• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

Sumitra Padhi

Editor

ସୁମିତ୍ରା ପାଢ଼ୀ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଓ ଇଂଲିଶ୍ ...more

ସୁମିତ୍ରା ପାଢ଼ୀ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଓ ଇଂଲିଶ୍ ଏଣ୍ଡ ଫରେନ୍‌ ଲାଙ୍ଗୁଏଜ୍‌ ୟୁନିଭର୍ସିଟି, ହାଇଦ୍ରାବାଦରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ଗତ ପନ୍ଦର ବର୍ଷ ଧରି ବିକଳ୍ପ ଶିକ୍ଷା ଉପରେ କାମ କରିବା ସହ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଫେଲୋସିପ୍ ପାଇ ଓଡ଼ିଶାର ଆର୍ଟ ଓ କ୍ରାଫ୍ଟ ଉପରେ ରିସର୍ଚ୍ଚ କରୁଛନ୍ତି । ସେ ଚିତ୍ରକଳା, ସଂସ୍କୃତି, ଶିକ୍ଷା ଓ ପିଲାଙ୍କ ମନସ୍ତତ୍ତ୍ୱ ଉପରେ ଅନେକ ନିବନ୍ଧ ଲେଖି ବିଶେଷ ପରିଚିତି ଲାଭ କରିଛନ୍ତି। ପୋଥି ବାହାରର ପୃଥିବୀ, ଚ଼ାହିଁଲେ ଆକାଶ, ଆଲୋକର ଅଭିସାର, English Grammar, କୁନିପରୀର ଗପ, ଭେଟଘାଟ୍ @ BAT ନାମରେ ତାଙ୍କର ଛଅଟି ପୁସ୍ତକ ଏ ଭିତରେ ପ୍ରକାଶିତ ହୋଇସାରିଛି ।

 

less

Posts by Sumitra Padhi

Fashionable things from Bobei
Art And Craft: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ

It is made of grass that looks like gold
Golden Grass: ସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ

ସୁନା ପରି ଦିଶୁଥିବା ଘାସରୁ ତିଆରି ବ୍ୟବହାର୍ଯ୍ୟ ଓ ଡେକୋରେଟିଭ୍ ଜିନିଷ ତିଆରି ପାଇଁ ଓଡ଼ିଶାର ନାଁ ରହିଛି । ଆଜି ଆସନ୍ତୁ ଗୋଲ୍ଡେନ୍ ଗ୍ରାସ୍ କ୍ରାଫ୍ଟ ନାଁରେ ବେଶୀ ପରିଚିତ ଥିବା ଓଡ଼ିଶାର ଏଇ ପାରମ୍ପରିକ କଳା ବିଷୟରେ ଜାଣିବା ।

Idols are made by weaving rice
Odisha Culture: ଧାନକୁ ସୂତାରେ ବୁଣି ତିଆରି ତିଆରି ହେଉଛି ଭଳିକି ଭଳି ମୂର୍ତ୍ତି, ଦେଶ ବିଦେଶରେ ବଢୁଛି ଆଦର

ସୂତା ଓ ବାଉଁଶ ପାତିଆରେ ତିଆରି ହୁଏ ସୁନ୍ଦର ସୁନ୍ଦର ଧାନର ମୂର୍ତ୍ତି ।

10 Easy Ways to Train Your Brain
How To Train Brain:ମସ୍ତିଷ୍କକୁ ତାଲିମ୍ ଦେବାର ୧୦ଟି ସହଜ ଉପାୟ

ଆଜିର ବ୍ୟସ୍ତ, ସୂଚନାବହୁଳ ଓ ଅନଲାଇନ୍ ଦୁନିଆରେ ଆମ ମସ୍ତିଷ୍କ ବେଳେ ବେଳେ ଆମ ଅଧୀନରେ ରହୁନଥିବା ବେଳେ ତାକୁ ତାଲିମ୍ ଦେଇ ସମୃଦ୍ଧ କରିବା ପାଇଁ କେତୋଟି ସହଜ ଉପାୟ ଏଠାରେ ଦିଆଯାଇଛି ।

Story of Jhoti chita familiar for Manabasa Gurubar
Jhoti Chita: ମାଣବସା ଗୁରୁବାର ପାଇଁ ପରିଚିତ ଆମ ଝୋଟି ଚିତା କଥା

ଆଜି ମାର୍ଗଶୀର ମାସରେ ଜାଣିବା ଆସନ୍ତୁ ମାଣବସା ଗୁରୁବାରରେ ପାଇଁ ଘରେ ଘରେ ପରିଚିତ ଥିବା ଝୋଟି ଚ଼ିତା କଥା। ଝୋଟି କେବଳ କ'ଣ ମାଣବସା ଗୁରୁବାରରେ ପଡ଼େ? ଯଦି ନାଁ, ତେବେ ଆଉ କେଉଁ ଅବସରରେ କି କି ପ୍ରକାରର ଝୋଟି ଚ଼ିତା ସବୁ ପଡ଼େ ।...

There are several ways to find out what your child is interested in
Child Care: ପିଲାଙ୍କର ଆଗ୍ରହ କେଉଁ କାମରେ ଅଛି ତାହା ଜାଣିବା ଲାଗି କେତୋଟି ଉପାୟ

ଅନେକ ସମୟରେ ବଡମାନେ ନିଜ ପିଲାର ଆଗ୍ରହ କେଉଁଥିରେ ଅଛି ଜାଣିପାରନ୍ତି ନାହିଁ । ଆଜି ସେଇ ପ୍ରସଙ୍ଗରେ କେତୋଟି କଥା ଓ ଟିପ୍ସ।

ଓଡ଼ିଶାର ଢୋକରା କଳା
Dhokra Craft Odisha: ଓଡ଼ିଶାରେ ଏବେବି ବଞ୍ଚି ରହିଛି ୪,୫୦୦ ବର୍ଷ ତଳର ଢୋକରା କଳା, ଜାଣନ୍ତୁ ଏହାର ଗଢ଼ଣ କୌଶଳ

ଢୋକରା କାଷ୍ଟିଂ ପାଇଁ ଓଡ଼ିଶାର ନାଁ ଅଛି। ମହେଞ୍ଜୋଦାରୋର ଖନନରୁ ମିଳିଥିବା ପ୍ରାୟ ୪୫୦୦ ବର୍ଷ ତଳର ଡ୍ୟାନ୍ସିଂଗାର୍ଲ ମଧ୍ୟ ଆମ ଢୋକରା ପରି ଲଷ୍ଟୱାକ୍ସ ପ୍ରକ୍ରିୟାରେ ତିଆରି ହୋଇଥିବା ଜଣାପଡ଼ିଛି। ତେବେ କେମିତି ତିଆରି ହୁଏ ଏହି ଢୋକରା? ଚାଲନ୍ତୁ ଆମ ଓଡ଼ିଶାର ହସ୍ତଶିଳ୍ପକୁ ଟିକେ ପାଖରୁ...

Game develops children's abilities
Child Care: ଖେଳରେ ଲୁକ୍କାୟିତ ଶକ୍ତି – ୧୦ଟି ସାମର୍ଥ୍ୟ ଯାହା ଖେଳରୁ ଆସେ

ଖେଳରେ ଲୁଚି ରହିଛି ଅନେକ ଶକ୍ତି । ତେବେ ଖେଳ କେମିତି ଆପଣଙ୍କ ପିଲାର ମସ୍ତିଷ୍କ ବିକାଶ କରିବାରେ ସହାୟକ ହୁଏ ତା'ର ୧୦ଟି ପ୍ରୟୋଗାତ୍ମକ ଦିଗ ବିଷୟରେ ଜାଣିବା ଆସନ୍ତୁ ।

how did the 6 day old baby Kartikeya become the captain of the gods
Birth Of Lord Kartikeya: ମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।

ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ
Bada Osha Brata Katha: ଆଜି ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?

The science behind children's anger 10 real meanings and solutions to anger
Child Care: ପିଲାମାନଙ୍କ କ୍ରୋଧ ପଛରେ ଥିବା ବିଜ୍ଞାନ: କ୍ରୋଧର ୧୦ଟି ପ୍ରକୃତ କାରଣ ଓ ସମାଧାନ

ପିଲାମାନଙ୍କର କ୍ରୋଧ ଆମକୁ କ’ଣ କହିଥାଏ ଏବଂ ବୁଝାମଣା ଓ ଧୈର୍ଯ୍ୟର ସହିତ ଆମେ କିପରି ଏହାର ସମାଧାନ କରିପାରିବା, ଏହି ଆଲେଖ୍ୟ ତାକୁ ବୁଝିବାର ଏକ ପ୍ରୟାସ ।

Disasters Tourism
ପ୍ରାକୃତିକ ବିପର୍ଯ୍ୟୟକୁ ନେଇ କ'ଣ ପର୍ଯ୍ୟଟନ ଅଛି?

ଜାଣନ୍ତୁ ବିପର୍ଯ୍ୟୟ ପର୍ଯ୍ୟଟନ କ’ଣ? ବିପଜ୍ଜନକ ସମୟରେ କାହିଁକି ବା କେହି ବୁଲିବାକୁ ଚାହାଁନ୍ତି? ଲୋକମାନେ ବିପର୍ଯ୍ୟୟର ନିକଟତର ହେବାକୁ କାହିଁକି ଆସନ୍ତି? ଏବଂ ଏମିତି ବୁଲିବା ପୂର୍ବରୁ ସେମାନେ କ’ଣ ସବୁ ଚିନ୍ତା କରିବା ଉଚିତ୍?

Ten early symptoms of anxiety in children which should not be ignored
ପିଲାଙ୍କ ଠାରେ ଆନ୍‌ଜାଇଟିର ୧୦ଟି ପ୍ରାରମ୍ଭିକ ଲକ୍ଷଣ: ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ

ପିଲାଙ୍କ ଠାରେ ଦେଖାଯାଉଥିବା ଏହି ୧୦ଟି ପ୍ରାରମ୍ଭିକ ଲକ୍ଷଣରୁ ଆପଣ ଜାଣିପାରିବେ ଆନ୍‌ଜାଇଟି ଆରମ୍ଭ ହେଉଛି ବୋଲି ଓ ଏହାକୁ ସମାଧାନ କରିବାର ୧୦ଟି ଉପାୟ ।

8 Tips to increse concentration
ଏହି ୮ଟି ଉପାୟ ଆପଣଙ୍କ ଏକାଗ୍ରତା ବଢ଼ାଇବ

ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।

How to be success in plan
ଖାଲି ଯୋଜନାରେ ନ କରି କାମ ଆରମ୍ଭ କରିବେ କିପରି

ଅନେକ ସମୟରେ ଆମେ ଯୋଜନା କରିଦେଉ, କିନ୍ତୁ କାମକୁ ଆଗକୁ ନେଇ ପାରୁନା। କାମଟିକୁ କେମିତି ଆରମ୍ଭ କରିବା ତାହା ଜାଣିପାରୁନା। ଫଳରେ ବ୍ୟସ୍ତ ଲାଗେ, ବିବ୍ରତ ଲାଗେ ଓ ଚିନ୍ତା ବି ବଢିଯାଏ। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଉପାୟ।

Punishment to child creates mental problem
ପିଲାକୁ ଦଣ୍ଡ ଦେବା କାହିଁକି ଜରୁରୀ ନୁହେଁ, ପଢନ୍ତୁ ଏହି ୨୪ଟି ପଏଣ୍ଟ୍‌

ଅନେକ ଲୋକ ଜୋର ଜବରଦସ୍ତ ନିଜର ବିଚାରକୁ ପିଲାଙ୍କ ଉପରେ ଲଦିଦେବା ନେଇ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏହା ସେମାନଙ୍କ ମାନସିକତାରେ କେତେ କ୍ଷତି ପହଞ୍ଚାଏ। ତେବେ ଆସନ୍ତୁ ଦଣ୍ଡ ପିଲାଙ୍କର କ’ଣ ସମସ୍ୟା କରେ ଜାଣିନେବା।

Some easy way to relax
ରିଲାକ୍ସ ହେବାର ସହଜ ବାଟ

ଆପଣ ଯଦି ଖୁବ ବେଶୀ ଉଦ୍‌ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା...

Screen Timing for children
ପିଲାଙ୍କର ସ୍କ୍ରିନ୍‌ ଟାଇମ୍ କମାଇବେ କିପରି?

ଆଜିକାଲି ପିଲାମାନେ ପ୍ରାୟ ସମୟ ନିଜକୁ ମୋବାଇଲ୍ ବା ଟିଭି ସ୍କ୍ରିନ୍‌ରେ ବ୍ୟସ୍ତ ରଖୁଛନ୍ତି, ଯାହା ସେମାନଙ୍କ ବିଭିନ୍ନ ମସ୍ତିଷ୍କଜନିତ ସମସ୍ୟାର କାରଣ ହେଉଛି। ଏନେଇ ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍‌ ଟାଇମ୍ ନିର୍ଦ୍ଧାରଣ କରିଛି ।

How to make decision
ନିଷ୍ପତ୍ତି ନେବେ କିପରି; ଜାଣନ୍ତୁ କେତେକ ଟିପ୍ସ

ବେଳେବେଳେ ଲୋକେ ନିଷ୍ପତ୍ତି ନେବାରେ ଅସୁବିଧାରେ ପଡନ୍ତି। କ’ଣ କରିବେ ବା ନ କରିବେ ତାହା ବୁଝି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ କ’ଣ କରିବାକୁ ହେବ।

ସୁମିତ୍ରା ପାଢ଼ୀ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଓ ଇଂଲିଶ୍ ଏଣ୍ଡ ଫରେନ୍‌ ଲାଙ୍ଗୁଏଜ୍‌ ୟୁନିଭର୍ସିଟି, ହାଇଦ୍ରାବାଦରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ଗତ ପନ୍ଦର ବର୍ଷ ଧରି ବିକଳ୍ପ ଶିକ୍ଷା ଉପରେ କାମ କରିବା ସହ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଫେଲୋସିପ୍ ପାଇ ଓଡ଼ିଶାର ଆର୍ଟ ଓ କ୍ରାଫ୍ଟ ଉପରେ ରିସର୍ଚ୍ଚ କରୁଛନ୍ତି । ସେ ଚିତ୍ରକଳା, ସଂସ୍କୃତି, ଶିକ୍ଷା ଓ ପିଲାଙ୍କ ମନସ୍ତତ୍ତ୍ୱ ଉପରେ ଅନେକ ନିବନ୍ଧ ଲେଖି ବିଶେଷ ପରିଚିତି ଲାଭ କରିଛନ୍ତି। ପୋଥି ବାହାରର ପୃଥିବୀ, ଚ଼ାହିଁଲେ ଆକାଶ, ଆଲୋକର ଅଭିସାର, English Grammar, କୁନିପରୀର ଗପ, ଭେଟଘାଟ୍ @ BAT ନାମରେ ତାଙ୍କର ଛଅଟି ପୁସ୍ତକ ଏ ଭିତରେ ପ୍ରକାଶିତ ହୋଇସାରିଛି ।