• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

gadi
ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ।  ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା...

rahul-ray
ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର ‘ଆଶିକୀ’ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି...

maobadi
ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା...

terror
୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ମୈଦୁଗୁରି: ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣି ଥରେ ନାଇଜେରିଆରେ ରଚିଛନ୍ତି ନରସଂହାର।  ଜାତିସଂଘ ସୂଚନା ଅନୁଯାୟୀ, କଟ୍ଟର ଇସଲାମ ସଂଗଠନ ବୋକୋ ହରାମର ହତ୍ୟାକାରୀମାନେ  ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ନରସଂହାର କରିନାହାନ୍ତି, ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ ...

biden
କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କୁକୁର ସହିତ ଖେଳିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।  ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି...

corona
ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ...

odisha-coronavirus
କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ହାର କମୁଛି। ଗତ କାଲି ୫ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୫। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରୁ...

serum
ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍‌ଡ ନେଇଥିବା ସ୍ୱେଚ୍ଛାସେବୀଙ୍କ ବିରୋଧରେ ହୋଇଛି ୧୦୦ କୋଟିର ମାନହାନି ମୋକଦ୍ଦମା।  କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ କରିବାରୁ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟ୍ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛି...

sura rautray
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା...

bookstore
ଆଇଏଏସଙ୍କ ମନକୁ ଛୁଇଁଲା ବହି ଦୋକାନୀଙ୍କ ଜୀବନ କାହାଣୀ, ସୋଶାଲ ମିଡିଆରେ କଲେ ଶେୟାର

ନୂଆଦିଲ୍ଲୀ: ମଣିଷ ଦୁଃଖ ମଣିଷ ହିଁ ବୁଝିପାରେ ?  ଏଠି  ଦିଲ୍ଲୀର ବାବା କା ଢାବା କଥା ମନେ ପକାଇଦେବୁ। ଜଣେ ମଣିଷର ସହାୟତାର ହାତ ବୃଦ୍ଧ ଦମ୍ପତ୍ତିଙ୍କର ଭାଗ୍ୟ ଖୋଲିଦେଲା।  ସୋସିଆଲ ମିଡିଆ ଯୋଗୁ ରାତାରାତି ବୃଦ୍ଧ ଦମ୍ପତିଙ୍କ ଅଭାବ ଦୂର ହୋଇଗଲା। ଏହା ପରେ ଲୋକମାନେ...

coronavirus
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୮ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି  ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ଥିବା ଜଣାଯାଇଛି। ୨୮ଟି ଜିଲ୍ଲାରୁ ଏହି ୩୭୮...

hayat
ଦାଉଦ୍‌ଙ୍କୁ ଛାଡ଼ି ଏଇ ରାଜନେତାଙ୍କ ପ୍ରେମରେ ପଡ଼ିଛିନ୍ତି ତାଙ୍କର ଗର୍ଲଫ୍ରେଣ୍ଡ !

ଇସଲାମାବାଦ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଗର୍ଲଫ୍ରେଣ୍ଡ ମହବିଶ ହାୟାତ୍ ଆଉ କାହା ପ୍ରେମରେ ପଡ଼ି ଯାଇଛନ୍ତି। ଯଦିଓ ସେ ନିଜର ନୂତନ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ତାଙ୍କ ଭାଷାରୁ ଏହା ସ୍ପଷ୍ଟ ହୋଇଛି ଯେ, ଦାଉଦ୍‌ଙ୍କ ବ୍ୟତୀତ ତାଙ୍କ ହୃଦୟରେ ଅନ୍ୟ କେହି...

crocodile
ବତକ ଶିକାର ପାଇଁ ଯାଇଥିଲେ, ପାଣିରେ ଦେଖିଲେ ଡାଇନୋସର ପରି ବିରାଟ ଜୀବ

ୱାଶିଂଟନ୍‌:ଫ୍ଲୋରିଡ଼ାରରେ ଏକ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ଦେଖିଲେ ଲାଗୁଛି, ଡାଇନୋସର ପୁଣି ଥରେ ଫେରି ଆସିଲା କି ! ଏତେ ବଡ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। କୁମ୍ଭୀରଟି ଏକ ବତକକୁ ମାରିବା ପାଇଁ ଯାଉଥିବା ଲୋକେ ଦେଖିଥିଲେ। ହେଲେ ଏହାର ଆକାର ଦେଖି...

whats app
Whatsapp ଦେଲା ଏମିତି ଭେଟି, ୟୁଜର୍ସ କହିଲେ ଚିନ୍ତା ଗଲା

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି...

Narasingh_Mishra_eps_PIC
ସମ୍ବିତଙ୍କୁ ଚେତାବନୀ ଦେଲା କଂଗ୍ରେସ; କହିଲା- ‘କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିତଙ୍କୁ ଚେତାବନୀ ଦିଆଯାଇଛି। ସମ୍ବିତ ତାଙ୍କ ଅଭିଯୋଗ ନେଇ କ୍ଷମା ମାଗନ୍ତୁ। ନ ହେଲେ ତାଙ୍କ ବିରୋଧରେ କଡ଼ା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।