• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Three breathing yoga exercise will help immune system
ଏହି ୩ ପ୍ରାଣାୟାମ ବଢେଇବ ରୋଗ ପ୍ରତିରୋଧକ ଶକ୍ତି

ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି ବ୍ୟାୟାମ କରାଯାଇପାରିବ?

Neem benefits: Ayurveda expert on ways to add the natural herb to daily routine
ନିମ୍ବ ପାଣିରେ ମୁହଁ ଧୁଅନ୍ତୁ: ପାଆନ୍ତୁ ଏହି ସମସ୍ୟାରୁ ମୁକ୍ତି...

ନିମ୍ବ ପାଣିରେ ମୁହଁ ଧୋଇଲେ ମିଳିବ ଏହି ସମସ୍ୟାରୁ ମୁକ୍ତି...

Drink these 4 types of tea
ବର୍ଷାଦିନରେ ରୋଗରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ୪ ପ୍ରକାର ଚା’, ମିଳିବ ଫାଇଦା

ଯଦି ଆପଣ ଏହି ମନସୁନ୍‌ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍‌ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ଵାରା ଅନେକ ରୋଗରୁ ରକ୍ଷା ପାଇବେ ।

How does yoga improve mood
ବୁଷ୍ଟର୍‌ ଯୋଗାସନ; କରିବ ଟେନ୍‌ସନ୍‌ ଦୂର

ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।

Don't get up in the morning
ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।

Four easy yoga asanas for flexibility and healthy after age 50
ଏହି ୪ ସହଜ ଆସନ କରି ଚିରଦିନ ଯୁବକ ରୁହନ୍ତୁ

ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।

Face Astrology
ଦର୍ପଣରେ ମୁହଁ ଦେଖି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ, ଧନୀ ହେବେ ନା ଗରିବ ?

ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।

know which plant you should have to plant during sawan mhadev month
ଶ୍ରାବଣ ମାସରେ ଘରେ ଲଗାନ୍ତୁ ଏହି ସବୁ ଗଛ, ହେବନି ଧନର ଅଭାବ !

ଚାଲିଛି ଶିବଙ୍କ ପ୍ରିୟ ଶ୍ରାବଣ ମାସ । ଏହି ମାସରେ ବାସ୍ତୁ ସହ କିଛି ଉପାୟ ଆପଣାଇଲେ ଶୁଭଫଳପ୍ରାପ୍ତ ହୋଇଥାଏ । ଅନେକ ଜିନିଷ ଅଛି ଯାହା ଉପରେ ଏହି ମାସରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଶ୍ରାବଣ ମାସରେ କେଉଁ ଗଛ ଲଗାଇଲେ କେଉଁ ଶୁଭଫଳପ୍ରାପ୍ତ ହୁଏ ଜାଣନ୍ତୁ...

How vajrasana helpful and effective for back pain to digestion
ବଜ୍ରାସନ ହଜମ ପ୍ରକ୍ରିୟା ବଢାଏ, ମଧୁମେହକୁ ନିୟନ୍ତ୍ରଣ କରେ

ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।

Benefits of Rose water
ତ୍ୱଚାକୁ ସୁନ୍ଦର କରାଏ ଗୋଲାପ ଜଳ

ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ ।

Skin Infections On A Rainy Day
ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

Don't eat all these foods with yogurt
ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

Yoga for boosting stamina
ଆପଣଙ୍କ ଶରୀରରେ କମ ଷ୍ଟାମିନା ଅଛି କି; କରନ୍ତୁ ଏହି ଯୋଗ

ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।

If not stand 10 second in one leg then death risk
୧୦ ସେକେଣ୍ଡ ଏକ ଗୋଡିକିଆ ଠିଆ ହୋଇ ନ ପାରିଲେ ମୃତ୍ୟୁ ଆସନ୍ନ

ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।

how to properly sit at a computer best ways to sit when you are working on computer
ଅଧିକ ସମୟ ବସୁଛନ୍ତି କି ? ହୋଇପାରେ ମୃତ୍ୟୁର କାରଣ

କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିବା ପଡିପାରେ ମହଙ୍ଗା...

Health benefits of having beard
ଚର୍ମ କର୍କଟରୁ ରକ୍ଷା କରିବ ନିଶ-ଦାଢି; ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।

Make herbal face pack
ଘରେ ପ୍ରସ୍ତୁତ କରି ଲଗାନ୍ତୁ ହର୍ବାଲ୍ ଫେସ୍‌ପ୍ୟାକ୍, ଚମକିବ ତ୍ୱଚା

ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ । ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା ଭାବେ ଦେଖାଦିଏ । ଏଥିଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ଦେଖାଦିଏ । ଆପଣ ଘରୋଇ ଉପାୟରେ ହର୍ବାଲ ଫେସ୍‌ପ୍ୟାକ ବନେଇ ତ୍ୱଚ୍ଚାରେ ଲଗେଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ…

Daily Horoscope
ସାବଧାନ ! ଏହି ସବୁ ରାଶିର ବ୍ୟକ୍ତି ଆଜି ସମସ୍ୟାରେ ପଡିପାରନ୍ତି

ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…

Daily Horoscope
ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିମାନଙ୍କ ସମ୍ପତ୍ତି ବୃଦ୍ଧି ହୋଇପାରେ...

ଆଜି ୨୦୨୨ ମସିହା, ମେ ମାସ, ୧୭ ତାରିଖ, ମଙ୍ଗଳବାର, ସୈାର, ବୃଷ ମାସ, ଜ୍ୟେଷ୍ଠ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

daily horoscope
ଆଜି ଆପଣଙ୍କ ଭାଗ୍ୟ କଣ ରହିଛି, ଜାଣନ୍ତୁ...

ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....

Daily Horoscope
ଆଜିର ରାଶିଫଳ: ଅପରାହ୍ନରେ ମିଳିବ ଖୁସି ଖବର !

ଆଜି ୨୦୨୨ ମସିହା, ମେ ମାସ, ୧୫ ତାରିଖ, ରବିବାର, ବୃଷ, ୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର, ତୁଳା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

Daily Horoscope
ଆଜିର ରାଶିଫଳ : କାହା ପାଇଁ ଶୁଭ, କାହାକୁ ମିଳିପାରେ ଅପବାଦ ?

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

vastu and clove
ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

Horoscope today
Daily Horoscope 13 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା, ମେ ମାସ ୧୩ ତାରିଖ, ଶୁକ୍ରବାର, ମେଷ, ୩୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

daily horoscope
Daily Horoscope 12 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା ମେ ମାସ ୧୨ ତାରିଖ, ଗୁରୁବାର, ମେଷ, ୨୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...