• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Five yoga poses for sound sleep
Yogasana: ଭଲ ନିଦ ପାଇଁ ୫ଟି ଯୋଗ

ଯଦି ଲଗାତାର ଅନେକ ରାତି ଭଲ ନିଦ ନ ହୁଏ, ତେବେ ଚିନ୍ତା, ଉଦାସୀନତା ଏବଂ ସ୍ମୃତି ଶକ୍ତି ହ୍ରାସ ମଧ୍ୟ ହୋଇପାରେ। ତେବେ କିଛି ଥେରାପି ଓ ନିଦ ବଟିକା ମାଧ୍ୟରେ ଏହାର ଚିକିତ୍ସା ହେଉଛି ସତ, କିନ୍ତୁ ଯୋଗ ଏବଂ ଧ୍ୟାନରୁ ଆମେ ଅଧିକ ଲାଭ ପାଇଥାଉ।

  • Tuesday, 18 February 2025
Five best food must include in diet of kids for stamina
Parenting Tips: ଆପଣଙ୍କ ପିଲାର ଷ୍ଟାମିନା ବଢାଇବାକୁ ଚାହାନ୍ତି କି… ଦିଅନ୍ତୁ ଏହିସବୁ ଖାଦ୍ୟ

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ପିଲା ସୁସ୍ଥ ଏବଂ ଶକ୍ତିଶାଳୀ ହୁଅନ୍ତୁ। ଏପରି ପରିସ୍ଥିତିରେ ପିଲାକୁ କିଛି ସୁସ୍ଥ ଜିନିଷ ଖାଇବାକୁ ଦିଆଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଶିଶୁର ବୃଦ୍ଧି ଏବଂ ଷ୍ଟାମିନା ଦ୍ରୁତ ଗତିରେ ବଢିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲାମାନଙ୍କର ଷ୍ଟାମିନା ବଢାଇବା ପାଇଁ ପିଲାମାନଙ୍କୁ କ’ଣ ଖାଇବାକୁ ଦେବା ଜରୁରୀ।

Five best yoga poses for womens
Yogasana: ୪୦ ବର୍ଷ ବୟସ ପରେ ଯୋଗ

ମହିଳାଙ୍କୁ ୪୦ ବର୍ଷ ହୋଇଗଲେ ଶରୀରରେ ଅନେକ ପ୍ରକାରର ହର୍ମୋନାଲ୍‌ ପରିବର୍ତ୍ତନ ଘଟିବା ଆରମ୍ଭ ହୁଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଏ। ଏହି ସମୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ଜରୁରୀ।

  • Monday, 17 February 2025
Healthiest Sleep Position
Health Tips: ରାତିରେ ଏମିତି ଶୁଅନ୍ତୁ; ମିଳିବ ୬ଟି ବଡ଼ ଫାଇଦା

କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇଥାଆନ୍ତି, କିନ୍ତୁ ଭଲରେ ଶୋଇପାରନ୍ତି ନାହିଁ। ବିଶେଷଜ୍ଞମାନେ କୁହନ୍ତି ଯେ ରାତିରେ ଭଲ ନିଦ ନ ହେବା ପାଇଁ ଗୋଟିଏ ମୁଖ୍ୟ କାରଣ ହେଉଛି ସଠିକ୍ ଅବସ୍ଥାରେ ନ ଶୋଇବା। ଜାଣନ୍ତୁ କେମିତି ଶୋଇବା ଉଚିତ।

Oversharing is not good in a relationship
Relationship Tips: ପାର୍ଟନର ସହ କରନ୍ତୁ ନାହିଁ ଏମିତି ଶେୟାର୍; ଭାଙ୍ଗିଯିବ ସଂପର୍କ

ଅନେକ ସମୟ ଲୋକମାନେ ନିଜ କଥାକୁ ଅଧିକ ଶେୟାର କରିବାର ଅଭ୍ୟାସରେ ପଡିଯାଆନ୍ତି ଯାହା ନିଜ ପାର୍ଟନରଙ୍କୁ ବିରକ୍ତ କରେ ଏବଂ ଏହି ଅଭ୍ୟାସ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ। ଓଭର ଶେୟାର କରିବାରେ ଅନେକ ଅସୁବିଧା ଅଛି। ତେବେ ନିଜ ପାର୍ଟନର ସହିତ କ’ଣ ନ କରିବେ ଆସନ୍ତୁ ଜାଣିବା।

Fashion trends from 90s are back in 2025
Fashion Trend: ଫେରିଛି ପୁରୁଣା ଫ୍ୟାଶନ୍; ୨୦୨୫ରେ ଟ୍ରେଣ୍ଡ୍ କରୁଛି ୯୦ ଦଶକର ଫ୍ୟାଶନ୍

ଆଜିକାଲି କିଏ ବା ଫ୍ୟାଶନେବଲ୍ ଦେଖାଯିବାକୁ ପସନ୍ଦ ନ କରେ। ଏଭଳି ବ୍ୟକ୍ତିମାନେ ସବୁବେଳେ ନୂଆ ଫ୍ୟାଶନ ଟ୍ରେଣ୍ଡକୁ ଗ୍ରହଣ କରନ୍ତି। କିନ୍ତୁ ଇତିହାସ ଯେପରି ପୁନରାବୃତ୍ତି କରେ, ଫ୍ୟାଶନ୍ ମଧ୍ୟ ଫେରିଆସେ। ବର୍ତ୍ତମାନ ୨୦୨୫ ମସିହାରେ ୯୦ ଦଶକର ଫ୍ୟାଶନ୍ ଫେରି ଆସିଛି ଏବଂ ଏହା ଯୁବକମାନଙ୍କ ପାଇଁ ଟ୍ରେଣ୍ଡ୍‌ ହୋଇଯାଇଛି।

 କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନି
Hairfall Problem: ଏମିତି କରନ୍ତୁ ଆଉ ଝଡ଼ିବନି ଚୁଟି, ଜାଣନ୍ତୁ କେମିତି...

କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ହୋଇଛି। ତେବେ ଏହାର ଭଲ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ।

  • Sunday, 16 February 2025
Tulsi gardening tips
ଶୁଖିଲା ତୁଳସୀ ଗଛରେ କଅଁଳିବ ପତ୍ର, ମାଟିରେ ମିଶାନ୍ତୁ ଚା' ପତି

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତି ଶୁଭ ମନେ କରାଯାଏ । ବିଶ୍ବାସ ରହିଛି ଏହି ଗଛକୁ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରହେ । ହେଲେ ବେଳେବେଳେ ଯତ୍ନ ଅଭାବରୁ ତୁଳସୀ ଗଛ ଶୁଖିଯାଇଥାଏ । କିନ୍ତୁ ଚା'ପତି ବ୍ୟବହାର କରି ଆପଣ ପୁଣିଥରେ ଶୁଷ୍କ ଗଛକୁ ବଞ୍ଚାଇପାରିବେ ।

  • Thursday, 13 February 2025
ଯେଉଁଠି ଭଡ଼ାରେ ମିଳେ ପରିବାର
Family On Rent: ଟଙ୍କା ଦିଅ, ପରିବାର ସଦସ୍ୟ ବାଛି ନିଅ: ଏଠି ଭଡ଼ାରେ ବାପା, ମା’, ପତି, ପତ୍ନୀ ଓ ସନ୍ତାନ ବି ମିଳନ୍ତି

ପୃଥିବୀରେ ଏମିତି ଏକ ଦେଶ ଅଛି ଯେଉଁଠି ୩୦ ବର୍ଷ ପୂର୍ବେ ଏକ ଅଜବ ବ୍ୟବସାୟର ଆରମ୍ଭ ହୋଇଥିଲା । ଏବେ ଏହି ବ୍ୟବସାୟ ଖୁବ ଦ୍ରୁତ ଗତିରେ ଏଠାରେ ବଢିବାରେ ଲାଗିଛି । ଏହି ବ୍ୟବସାୟ ହେଉଛି ‘ଭଡା ପରିବାର’ ବା ‘ରେଣ୍ଟାଲ ଫ୍ୟାମିଲି‘  । ପଇସା ଖର୍ଚ୍ଚ କର,  ମା’, ବାପାଙ୍କଠାରୁ ଆରମ୍ଭ କରି ଭାଇ, ଭଉଣୀ, ମାଉସୀ, ମଉସା, ପୁଅ-ଝିଅ ଆଉ ସ୍ୱାମୀ-ସ୍ତ୍ରୀ.ସବୁକିଛି ଭଡାରେ ନେଇଯାଅ । ପରିବାରର ଯେଉଁ ସଦସ୍ୟ ଖୋଜିବ, ଯେତେଦିନ ପାଇଁ ଖୋଜିବ ମିଳି ଯାଇପାରିବ ।  

  • Thursday, 13 February 2025
Stop throwing banana peels it can improve skin and teeth
Tips and Tricks: ଏହି ଚୋପାକୁ ଫୋପାଡନ୍ତୁ ନାହିଁ; ଜୋତା ପଲିସ୍ କଲେ ଚକ୍‌ଚକ୍ କରିବ

ପ୍ରାୟତଃ ଲୋକମାନେ କଦଳୀ ଖାଇବା ପରେ ଏହାର ଚୋପାକୁ ଡଷ୍ଟବିନ୍‌ରେ ପକାଇ ଦିଅନ୍ତି। ଏହି ଚୋପା କିନ୍ତୁ ବହୁତ ଉପଯୋଗୀ। ଏହା କେବଳ ଚର୍ମକୁ ଦାଗହୀନ ଏବଂ ଚମକାଏ ନାହିଁ ବରଂ ଅନେକ ଘରୋଇ କାର୍ଯ୍ୟକୁ ମଧ୍ୟ ସହଜ କରିଥାଏ। ଆସନ୍ତୁ ଏହାର ଗୁଣ ଜାଣିବା।

Baby Massage Oil Tips
Parenting Tips: କେଉଁ ଋତୁରେ କେଉଁ ତେଲରେ ପିଲାଙ୍କୁ ମସାଜ୍ କଲେ ମିଳେ ଲାଭ; ଜାଣନ୍ତୁ…

କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।

Feet
Body Care: ସୁନ୍ଦର ଦିଶିବ ପାଦ, ଆପଣାନ୍ତୁ ଏହି ୫ଟି ଟିପ୍ସ

Body Care: ସୁନ୍ଦର ଦିଶିବ ପାଦ, ଆପଣାନ୍ତୁ ଏହି ୫ଟି ଟିପ୍ସ

  • Tuesday, 11 February 2025
improves soil organic and chemical fertilizers sheep and goat manure
Organic Manure: ଏହି ପଶୁଙ୍କ ମଳକୁ ଖତ ଭାବେ କରନ୍ତୁ ବ୍ୟବହାର; ଭୁଲିଯିବେ DAP-ୟୁରିଆ

ଜୈବିକ ସାର ମାଟିର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ। ବିଶେଷଜ୍ଞଙ୍କ ଅନୁଯାୟୀ, ମେଣ୍ଢା ଓ ଛେଳିର ମଳ ସାର ଭାବରେ ମଧ୍ୟ ବ୍ୟବହୃତ ହୁଏ, କାରଣ ଏଥିରେ ଗୋବରରୁ ପ୍ରସ୍ତୁତ ଖତ ଏବଂ କମ୍ପୋଷ୍ଟ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ରହିଥାଏ।

  • Tuesday, 11 February 2025
Chanakya Niti
Chanakya Niti: ବୁଦ୍ଧିମାନ ସ୍ୱାମୀ ସ୍ତ୍ରୀକୁ କେବେ କୁହନ୍ତିନି ଏହି ୪ କଥା

ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।

Practice these trending couple yoga asanas with your partner
Yoagasna: ପ୍ରେମକୁ ଦୀର୍ଘସ୍ଥାୟୀ କରିବା ପାଇଁ ମିଶିକି କରନ୍ତୁ ଏହି ୬ ଯୋଗାସନ

ପ୍ରତିବର୍ଷ ୧୪ ଫେବ୍ରୁଆରୀରେ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳଙ୍କ ପାଇଁ ଏକ ପର୍ବ ପରି ହୋଇଥାଏ। ଯଦି ଆପଣ ନିଜ ଲଭରଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ। ତେବେ ଉଭୟ ନିଜ ପ୍ରେମକୁ ବଜାୟ ରଖିବା ପାଇଁ ଏକାଠି ଏହିସବୁ ଯୋଗ ଅଭ୍ୟାସ କରିପାରିବେ।

After 10 years how to make children sleep independently
Parenting Tips: ଆପଣଙ୍କ ପିଲାକୁ ୧୦ ବର୍ଷ ହୋଇଗଲାଣି କି… ପାଖରେ ଶୋଇଲେ ଅସୁବିଧା!

ପିଲା ବଡ ହୋଇଗଲେ ବାପାମାଆମାନଙ୍କ ପାଖରେ ନ ଶୋଇ ଏକାକୀ ଶୋଇବାର ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପିଲା ବଡ ହୋଇଗଲାଣି ଏବଂ ସେ ଏକାକୀ ଶୋଇବା ଉଚିତ କିନ୍ତୁ ସେ ପାଖରେ ଶୋଇବାର ଅଭ୍ୟାସ ଛାଡି ପାରୁନି, ତେବେ ଏଠାରେ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ଦିଆଗଲା, ଦେଖନ୍ତୁ।

7 most loyal animals to human after dog
Loyal Animals: କୁକୁର ପରେ ଏହି ୭ଟି ପ୍ରାଣୀ ମଣିଷର ବେଶୀ ଅନୁଗତ

ମଣିଷ ସମାଜରେ କୁକୁର ସବୁଠାରୁ ଅଧିକ ଅନୁଗତ ପ୍ରାଣୀ। କିନ୍ତୁ ଏହା ବାଦ୍ ଏହି ୭ଟି ଗୃହପାଳିତ ପଶୁପକ୍ଷୀ ମଧ୍ୟ ମଣିଷ ସର ମିଶିକରି ରୁହନ୍ତି।

  • Friday, 07 February 2025
Hair
Lifestyle: ଚୁଟି ଉପୁଡ଼ିଛି କି? ନିଅନ୍ତୁ ନାହିଁ ଟେନସନ୍‌

ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।

Hot Water
Hot Water: ଗରମ ପାଣିରେ ଗାଧୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଗରମ ପାଣିରେ ଗାଧୋଇବାର ଯେତିକି ଫାଇଦା ଅଛି, ସେତିକି ଅସୁବିଧା ମଧ୍ୟ ରହିଛି। ଅତ୍ୟଧିକ ଗରମ ପାଣି ଚର୍ମର ପ୍ରାକୃତିକ ଆର୍ଦ୍ରତାକୁ ନଷ୍ଟ କରିଦିଏ, ଯାହାଦ୍ୱାରା ଚର୍ମ ଡ୍ରାଏ (ଶୁଖିଲା) ହୋଇଯାଏ। ଏହା ଚର୍ମରେ ଜ୍ୱଳନ, କୁଞ୍ଚନ ଏବଂ ଫାଟ ସୃଷ୍ଟି କରିପାରେ।

acne
Health Tips: ବ୍ରଣ ହେଇଥିଲେ କଣ କରିବେ

ବ୍ରଣ ହେଇଥିଲେ କଣ କରିବେ

  • Thursday, 06 February 2025
Chanakya Niti
Chanakya Niti: ମାନନ୍ତୁ, କେବେ ବି ହେବନି ଅର୍ଥର ଅଭାବ !

ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ।

  • Thursday, 06 February 2025
Effective tips to impress your crush
Relationship Tips: କାହାକୁ ଭଲ ପାଉଛନ୍ତି କି... ଜାଣନ୍ତୁ ଭାଲେଣ୍ଟାଇନ୍ ଡେ'ରେ ପ୍ରଭାବିତ କରିବାର ୮ ଉପାୟ

କିଛି ଛୋଟ ଛୋଟ ଜିନିଷ କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ବଢାଏ ନାହିଁ ବରଂ ଲୋକମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରେ। ଯଦି ଆପଣ ଏହି ଭାଲେଣ୍ଟାଇନ୍ ସପ୍ତାହରେ କାହାକୁ ପ୍ରଭାବିତ କରିବାକୁ ଚାହାଁନ୍ତି, ତେବେ ଏହି ଅଭ୍ୟାସଗୁଡିକ ଗ୍ରହଣ କରିବା ଜରୁରୀ।

6 things you should never reveal about yourself before others
Moral: ନିଜ ଜୀବନର ଏହି ୬ଟି କଥା ଭୁଲରେ ବି କାହାକୁ କୁହନ୍ତୁନି

ସମସ୍ତଙ୍କ ଜୀବନରେ ଏମିତି କିଛି କଥା ଅଛି, ଯାହା ଅନ୍ୟମାନେ ଜାଣିଲେ ବିପଦ ସୃଷ୍ଟି ହୋଇପାରେ। ମିଳିବାକୁ ଥିବା ସଫଳତା ହାତରୁ ଖସି ଯାଇପାରେ। ଏହି ୬ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ।

  • Wednesday, 05 February 2025
How to make Dairy free Ghee
Tips and Tricks: କ୍ଷୀର ବିନା ବି ହୋଇପାରିବ ସୁସ୍ଥ ଘିଅ; ଜାଣନ୍ତୁ ତିଆରି କରିବାର ପଦ୍ଧତି

ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। ଆଜି ଆମେ ଆପଣଙ୍କୁ ଘିଅ ତିଆରି କରିବାର ଏକ ନୂଆ ଉପାୟ କହିବୁ। ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ।

these 7 exercises can stop you from mindless using of mobile phone
Mobile Phone: କରନ୍ତୁ ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍, ଭୁଲିଯିବେ ମୋବାଇଲ୍ ଫୋନ୍

ମୋବାଇଲ୍ ଫୋନ୍ ଧୀରେ ଧୀରେ ଆମକୁ କବଳିତ କରୁଛି। ଏହା କବଳରୁ କେମିତି ତ୍ରାହି ମିଳିବ ସେ ଉପାୟ କାହା ପାଖରେ ନାହିଁ। ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍ ଟ୍ରାଏ କରନ୍ତୁ, ଯାହା ହୁଏତ ଆପଣଙ୍କୁ ମୋବାଇଲ୍ ଫୋନଠାରୁ ଦୂରେଇ ଦେଇପାରେ।

  • Tuesday, 04 February 2025