ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି...
ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?
ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।
ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।
ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?
ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।
୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।
ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ...
ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।
ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଲିକାରୁ କିଏ ବାଦ ପଡିବ ତାହାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏବେ ଏହି ତାଲିକା ସାମ୍ନାକୁ ଆସିଛି।
ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି।
ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା...
ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।
ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।
କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି।
ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।
ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା
କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।
କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର...
ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ...