ନୂଆଦିଲ୍ଲୀ: ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ଜଣେ ଜଜ ନିଜ ଆଡୁ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଏହାର ଶୁଣାଣିରୁ ଓହରି ଯିବା ପରେ ଏହି ମାମଲାର…
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ। ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଜାରି ରହିବ ଉଦ୍ୟମ । କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ…
ପ୍ରଦୀପ ମାଝୀଙ୍କ ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପ୍ରଦୀପଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ଜିଲ୍ଲାପାଳ, ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି, ନିଜ ଗାଡ଼ି ଖରାପ ହୋଇଯିବାରୁ ଭଡ଼ାରେ ଆଣି ଗାଡ଼ି ବ୍ୟବହାର କରିଥିଲେ ବୋଲି କହିଛନ୍ତି ଜିଲ୍ଲାପାଳ କାର୍ଯ୍ୟାଳୟରେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଗ୍ରାଫ ଏବେ ତଳମୁହାଁ ରହିଛି। ଦୀର୍ଘ ୩ ମାସ ପରେ ଏବେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ୪୦ ହଜାର ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ…
ନୂଆଦିଲ୍ଲୀ: ସବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରସ୍ତୁତ ପାଇଁ ମୂଲ୍ୟାଙ୍କର ନୀତି ଜାରି କରିଛି। ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ଦ୍ୱାଦଶ ପରୀକ୍ଷାର ଫଳ ୧୦ମ, ଏକାଦଶ ଏବଂ ଦ୍ୱାଦଶର ପ୍ରିବୋର୍ଡ ପରୀକ୍ଷା ଫଳ ଏବଂ ପ୍ରାକ୍ଟିକାଲରେ…
ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ଇଣ୍ଟରନାଶନାଲ ମାର୍କେଟରେ ଅଶୋଧିତ ତୈଳ…
ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟ କମୁନି। ଗତକାଲି ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।…
ଭୁବନେଶ୍ୱର: ସାଂସଦ ଭାବେ ସେ କେତେ କାମ କରିଛନ୍ତି, କ’ଣ କ’ଣ କରିଛନ୍ତି…ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିକାଶମୂଳକ କାର୍ଯ୍ୟକ୍ରମ, ଜନ ଶୁଣାଣି, ସଂସଦରେ ଅଂଶଗ୍ରହଣ ଭଳି ବିଭିନ୍ନ ଦିଗରେ ନିଜ କାର୍ଯ୍ୟ…
ଭୁବନେଶ୍ୱର: କରୋନା ତୃତୀୟ ଲହର ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ । ତୃତୀୟ ଲହର…
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜୀବନଯାତ୍ରା। ବିଶେଷକରି ପିଲାଙ୍କ ପାଠପଢାରେ ବିଶେଷ ପ୍ରଭାବ ପକାଇଛି ଏହି କରୋନା। ସ୍କୁଲ, ଟିଉସନ ସବୁ ବନ୍ଦ। ଅନ୍ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା…
ନୂଆଦିଲ୍ଲୀ: ହ୍ରାସ ପାଉଛି କରୋନା ପ୍ରଭାବ। ଦିନକୁ ଦିନ କମିବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରବିବାର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୩ ହଜାର ଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ଶହ ପାଖାପାଖି ଥିଲା। ଦୀର୍ଘ ଦୁଇ ମାସ ପରେ ସଂକ୍ରମିତଙ୍କ…
ଭୁବନେଶ୍ୱର: ଅନେକ ପରିବାର ଘର ଉଜାଡି ଦେଇଛି କରୋନା । ଅନେକ ପିଲାଙ୍କୁ ଅନାଥ କରି ଦେଇଛି । ଅନେକ ବାପା-ମା’ଙ୍କ କୋଳଶୂନ୍ୟ କରି ଦେଇଛି। ପୁଣି କାହାର ମୁହଁରୁ ଆହାର ଛଡେଇ ନେଇଛି ତ କାହା ଉପରେ ବାର୍ଦ୍ଧକ୍ୟରେ ଲଦି…
ବରଗଡ଼: ଟୋକନ ଅବଧି ବୃଦ୍ଧି ଦାବି ଓ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଧାରଣା । ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସୁପ୍ରିମକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲା CBSE ।…
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ପ୍ରଭାବ କମି କମି ଆସୁଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୧,୭୩୮ ଥିବାବେଳେ ଲୋକାଲ…
ନୂଆଦିଲ୍ଲୀ: ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ…
ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣା କମିବ। ଏ ନେଇ ଆସନ୍ତା ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ…
ଭୁବନେଶ୍ୱର: ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ଫାଇନାଲ ପରୀକ୍ଷା। ଉଚ୍ଚସ୍ତରୀୟ କୁଳପତିମାନଙ୍କ ସହ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।…
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ। ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ…