• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

Sarojini Sankhua

Freelancer

ଓଡ଼ିଆ ସାହିତ୍ୟର ଛାତ୍ରୀ ସରୋଜିନୀ ଶଙ୍ଖୁଆ, ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍� ...more

ଓଡ଼ିଆ ସାହିତ୍ୟର ଛାତ୍ରୀ ସରୋଜିନୀ ଶଙ୍ଖୁଆ, ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ପରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଆ ସାହିତ୍ୟର ବିଭିନ୍ନ ପ୍ରସଙ୍ଗରେ ଗବେଷଣାରତା ସରୋଜିନୀ, ଗଳ୍ପ ଓ କବିତା ଲେଖିବାରେ ଋଚି ରଖନ୍ତି। ତରୁଣ ଗାଳ୍ପିକା ଭାବେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କାର ଲାଭ କରିଛନ୍ତି।

less

Posts by Sarojini Sankhua

the epic wedding story of lord rama and mata sita
Epic Wedding of Rama and Sita: ଏମିତି ଥିଲା ସୀତାଙ୍କ ପିଲାଦିନ, ସ୍ୱୟମ୍ୱରରେ ଘଟିଥିଲା ଏହିସବୁ ଘଟଣା

କେମିତି ଥିଲା ମାତା ସୀତାଙ୍କର ପିଲାଦିନ? ତାଙ୍କ ସ୍ୱୟମ୍ୱରକୁ କାହାକୁ କାହାକୁ ଡକା ଯାଇଥିଲା? ପିଲାଦିନେ ସେ କରିଥିବା କେଉଁ ଘଟଣାଟି ତାଙ୍କ ପିତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା? ସ୍ୱୟମ୍ୱର ଦିନ କେଉଁ ସବୁ ଘଟଣା ଘଟିଲା?

Story of Shani Dev
OM Shanicharaya Namah: ଶନିଙ୍କ ରଙ୍ଗ କଳା କାହିଁକି? କାହିଁକି ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇଲେନି ଗୁରୁ? ତାଙ୍କୁ ମହାଦେବ ଦେଇଥିଲେ ଏହି ବର

ହିନ୍ଦୁ ଧର୍ମରେ ଶନି ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବତା। ତାଙ୍କ ଦୃଷ୍ଟି ଯାହା ଉପରେ ପଡ଼େ ସେ ତଳିତଳାନ୍ତ ହୋଇଯାଏ। ମନରେ ପ୍ରଶ୍ନ ଉଠେ, କାହିଁକି ଶନିଙ୍କ ଦେହର ରଙ୍ଗ କଳା? ସେ କାହିଁକି ନିଜ ବାପାଙ୍କର ମଧ୍ୟ ଶତ୍ରୁ ହୋଇଯାଇଥିଲେ? କେଉଁ କାରଣରୁ ତାଙ୍କ କୋପ ଦୃଷ୍ଟିରୁ ତାଙ୍କ...

Chandan Jatra
Chandan Yatra and Its Origins: କେବେଠୁ ଆରମ୍ଭ ଚନ୍ଦନ ଯାତ୍ରା? ମଦନମୋହନ, ରାମକୃଷ୍ଣଙ୍କ ସହ ଜଳକ୍ରୀଡ଼ା ପାଇଁ କାହିଁକି ଯାଇଥାନ୍ତି ପଞ୍ଚ-ମହାଦେବ?

ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଉତ୍ସବ ପ୍ରିୟ। ତାଙ୍କ ଦୈନନ୍ଦିନ ଚଳଣୀ ଭିତରେ ଅନେକ ଛୋଟ ବଡ଼ ଉତ୍ସବ ଓ ପର୍ବ ଲୁଚି ରହିଥାଏ। ତେବେ ଆସନ୍ତୁ ଜାଣିବା ଚନ୍ଦନ ଯାତ୍ରୀ ବିଷୟରେ ଅଧିକ କିଛି।

Mythological story behind Akshaya Tritiya traditional festival of Odisha
Akshaya Tritiya Celebration in Odisha: ଅକ୍ଷୟ ତୃତୀୟାରେ କାହିଁକି କରାଯାଏ ଜଳଦାନ, କେଉଁ ଦେବୀଙ୍କୁ ସ୍ମରଣ କରି ବୁଣାହୁଏ ବିହନ

ଅକ୍ଷୟ ତୃତୀୟା ଓଡିଶାରେ ଏକ ଶୁଭ ଦିନ ଭାବରେ ପାଳିତ ହୁଏ। ଆଜିଠାରୁ ଅନେକ ବଡ଼ ବଡ଼ କାମ ଆରମ୍ଭ ହୋଇଥାଏ। ଏହିଦିନ ପଛରେ ଅନେକ ସୁନ୍ଦର ପୌରାଣିକ ଆଖ୍ୟାନ ରହିଛି। ଆସନ୍ତୁ ପଢ଼ିବା କିଛି ଭଲ କାହାଣୀ

History of maha bisuva sankranti in hindu mythology
History of Maha Vishuba Sankranti: ମହାବିଷୁବ ସଂକ୍ରାନ୍ତିରେ କାହିଁକି ଖୋଲାଯାଏ ଜଳଛତ୍ର? ମହାଭାରତର ଏହି ଘଟଣାଟି ସହ ଅଛି ଏହାର ସମ୍ପର୍କ

ମହା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନୂଆବର୍ଷ। ଓଡ଼ିଆଙ୍କର ପ୍ରକୃତ ନୂଆବର୍ଷ ଜାନୁଆରୀ ୧ ନୁହେଁ, ଏପ୍ରିଲ ୧୪। ଏହିଦିନ ଓଡ଼ିଆଙ୍କର ଅନେକ ନୂଆକଥା ଆରମ୍ଭ ହୋଇଥାଏ। ତା ସହିତ ଏକାଧିକ ପର୍ବ ମଧ୍ୟ ଏହିଦିନ ପଡ଼ିଥାଏ।

mythological story behind the birth of pabanputra lord hanuaman
Hanuman Birth Story: ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବିଥିବା ଶିଶୁଟି କିଏ? ପବନପୁତ୍ରଙ୍କ ନାମ କେମିତି ହେଲା ହନୁମାନ?

ପ୍ରଭୁ ହନୁମାନଙ୍କର ଜନ୍ମ ଓ ପିଲାଦିନକୁ ନେଇ ଭାରତୀୟ ପୁରାଣରେ ଅନେକ ରୋଚକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ଏହା କେମିତି...

Hingula Jatra Festival
Hingula Jatra Festival: ଓଡ଼ିଶାରେ ଶକ୍ତିପୀଠ, ହିଙ୍ଗୁଳା ଯାତ୍ରା ଓ ଶାକ୍ତ ପରମ୍ପରା

ସମଗ୍ର ଓଡିଶାରେ ପ୍ରଧାନତଃ ଆଠ ଗୋଟି ତନ୍ତ୍ରପୀଠରେ ଶକ୍ତି ସ୍ୱରୂପିଣୀ ଦେବୀ ଅଷ୍ଟଭୁଜା, କେଉଁଠି ଦ୍ବିଭୁଜା, କେଉଁଠି ବୈଷ୍ଣବୀ, ନରମୁଣ୍ଡମାଳିନୀ, ତ୍ରିପୁରାସୁନ୍ଦରୀ ତ କେଉଁଠି କାତ୍ୟାୟନୀ ରୂପେ ପୂଜା ପାଆନ୍ତି। ଏହି ଦୃଷ୍ଟିରୁ ଉତ୍କଳୀୟ ଶାକ୍ତପୀଠ ସାରା ଜଗତରେ ପ୍ରାଚୀନ କାଳରୁ ଖ୍ୟାତି ଅର୍ଜନ କରିଅଛି।

History and mythology behind chaitra purnima parva in odisha
Chaitra Purnima Festival in Odisha: ପ୍ରଭୁ ରାମଙ୍କୁ ଡଙ୍ଗାରେ ବସାଇ ସରଜୁ ନଦୀ ପାର କରିଥିବା ଲୋକଟିକୁ କ’ଣ ମିଳିଲା ଉପହାର

କିମ୍ବଦନ୍ତୀ ଅନୁସାରେ ଶ୍ରୀରାମଚନ୍ଦ୍ର ବନବାସକୁ ଗଲାବେଳେ ବାଟରେ ସରଜୁ ନଦୀ ପଡ଼ିଲା। ଦାସ ରାଜା ନାମରେ ଜଣେ କେଉଟ ଡଙ୍ଗାରେ ବସାଇ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ନଦୀପାର କରାଇ ଦେଇଥିଲେ।

significance of basanti durga puja and how it is different from dussehra
Basanti Durga Puja: କାହିଁକି ପାଳନ ହୁଏ ବାସନ୍ତୀ ଦୁର୍ଗାପୂଜା, ଦଶହରାଠାରୁ ଏହା କେମିତି ଅଲଗା

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।

Rama navami
Sri Ram Navami 2025: ପ୍ରଭୁ ରାମଙ୍କୁ ପଚାରିଲେ ଚନ୍ଦ୍ର, ଆପଣ ଦିନରେ କାହିଁକି ଜନ୍ମ ହେଲେ?

ରାମଙ୍କ ଜନ୍ମ ପରେ ଚନ୍ଦ୍ର ତାଙ୍କୁ ଦେଖା କରିବା ଆଶାରେ ଗଲେ। ମାତ୍ର ମନରେ ତାଙ୍କର ଦୁଃଖଟିଏ ଥିଲା। ଅନ୍ତର୍ଯ୍ୟାମୀ ପ୍ରଭୂ ରାମଚନ୍ଦ୍ରଙ୍କ ଦୁଃଖ ଜାଣିପାରି ପଚାରିଲେ, ତୁମ ମନରେ ଦୁଃଖ କାହିଁକି ମୋତେ ଖୋଲି କୁହ।

History and significance of ashokastami lingaraj ratha jatra odisha
Ashokastami & Lingaraj Ratha Jatra: ସତରେ କ’ଣ ରୁକୁଣା ରଥ ଅଣଲେଉଟା ? ତାହେଲେ ରଥରେ ପ୍ରଭୁ ଲିଙ୍ଗରାଜଙ୍କ ସିଂହାସନ ପଛ ପଟାଟି ଖୋଲି ଦିଆଯାଏ କାହିଁକି ?

ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାକୁ ନେଇ ନାନା କଥା ଶୁଣିବାକୁ ମିଳେ। ରୋଚକ ପୌରାଣିକ କାହାଣୀ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ଅଶୋକାଷ୍ଟମୀରେ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା।

mythological story behind famous thakurani jatra of ganjam
Thakurani Jatra Mythology: ମଝି ରାତିରେ ମୁଣ୍ଡବାଳ ମୁକୁଳା କରି, କଳାଶାଢ଼ୀ ପିନ୍ଧି କିଛି ଦୂରରେ ଠିଆ ହୋଇ ଝିଅଟି କାହିଁକି କାନ୍ଦୁଛି?

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ...

History and speciality of odia tradition jhamu jatra
Jhamu Jatra: ଏହି ଓଡ଼ିଆ ପରମ୍ପରାରେ ନାରୀ ବେଶରେ ସଜ ହୁଅନ୍ତି ପୁରୁଷ, ପିନ୍ଧନ୍ତି…

ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।

history of baruni snana joga of biraja kshetra jajpur
Baruni Snana: ଯାଜପୁରକୁ ଆସିବା ବାଟରେ କାହିଁକି ଲୁଚିଗଲା ବୈତରଣୀ, କିଏ କଲା ଉଦ୍ଧାର

ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।

mythology and history behind panchu dola of odisha
Panchu Dola: ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଥାନ୍ତି ପରମାନନ୍ଦ

ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ...

history of holi utsav
Holi Utsav 2025: ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପଶିଲା ହୋଲିକା, ତା ପରେ…

ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ...

history and mythology behind odia holo festival dola purnima
Dola Purnima 2025: ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ, ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି

ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି।...

History of olakana melana of kendrapada odisha
Olakana Melana: ଓଡ଼ିଶାର ଏହି ସ୍ଥାନରେ ଭକ୍ତ ବିଦୂରଙ୍କ ସହ ଭେଟ ହୋଇଥିଲେ ଶ୍ରୀକୃଷ୍ଣ, ବିନା ନିମନ୍ତ୍ରଣରେ ଆସି ତଳେ ବସିଥାନ୍ତି ଠାକୁର

ପୌରାଣିତ କିମ୍ବଦନ୍ତୀ ଅନୁଯାୟୀ, ଓଡ଼ିଶାର ଏହି ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଭକ୍ତ ବିଦୂରଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ଭକ୍ତ ବିଦୁର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗଭାତ ଦେଇ ଖୁବ୍ ଚର୍ଚ୍ଚା କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ ଭକ୍ତ ବିଦୂରଙ୍କୁ କହିଥିଲେ। ବିଦୂର ଏମିତି ବର...

Mythology behind the significance of mahashiv ratri and mahadeep
Mahashiv Ratri 2025: କାହିଁକି ପାଳନ କରାଯାଏ ମହାଶିବରାତ୍ରି, କେଉଁ ବିଧିରେ ପାଳିଲେ ସନ୍ତୁଷ୍ଟ ହେବେ ଶିବ

କାହିଁକି ଉଠେ ମହାଦୀପ? ଏହି ସମୟରେ କାହିଁକି ପାଳନ ହୁଏ ମହାଶିବରାତ୍ରୀ? ପ୍ରଭୁ ଶିବଙ୍କର ୧୪ଟି ଯାତ୍ରା ମଧ୍ୟରୁ ମହାଶିବରାତ୍ରୀ କାହିଁକି ସବୁଠାରୁ ପ୍ରିୟ? ପୁରାଣର କେଉଁ କାହାଣୀ କହିଥାଏ ମହାଶିବରାତ୍ରୀର କଥା? କେଉଁ ବିଧିରେ ଶିବଙ୍କୁ ପୂଜିଲେ ସେ ସନ୍ତୁଷ୍ଟ ହୁଅନ୍ତି? ଜାଣନ୍ତୁ ପୂରା ତଥ୍ୟ ଏହି...

How did lord Shiv have a moon on head and vasm coated body
Mahashiv Ratri 2025: କାହିଁକି ମସ୍ତକରେ ଚନ୍ଦ୍ର ଓ ଶରୀରରେ ଭସ୍ମ ଧାରଣ କରିଥାନ୍ତି ପ୍ରଭୁ ଶିବ?

ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ।...

ଓଡ଼ିଆ ସାହିତ୍ୟର ଛାତ୍ରୀ ସରୋଜିନୀ ଶଙ୍ଖୁଆ, ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ପରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଆ ସାହିତ୍ୟର ବିଭିନ୍ନ ପ୍ରସଙ୍ଗରେ ଗବେଷଣାରତା ସରୋଜିନୀ, ଗଳ୍ପ ଓ କବିତା ଲେଖିବାରେ ଋଚି ରଖନ୍ତି। ତରୁଣ ଗାଳ୍ପିକା ଭାବେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କାର ଲାଭ କରିଛନ୍ତି।