ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି…
ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ…
ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ…
ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।…
ଭୁବନେଶ୍ୱର: ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର MD ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ STF ଗିରଫ କରିଛି । ଗତକାଲି କ୍ରାଇମବ୍ରାଞ୍ଚ STF…
ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ଼ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ପାଇଁ ସର୍ବାଧିକ ୬ ହଜାର ପର୍ଯ୍ୟନ୍ତ ମିଳିବ ବାଲେଶ୍ୱର: ବସ୍ତା ଅଞ୍ଚଳରୁ ୨ କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ…
ନୂଆଦିଲ୍ଲୀ: ଭାରତରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ…
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୩, ୭୬୧ରେ…
କେନ୍ଦ୍ରାପଡ଼ା: ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜୀଉ। ରଥଯାତ୍ରା ପରମ୍ପରାର ଏହା ଏକ ପର୍ବ। ହେଲେ ଆଜି ପରି ପବିତ୍ର ଦିନରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଛି ୧୪୪ ଧାରା। ଜିଲ୍ଲା ପ୍ରଶାସନ…
ଭୁବନେଶ୍ୱର: ରବି ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆସିଛି । ମୌସୁମୀ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ। ହନ୍ତସନ୍ତ ହେଉଛନ୍ତି ଚାଷୀ । ମିଲର ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି …
ଭୁବନେଶ୍ୱର: ନକଲି ଔଷଧ ବିକ୍ରି ଘଟଣାର ପଦ୍ଦାଫାଶ ହୋଇଛି। କରୋନା ବିତ୍ପତ୍ତି ସମୟରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି STF । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି।…
ଭୁବନେଶ୍ୱର: ରାଜ୍ୟରେ ଟିକାକରଣ କେନ୍ଦ୍ରରେ ନେତାଙ୍କ ଫଟୋକୁ ନେଇ ଉଠିଛି ଝଡ। ସାରା ରାଜ୍ୟ ପଡୁଛି ଉଠୁଛି। ଅଧିକାଂଶ ଟିକାକରର କେନ୍ଦ୍ରରେ ଏହାକୁ ନେଇ ଗଣ୍ଡଗୋଳ, ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକଙ୍କ ଫଟୋ…
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡ୍ମିଟ୍ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ…
ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତାଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ଦେଲେ ସୋନିଆ ଗାନ୍ଧି ବନ୍ଦିତାଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ ପ୍ରଥମ ଭାଷା…
ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ ଏ ଯାଏ କମିନି। ମାଡି ଆସିଲାଣି ତୃତୀୟ ଲହର ଭୟ। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ପିଲାଙ୍କ ପାଠ ପଢାରେ…
ଭୁବନେଶ୍ୱର: ପୋଲିସ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୪୭୭ଟି ପୋଲିସ ଏସ୍.ଆଇ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ପ୍ରକ୍ରିୟା। ଏଥିପାଇଁ ଅନଲାଇନ୍ରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଜିଠୁ ଏହି ଆବେଦନ ପ୍ରକ୍ରିୟା…
ଭୁବନେଶ୍ୱର: ଜାତୀୟ ପୁରୁଷ ହକି ଟିମ୍ରେ ପୁଣି ଚମକିଛନ୍ତି ଓଡ଼ିଆ ଖେଳାଳି। ଷ୍ଟାର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଛି ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ଦାୟିତ୍ୱ। ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳର ଭାଇସ୍ କ୍ୟାପେଟନ୍…
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ସଚିବ। ରାଜ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ…