• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

marriage-1
ବାହା ହେବେ ମମତା ବାନାର୍ଜୀ

ଚେନ୍ନାଇ: ବାହା ହେଉଛନ୍ତି ମମତା ବାନାର୍ଜୀ। କାହାକୁ ବାହା ହେଉଛନ୍ତି ଜାଣନ୍ତି ? ସୋସାଲିଜିମ୍‌ ସହ। ଜୁନ୍‌ ୧୩ ତାରିଖ ଏହି ବିବାହ ସମ୍ପନ୍ନ ହେବ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ କିଛି ଭାବିବା ପୂର୍ବରୁ ସମ୍ପୂର୍ଣ୍ଣ ଖବରଟି…

maobadi
ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…

Rain
ପୁଣି ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ଆସିବାକୁ ଯାଉଛି ବଡ଼ ବର୍ଷା। ଏହାରି ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଆଜି ମାଲକାନଗିରି, କୋରାପୁଟ,…

corona free panchayat
ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା…

snake
ସାପ ମୁହଁରେ ପଶିଗଲା ବ୍ୟବହୃତ କଣ୍ଡୋମ୍‌ , ଆଉ ତା’ ପରେ..

ମୁମ୍ବାଇ:ବେଳେବେଳେ ମଣିଷର ସାମାନ୍ୟ ଅନ୍ୟମନସ୍କତା ଜୀବଜନ୍ତୁ ମରଣ ମୁହଁକୁ ବି ଠେଲି ଦେଇପାରେ । ଯେମିତି ଆମେ ବ୍ୟବହୃତ ଜରି, ପଲିଥିନି ବେଖିଆଲ ଭାବେ ବାହାରେ ପକେଇ ଦେଉଛୁ। ଆମର ଏହି ସାମାନ୍ୟ ଭୁଲ୍‌ ପରିବେଶ ପାଇଁ ତ ବିପଦ ସୃଷ୍ଟି…

delta varient
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୩୫ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୩

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ …

mumbai rain
ମୌସୁମୀର ପ୍ରଥମ ଛୁଆଁରେ ବେହାଲ ମୁମ୍ବାଇ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଆଜି ସକାଳୁ ଏଠାରେ ଆରମ୍ଭ ହୋଇ ଯାଇଛି ବର୍ଷା। ଗୋଟିଏ ଦିନର ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ। ମୌସୁମୀ ବର୍ଷାରେ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ମୁମ୍ବାଇର…

1223
ରାଜ୍ୟକୁ ECMO ମେସିନ ଆଣିବା ପାଇଁ ଚେଷ୍ଟା ଚାଲିଛି-DMET

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାରେ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ  ଇକମୋ ଚିକିତ୍ସା ଜରୁରୀ ହୋଇ ପଡ଼ୁଛି। ହେଲେ ରାଜ୍ୟରେ ଏହି ଚିକିତ୍ସାର ଅଭାବ ରହିଥିବାବେଳେ ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀ…

bijoy mohapatra
ସେପ୍ଟେମ୍ବରରେ ଆସିପାରେ କରୋନାର ତୃତୀୟ ଲହର-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ…

corona test
ଆଜି ବି ଲକ୍ଷେ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବାହାରିଲେ ୯୨,୫୯୬ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ…

vaccine
ଧାର୍ଯ୍ୟ ହେଲା କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ ଟିକାର…

news varient
ଦିନକରେ ଆଖି ବୁଜିଲେ ୪୩ କରୋନା ରୋଗୀ

ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ  ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।