା ଓ ଅସୁବିଧା।

How pandav do tough fasts what they eat in it
Mahabharat Katha: ପାଣ୍ଡବମାନେ କିପରି କରୁଥିଲେ ଉପବାସ; ଭାଙ୍ଗିବା ପରେ କ’ଣ ଖାଉଥିଲେ

ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।

Man do household chores attract women
Relationship Tips: ଆପଣ ନିଜ ବୈବାହିକ ଜୀବନକୁ ରୋମାନ୍ସରେ ପରିପୂର୍ଣ୍ଣ କରିବାକୁ ଚାହାଁନ୍ତି କି; କରନ୍ତୁ ଏହି କାମ

ଯଦି ଆପଣ ନିଜ ପତ୍ନୀଙ୍କଠାରୁ ଅଧିକ ପ୍ରେମ ପାଇବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ କ’ଣ କରିବେ? ବୈଜ୍ଞାନିକମାନେ ଏହାର ରହସ୍ୟ ଆବିଷ୍କାର କରିଛନ୍ତି। ଜାଣନ୍ତୁ ପତ୍ନୀଙ୍କୁ ଅଧିକ ଆକର୍ଷଣ କରିବାକୁ ହେଲେ କ’ଣ କରିବାକୁ ହେବ…

add these things in cinnamon and apply in your face will glow in overnight
Skin Care Tips: ଡାଳଚିନିର ଅଦ୍ଭୁତ ଫାଇଦା; ଏମିତି କରନ୍ତୁ ବ୍ୟବହାର, ରାତିକ ଭିତରେ ଚିକ୍ ଚିକ୍ କରିବ ମୁହଁ !

ରୋଷେଇ ଘରେ ଥିବା ଡାଳଚିନି ରାତାରାତି ଚର୍ମରେ ଆଣିବ ଚମକ । ଏହାକୁ କେବଳ ଅନ୍ୟ କିଛି ଜିନିଷ ସହିତ ମିଶ୍ରଣ କରି ପ୍ରୟୋଗ କରିବାକୁ ପଡ଼ିବ। ତେବେ ଆସନ୍ତୁ ଏ ନେଇ କିଛି ଟିପ୍ସ ବିଷୟରେ ଜାଣିବା।

Yoga To Cure Slip Disc Problem
Yogasana: ଆପଣ ସ୍ଲିପ୍ ଡିସ୍କ ସମସ୍ୟାରେ ପୀଡ଼ିତ କି… କରନ୍ତୁ ଏହି ଯୋଗ ମିଳିବ ଆରମ

ଆଜିକାଲି ଯୁବକମାନଙ୍କ ମଧ୍ୟରେ ସ୍ଲିପ୍ ଡିସ୍କ୍‌ ସମସ୍ୟା ବଢିବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୮୦ ପ୍ରତିଶତ ଯୁବକ ସ୍ଲିପ୍ ଡିସ୍କ୍‌ ସମସ୍ୟାରେ ପୀଡିତ ଅଛନ୍ତି। ଏମିତି କିଛି ଯୋଗାସନ ଅଛି ଯାହା ଅଭ୍ୟାସ କରିବା ଦ୍ୱାରା ସ୍ଲିପ୍ ଡିସ୍କ ଦ୍ୱାରା ସୃଷ୍ଟି ହେଉଥିବା ଅସହ୍ୟ ଯନ୍ତ୍ରଣାକୁ ହ୍ରାସ କରିହେବ।

Makhana benefits for men health
Health Tips: ଦୈନିକ ଖାଆନ୍ତୁ ଏହି ସୁପର୍‌ଫୁଡ୍: ମଜଭୁତ ହେବ ମାଂସପେଶୀ, ବଢିବ ସ୍ପର୍ମ କାଉଣ୍ଟ୍

ଏମିତି ଅନେକ ସୁପର୍‌ଫୁଡ୍ ଅଛି ଯାହାର ଲାଭ ଆପଣ ଜାଣିଥିବେ। କିନ୍ତୁ, ଆପଣ କେବେ ମଖାନା ବା ଫାକ୍ସ ନଟ୍ସର ବାଦାମର ଉପକାରିତା ବିଷୟରେ ଜାଣିବାକୁ ଚାହିଁଛନ୍ତି କି? ମଖାନା ଏପରି ଏକ ଅଦ୍ଭୁତ ସୁପରଫୁଡ୍ ଯାହା ଓଜନ ହ୍ରାସ କରିବା ସହିତ ପୁରୁଷ ପାଇଁ ଅତ୍ୟନ୍ତ ଲାଭ ଦେଇଥାଏ।

How to prevent your gym clothes from smelling bad
Tips and Tricks: ଆପଣଙ୍କ ଦେହ ଝାଳୁଆ ଗନ୍ଧଉଛି କି… କଟୁ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ୫ ଉପାୟ

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।

Navratri Fasting
ନବରାତ୍ରୀରେ ଉପବାସ କରୁଛନ୍ତି କି ? ଶରୀର ପାଇଁ କେତେ ଭଲ ? ଜାଣନ୍ତୁ ୩ ବୈଜ୍ଞାନିକ କାରଣ...

Navratri 2024: ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।

Five simple exercises natural ways to boost and detox liver
Health Tips: ଆପଣଙ୍କ ଲିଭର୍ ଖରାପ ହୋଇଯାଉଛି କି… ଠିକ୍ କରିବା ପାଇଁ ୫ ପ୍ରଭାବଶାଳୀ ବ୍ୟାୟାମ

ଖାଦ୍ୟ, ପାନୀୟ, ମଦ୍ୟପାନ ଏବଂ ଔଷଧରୁ କ୍ଷତିକାରକ ପଦାର୍ଥ ଲିଭର୍‌ରେ ଜମା ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲିଭର୍‌ ଡିଟକ୍ସ କରିବା ଅତ୍ୟନ୍ତ ଜରୁରୀ। ଲିଭର୍‌କୁ ସଫା କରିବା ପାଇଁ ଭଲ ଖାଇବା ଅଭ୍ୟାସ, ଉନ୍ନତ ଜୀବନଶୈଳୀ ଏବଂ ନିୟମିତ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଲିଭର୍‌କୁ ବୁଷ୍ଟ୍ କରିବା ନେଇ ୫ ବ୍ୟାୟାମ।