ଭୁବନେଶ୍ୱର: ବନ୍ଦ ହୋଇଥିବା ୧୫ଟି ବିଏଡ୍ କଲେଜରେ ନାମଲେଖା ପ୍ରସଙ୍ଗରେ NCTEର ଅନୁମତି ମାଗିଲା ବିଭାଗ। ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ୧୫ଟି କଲେଜକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀମାନେ ହତାଶ ହୋଇ ପଡ଼ିଥିଲେ। ଏବେ…
ଜଗତ୍ସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଥାନାରେ ଯୁବକଙ୍କୁ ପୋଲିସ ଦେଇଛି ନିର୍ଯାତନା । ବିନା କାରଣରେ ପୋଲିସ ଯୁବକ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛି। ଏମିତି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ତିର୍ତ୍ତେଲ ଥାନା ଏସ୍ଆଇଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ…
ଶ୍ରୀନଗର: ଦେଶର କିଛି ଅଞ୍ଚଳରେ ଟିକାକୁ ନେଇ ନାନା ଗୁଜବ ଦେଖାଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଟିକା ନେଉନାହାନ୍ତି । କିଏ ଗାଁ ଛାଡ଼ି ଚାଲି ଯାଉଛି ତ କିଏ ଯାଇ ଜଙ୍ଗଲରେ ଲୁଚୁଛି। କିନ୍ତୁ କାଶ୍ମୀରର ଦୁର୍ଗମ ଅଞ୍ଚଳରେ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଲିଥିବା ଯୋଜନାକୁ ରାଜ୍ୟ କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନିକଟରେ ଆଜି…
ପୁରୀ: ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ ହେବ କରୋନା ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କରୋନା ମୃତ୍ୟୁର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଆଇନଜୀବୀ…
ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୮୦୬ ଜଣ। ଏମାନଙ୍କ ମଧ୍ୟରୁ ୨୧୭୨ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୬୩୪…
ମୁମ୍ବଇ: ମହାମାରୀ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରାଯାଉଛି। କୋଭିଡି ସ୍ଥିତି ନିରୀକ୍ଷଣ କରିବା ପାଇଁ…
ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାର ତାରିଖ ଘୋଷଣା କରିଛି CBSE। ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ। ପରୀକ୍ଷା…
କାଠମାଣ୍ଡୁ: କେନ୍ଦ୍ର ନେପାଳରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚର ମାଡି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ଫୁଟ/୨୦ ଫୁଟ ଉଚ୍ଚର…
ଭୁବନେଶ୍ୱର: କରୋନା ମହାମାରୀର ପ୍ରକୋପକୁ ଦେଖି CBSE ଓ CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…
ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରେ ବୁଧବାର ରାତିରେ ନିଆଁ ଲାଗି ଯାଇଛି। ଖବର ବ୍ୟାପିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଫାୟାର ବ୍ରିଗେଡର ୨୨ଟି ଗାଡି ପହଞ୍ଚି…
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍ଇ) ତା‘ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ବାତିଲ କରିଦେଇଛି। ତେବେ ପରୀକ୍ଷା ନ ଦେଇ କିପରି ପିଲାମାନେ ପାସ୍ କରିବେ ସେ ନେଇ…
ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେସିନ। ହେଲେ ରାଜ୍ୟରେ ଏକ୍ମୋ ଚିକିତ୍ସା ସୁବିଧା ନାହିଁ। ଫଳରେ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିଫ୍ଟିଂ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ଏପରିକି ଅନେକ…
ଭୁବନେଶ୍ୱର: ମହାମାରୀ କୋଭିଡ ମଣିଷକୁ ନାକେଦମ କରିସାରିଲାଣି। ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ କୋଭିଡକୁ ମାତ ଦେଇଛନ୍ତି । ଯେଉଁମାନେ କୋଭିଡ଼ରୁ ଭଲ ହେଉଛନ୍ତି, କୋଭିଡ ପରବର୍ତ୍ତୀ ସମସ୍ୟା ସହ ସେମାନେ ଜୁଝି ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା…
କଟକ:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର। ଚୋରା ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସ ଚଳାଇଥିଲା ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଡ୍ରାଇଭବେଳେ ୧୧ ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯାଇଛି। ଏହା ସହ ୪ ଜଣ ଅପରାଧୀଙ୍କୁ…
କୋଲକାତା: କରୋନା ଖୋଲି ଦେଇଛି ଆମ ସ୍ୱାସ୍ଥ୍ୟାବସ୍ଥାର ଅସଲ ମୁଖା। ଆମ ସ୍ୱାସ୍ଥ୍ୟ ସେବା କେତେ ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଏହି ମହାମାରୀ ସମୟରେ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି। ମହାମାରୀ ସମୟରେ ନା ମିଳିଥିଲା ହସ୍ପିଟାଲରେ ବେଡ …
ବିଶାଖାପାଟଣମ: ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ ବୁଧବାର ସକାଳୁ ସକାଳୁ ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିହତ ସମସ୍ତ…
ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଗତ ୯ ଦିନ ହେବ ପିଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ ରହିଥିବା ବେଳେ ଏହା ଏବେ ୩.୨୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ୪.୧୭ ପ୍ରତିଶତକୁ ଖସି…
ରିଆଦ: ସାଉଦୀ ଆରବରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଜଘନ୍ୟ ଅପରାଧ କଲେ ଫାଶୀ ଦଣ୍ଡାଦେଶ ମିଳିଥାଏ। ହେଲେ ଯେଉଁ ଦଣ୍ଡ ପାଇଁ ଏହି ଯୁବକଙ୍କୁ ଫାଶୀ ଦଣ୍ଡ ମିଳିଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର…