• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

asha didi
ଆଶା ଦିଦିଙ୍କ ସଫଳତା, ୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା

ଭଦ୍ରକ:ଇଚ୍ଛା ଶକ୍ତି ପାଖରେ ସବୁ ପ୍ରତିବନ୍ଧକ ହାର ମାନେ। ଅଭାବ, ଅସୁବିଧା ଏପରିକି ବୟସ ବି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଆଶା ଦିନି ଏକଥା ପ୍ରମାଣ କରିଦେଇଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ…

vaccine-for-children
ଜୁଲାଇ ଶେଷ ସୁଦ୍ଧା ପିଲାଙ୍କୁ ମିଳିବ ଭାକ୍ସିନ !

ଭୁବନେଶ୍ୱର: ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ରୁ…

sambalpur murder case
୧୦୦ ଟଙ୍କା ପାଇଁ କୁଳପତିଙ୍କୁ ହତ୍ୟା କରି ବନ୍ଧା ହେଲେ

ସମ୍ବଲପୁର: ଗିରଫ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ । ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରବୀଣ ଧରୁଆ। ଗିରଫ ପ୍ରବୀଣଙ୍କ ଘର ଲଇକେରା ବ୍ଲକ କୁଅଁରମାଲରେ। …

sdpo
ବାପା-ମା’ଙ୍କ ସହ ମିଶି ସ୍ୱାମୀଙ୍କୁ ମାରିଥିଲା, ଧରାପଡ଼ିଲା

ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…

ବ୍ରେକିଂ ନ୍ୟୁଜ: ୨୬ ଜୁନ୍‌, ୨୦୨୧

ବାଲେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ  ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତ୍ତନ ଦାବି କଲେ ମନ୍ତ୍ରୀ ନବ ଦାସ ରାଉରକେଲା: ସିକ୍ରେଟ କୋଡ୍ ବ୍ୟବହାର କରି…

dana majhi
ମାଟ୍ରିକ ପାସ୍‌ କଲେ ଦାନ ମାଝିଙ୍କ ଝିଅ: ଖୁସିରେ ବିଭୋର ହେଲେ ବାପା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ…

delta plus
ଓଡ଼ିଶାରୁ ଚିହ୍ନଟ ଡେଲ୍‌ଟା ପ୍ଲସ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଅଛି-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଡେଲ୍‌ଟା  ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେ ଗତ ମେ’ ମାସରୁ ଚିହ୍ନଟ ହେଲେଣି । କେମିତି ଅଛି ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ? କେମିତି ସଂକ୍ରମିତ ହେଲେ ? ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ…

dibakar
୬୦ ମାସ ହେଲା ମିଳୁନି ଦରମା, କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ କର୍ମଚାରୀ

ଭଦ୍ରକ: ୬୦ ମାସ ହେଲା ଦରମା ମିଳିନଥିବାରୁ ଜଳସେଚନ ବିଭାଗର ଜଣେ କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ କିରାସିନ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିବା ବେଳେ କାବୁ କରିନେଇଛି ପୋଲିସ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା…

vaccine
ଅମାନିଆଙ୍କ ପାଇଁ ସଂକ୍ରମଣ ଉପର ମୁହାଁ ହେଉଛି-ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି …

ambulance
ରାସ୍ତାକଡ଼ରେ ପଡ଼ିଛି ମା’ର ମୃତ ଦେହ, ପାଖରେ ଥିଲା ଗୁରୁତର ଶିଶୁ

କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ମୃତଦେହ ନିକଟରୁ ୩ବର୍ଷର ଶିଶୁ ଉଦ୍ଧାର ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କେନ୍ଦ୍ରାପଡା: ସକାଳୁ ସକାଳୁ ଦେଖିବାକୁ…

HIDMA
କରୋନାରେ ୭ ମାଓ ନେତାଙ୍କ ମୃତ୍ୟୁ; ଦୁର୍ଦ୍ଦାନ୍ତ ହିଡମା ସମେତ ଅନେକ ଗୁରୁତର

ନୂଆଦିଲ୍ଲୀ:ମାଓବାଦୀଙ୍କୁ ଘାରିଛି କରୋନା ଭୟ । ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ଅନେକ ମାଓନେତା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓନେତାଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ…

high court
ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ…

delta plus
ଭାକ୍ସିନ ନେଲେ ଗୁରୁତର ହେବା କମିଯିବ-DMET

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ ଲହର ପ୍ରକୋପ କମିନି। ୩ୟ ଲହରର ଆଶଙ୍କା ଚିନ୍ତା ବଢାଇଲାଣି।  ବିଶେଷ କରି ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

bjp dharana
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି…

Indian coast guard
ସମୁଦ୍ର ଭିତରେ ବୁଡ଼ିଯାଉଥିଲା ଡଙ୍ଗା, ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର…

ବ୍ରେକିଂ ନ୍ୟୁଜ: ୨୫ ଜୁନ୍‌, ୨୦୨୧

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ…

odia artist
ଡେରାଡୁନ IMA ରେ ଚମକିବ ଓଡ଼ିଆ ପୁଅଙ୍କ କଳାକୃତି

ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ…

students
ଦ୍ୱାଦଶ ପରୀକ୍ଷା ଫଳ: ୧୦ ଦିନ ଭିତରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।