• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Queen
ଏମିତି ରାଣୀ ଯାହାଙ୍କ ଆମନ୍ତ୍ରଣରେ ଆସେ ବର୍ଷା

ଅଜବ ପରମ୍ପରା: ରାଣୀମାନେ ବିବାହ କରନ୍ତି ନାହିଁ। ବରଂ ନିଜ ପରିବାରର ପୁରୁଷଙ୍କ ସହ ସମ୍ପର୍କ ରଖି ସନ୍ତାନ ଜନ୍ମ ଦେଇଥାନ୍ତି। ତେବେ ସେହି ପୁରୁଷ ରାଣୀଙ୍କର ପତି ବା ସାଥୀ ହୋଇ ରୁହେ ନାହିଁ। ସେ କେବଳ ଘର କାମ କରେ । ବାହାରକୁ ଯିବାକୁ ଅନୁମତି...

Untitled-1
ରାସ୍ତା ମଝିରେ ଗାଡି ଅଟକାଇ ମହିଳାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏମିତି ଏକ କାମ କରି ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ…

Child
କରୋନା ଉଜାଡି ଦେଲା ସଂସାର, ୩ ନୀରିହ ଶିଶୁଙ୍କୁ କରିଦେଲା ଅନାଥ

ଭଦ୍ରକ(ପାର୍ଥ ସାରଥୀ ନାୟକ): ମହାମାରୀ ଉଜାଡି ଦେଇଛି ସୁଖର ସଂସାର । କୁନି ମୁଣ୍ଡରେ ଲଦି ଦେଇ ଯାଇଛି ସଂସାରର ବୋଝ । ଅନାଥ କରିଦେଇଛି  ଏଇ ୩ ନୀରିହ ଶିଶୁଙ୍କୁ।  ଠିକ ଗୋଟିଏ ବର୍ଷ ପୂର୍ବେ  କେଉଁ ଅଜଣା ରୋଗରେ…

jo biden
ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କଲେ ବାଇଡେନ, କହିଲେ ମୋ ମା’....

ଲଣ୍ଡନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ବ୍ରିଟେନ ମହାରାଣୀ ଏଲିଜାବେଥ -II ଙ୍କ ସହ ସାକ୍ଷାତ କରିଛନ୍ତି। ଏଲିଜାବେଥ -IIଙ୍କୁ ଦେଖିବା ପରେ ନିଜ ମା’ କଥା ମନେ ପଡି ଯାଇଥିବା ବାଇଡେନ କହିଛନ୍ତି। ସେ ଆହୁରି କହିଚନ୍ତି, ୱିଣ୍ଡସର କାସଲ୍‌ରେ…

Untitled-1
୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୭୬ ଦିନରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ  ୬୦ ହଜାର ୪୭୧…

Corona-Village-free
ହଳଦି ପାଣି ଆଉ ତୁଣ୍ଡି-ଦୁଇଟି ଅସ୍ତ୍ର ଧରି କରୋନାକୁ ମାତ୍ ଦେଲେ ଗ୍ରାମବାସୀ

ସୀମା ଆରପଟେ କରୋନା..କରୋନାକୁ ମାତ୍‌ ଦେଇ ଉଦାହରଣ ସାଜିଲେ ଗ୍ରାମବାସୀ। ବିକାଶ ଠାରୁ ବହୁ ଦୂରରେ କିନ୍ତୁ ସଚେତନତାରେ ଅନେକ  ଆଗରେ ଏମାନେ।

biden
ଚୀନ୍‌କୁ ଝଟକା ଦେବ ବାଇଡେନ୍‌ଙ୍କ BBB ପ୍ଲାନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ଲାବାଲ ଇନ୍‌ଫ୍ରାଷ୍ଟକ୍‌ଚର ପ୍ରୋଜେକ୍ଟ  ’ବିଲ୍‌ଡ ବେକ୍‌ ବେଟର’ ପ୍ଲାନ୍‌ର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ  ଚୀନ୍‌ର ବେଲ୍‌ଟ ଆଣ୍ଡ ରୋଡ ପ୍ରୋଜେକ୍ଟରକୁ କାଉଣ୍ଟର କରିବା ପାଇଁ ବୋଲି କୁହାଯାଉଛି। ଭାରତ…

Untitled-1
ଚିନ୍ତା ବଢଉଛି ମୃତ୍ୟୁ ସଂଖ୍ୟା; ଦିନକରେ ଆଖି ବୁଜିଲେ ୩,୯୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା କ୍ରମାଗତ ଭାବେ କମି କମି ଆସୁଛି। ହେଲେ ମୃତକଙ୍କ ସଂଖ୍ୟା ଚିନ୍ତାର ବିଷୟ ହୋଇଛି। ଏପରିକି ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟାରେ ଯେମିତି ବ୍ରେକ ଲାଗିପାରୁନି। …

Pantha niwas
ଠିକଣା ଖୋଜୁଛି ପାନ୍ଥଶାଳା

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ…

sero survey
ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା

ସେରୋ ସର୍ଭେରେ ସାମିଲ ହେବେ ପିଲା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ ଓଡ଼ିଶାର ୩ ଜିଲ୍ଲା ସାମିଲ ଆସନ୍ତା ୨୨ରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ଭୁବନେଶ୍ୱର: ଏଥର ସେରୋ ସର୍ଭେରେ…

murder
ପତ୍ନୀ ସମେତ ୪ ଝିଅଙ୍କୁ ଫାର୍ସାରେ ହାଣି ପକାଇଲା ବାପା, ଜଣେ ଝିଅ ମୃତ

କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ …

bijay-mohapatra
କେବେ କୋହଳ ହେବ କୋଭିଡ କଟକଣା ? ଏମିତି ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଇଥିବା ବେଳେ ଏବେ ଅନଲକ୍‌ ନେଇ ଚାଲିଛି ବିଚାର ବିମର୍ଷ।  ଏଭଳି ସ୍ଥଳେ ଧୀରେ ଧୀରେ ଅନଲକ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ…

arun-sahu
ହେବ ନା ନାହିଁ UG/PG ପରୀକ୍ଷା ? କୁଳପତିଙ୍କ ସମ୍ମିଳନୀ ପରେ ଉତ୍ତର ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପିଲାଙ୍କ ପାଠପଢା ଗୁରୁତର ବ୍ୟାହତ ହୋଇଛି। ମହାମାରୀ ସଙ୍କଟକୁ ଦୃଷ୍ଟିରେ CBSE, CISCEର ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ବୋର୍ଡ ମଧ୍ୟ ୧୦ମ ଓ ଯୁକ୍ତ ୨ ପରୀକ୍ଷା ବାତିଲ…

vaccine
ଦିନକରେ ଚିହ୍ନଟ ହେଲେ ୮୪ ହଜାର ୩୩୨ ପଜିଟିଭ, ୪୦୦୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ଅସର ଧୀରେ ଧୀରେ କମ୍‌ ହେବାକୁ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ହେଲେ ମୃତ୍ୟୁ  ସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି।  ଗତ ୨୪ ଘଣ୍ଟାରେ ୪୦୦୨ ଜଣ ରୋଗୀଙ୍କର ମୃତ୍ୟୁ…

IBG
ଭାରତୀୟ ସେନାକୁ ବଳ ଯୋଗାଇବା IBG

ଭୁବନେଶ୍ୱର: ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ।  ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି…

ବ୍ରେକିଂ ନିଉଜ୍‌: ଜୁନ୍‌ ୧୨

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୪୭ ମୃତ ନୂଆଦିଲ୍ଲୀ: ଆଜି ଦେଶରେ ଚିହ୍ନଟ ହେଲେ ୮୪ ହଜାର ୩୩୨ କରୋନା ପଜିଟିଭ , ଆଖି ବୁଜିଲେ ୪ ହଜାର ୨ ଆକ୍ରାନ୍ତ କୁଚିଣ୍ଡା:…

rain
ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର:  ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି କରାଯାଇଛି। ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ,…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।