• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

1
ରାଜ୍ୟରେ କରୋନା ସ୍ଥିତି; ଚିହ୍ନଟ ହେଲେ ୮୬୮ ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୬୪୪ ରେ ପହଞ୍ଚିଥିବାବେଳେ ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୫୦୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୬ ଥିବା ରାଜ୍ୟ ସୂଚନା...

coronavirus
ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫,୭୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ଆଗରେ ରହିଛି। ଆଜି ଏଠାରେ ୩...

neha
ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି। ବିହାର...

prtest2
'ସରକାର ତୁମେ ଶୋଇଛ କାହିଁ, ଆମ ଦୁଃଖ ବୁଝିବ କିଏ ?'

ଭୁବନେଶ୍ୱର: ଭୁବନେଶ୍ୱରରେ ପଥପ୍ରାନ୍ତ ନାଟକ ମହାସଂଘର ନୀରବ ବିକ୍ଷୋଭ କରୋନା ଯୋଗୁଁ ଦୀର୍ଘ ୮ ମାସ ଧରି କଳାକାର ମାନଙ୍କ ଦୁଃଖ ବଢିଯାଇଛି। ଜୀବନ ଜୀବିକା ଉଜୁଡ଼ି ଯାଇଛି। ସେମାନଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତଥା କଳାକାରମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ। #ଆଖିଖୋଲି_ଦେଖ_ସରକାର'କଳା ପ୍ରଦର୍ଶନ କରି...

raw-fish
ମିଡିଆ ସାମ୍ନାରେ କଞ୍ଚା ମାଛ ଖାଇଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍‌…ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ… ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ...

sanjay raut
‘JNU ନାମ ନ ବଦଳାଇ ବିବେକାନନ୍ଦଙ୍କ ନାମରେ ବଡ ବିଶ୍ୱବିଦ୍ୟାଳୟ ଖୋଲାଯାଉ’

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ।...

encounter
ଗାଡ଼ି ଭିତରେ ଲୁଚି ରହିଥିଲେ ଆତଙ୍କୀ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା...

sarua
ସାରୁଅ ଶିଳ୍ପାଞ୍ଚଳରୁ କାହିଁକି ହଜିଯାଉଛି ଶିଳ୍ପ ?

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପାଞ୍ଚଳ ଥିଲା ସାରୁଅ । ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ରେ ଖୋର୍ଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାରୁଅରେ ପଡିଥିଲା ଶିଳ୍ପ ଭିତ୍ତିଭୂମି। ୨୦ରୁ ଅଧିକ ଶିଳ୍ପସଂସ୍ଥା ବି ଏଠାରେ କାରବାର ଆରମ୍ଭ କରିଥିଲେ । ତେବେ ପ୍ରୋତ୍ସାହନ...

Untitled-2
ସେନାଙ୍କ ପାଇଁ ଅତ୍ୟାଧୁନିକ ବିଲଡିଂ; ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ଦେବ ସୁରକ୍ଷା

ନୂଆଦିଲ୍ଲୀ:  ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍...

laxmibilas
ଖୁସି ଖବର ! ଜମାକାରୀଙ୍କୁ ଟଙ୍କା ଫେରାଇବ ଲକ୍ଷ୍ମୀବିଳାସ ବ୍ୟାଙ୍କ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଥିଲା। ତେବେ...

mulla-umar
କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ...

corona-1
ଖୋର୍ଦ୍ଧାରେ ଥମୁନି କରୋନା ସଂକ୍ରମଣ; ଆଜି ପୁଣି ଚିହ୍ନଟ ହେଲେ ୧୨୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୯୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୯ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଚିନ୍ତା ବଢାଇଛି ଖୋର୍ଦ୍ଧା। କିଛି...

download
୨୪ ଘଣ୍ଟାରେ ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୫୯୨  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ବି ଆଗରେ ରହିଛି। ଆଜି...

students
ତିନି ଦିନରେ ୧୫୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଲେ

ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ  ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ...

maggi
ମ୍ୟାଗି ପ୍ୟାକେଟ ଦେଖି ଏମିତି ଖୁସି ହେଲେ KBCର କରୋଡପତି ଆଇପିଏସ ମୋହିତ ଶର୍ମା

ମୁମ୍ବାଇ: ଗୋଟିଏ ଛୋଟ ମ୍ୟାଗି ପ୍ୟାକେଟ ଭିତରେ ଥାଏ ଗୋଟିଏ ମସଲା । ହେଲେ ଯଦି ଏହା ଭିତରୁ ଯଦି ୨ଟି ମସଲା ପ୍ୟାକେଟ  ମିଳିଲା ? ଖୁସି ତ ଲାଗିବ ନିଶ୍ଚୟ। ହେଲେ ଏମିତି ଖୁସି କେବେ ପାଇଛନ୍ତି କି ?  ଆଇପିଏସ ମୋହିତ ଶର୍ମାଙ୍କ ପାଇଁ...

police
ନିଖୋଜ ୭୬ ଜଣଙ୍କୁ ଖୋଜି ଆଣିଥିଲେ ଏଇ ମହିଳା ହେଡ କନ୍‌ଷ୍ଟେବଲ୍‌; ମିଳିଲା ଏମିତି ସମ୍ମାନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍‌ଷ୍ଟେବଲ୍‌ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍‌ଷ୍ଟେବଲ୍‌ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ...

nitish kumar
ଅଧିବେଶନ ଆରମ୍ଭ ପୂର୍ବରୁ ବିଧାୟକଙ୍କ ପାଇଁ ହୋଟେଲରେ ବୁକ୍ ହେଲା ୧୦୦ ରୁମ୍‌

ପାଟନା: ବିହାର ନିର୍ବାଚନ ସରିଯାଇଛି। ଏନଡିଏ ମେଣ୍ଟ ବିହାରରେ ନିର୍ବାଚନ ଜିତିବା ପରେ ନିତିଶ କୁମାର ବିଧାୟକଙ୍କ ପାଇଁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ବିହାରରେ ଏକ ହୋଟେଲ ଏକ ସପ୍ତାହ ପାଇଁ କିଣି ନେଇଛନ୍ତି ନିତିଶ କୁମାର । ୨୪୩ ସଦସ୍ୟ ବିଶିଷ୍ଟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।