ଖାଦ୍ୟ ଆମ ପାଇଁ କାହିଁକି ଦରକାର, ଆମ ଜୀବନରେ ଏହା କେତେ ମହତ୍ତ୍ୱପୂର୍ଣ୍ଣ ଏହା ସମସ୍ତେ ଜାଣନ୍ତି। ଆଉ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଖାଦ୍ୟ କେବଳ ଭୋକ ମେଣ୍ଟିବା କିମ୍ବା ପେଟ ପୂରିବା ପାଇଁ ଆମେ ଖାଇ ନଥାଉ । ଖାଦ୍ୟରୁ ହିଁ ଆମ ଶରୀରକୁ ଶକ୍ତି ମିଳିଥାଏ ।
ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି।
ଅସଲ ରାଜନୀତି ତ୍ ଏବେ ସିନେମା ଜଗତରେ ଚାଲିଛି। କହିବାକୁ ଗଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଅବା ସିଧାସଳଖ କହିବାକୁ ଗଲେ ବଲିଉଡରେ। ଏସବୁ କହିବା କାରଣ ଏହା କି, ବୋଧେ ପ୍ରଥମ ଥର ପାଇଁ ବଲିଉଡରେ ଏପରି କିଛି ଘଟଣା ଘଟିଛି ଯାହା ଜାଣିବା ପରେ ସିନେମା ପ୍ରେମୀଙ୍କ ହୋସ ଉଡ଼ି ଯିବ। ଫିଲ୍ମ ରିଲିଜ୍ ଘୁଞ୍ଚିବା, ବାତିଲ ହେବା ଏପରିକି ପ୍ରୋଜେକ୍ଟ ଅଧାରେ ରହି ଯିବା ଭଳି ଅନେକ ଘଟଣା ନଜର ରହିଛି।
ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା। ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା। ଏବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ ।
ଓଃ...ସେମିତି ହେବା ପାଇଁ ଭାବିବା ବି କଷ୍ଟ। ଓଡ଼ିଶା ଓ ବିଶେଷ ଭାବେ ବ୍ରହ୍ମପୁରର ସିନେମା ହଲ ଉପରେ ହିନ୍ଦି, ତେଲୁଗୁ ଫିଲ୍ମର ଦବଦବା ଥିବା ବେଳେ ଉତ୍ତମ ମହାନ୍ତିଙ୍କ ଷ୍ଟାର ଡମ୍ ଏସବୁକୁ ଫିକା କରୁଥିଲା।
ସତେ ଯେମିତି ଡ୍ରେନ୍ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!
ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଖାଇ ଜୁହାର ଭେଟର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଉଦ୍ଘାଟନ କରିବା।
୨୦୨୧ ଅଗଷ୍ଟ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶା ସମେତ ଭାରତର ଅନ୍ୟ ସମସ୍ତ ପ୍ରଦେଶ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରଣିଧାନଯୋଗ୍ୟ।
ପେଗାସସ୍, ଏହା ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍ ନମ୍ବର ମାଧ୍ୟମରେ ଫୋନ୍ରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ ।
ଭାରତରେ ଥିବା ଚାରିଧାମରୁ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜଗନ୍ନାଥ କଳିଯୁଗର କଳ୍କୀ ଅବତାର ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି। ଫ୍ରାନ୍ସର ପ୍ରଖ୍ୟାତ…
ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି। ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ…
ବିଶ୍ଵବ୍ୟାପୀ କରୋନା ସଙ୍କଟ କେବେ ଟଳିବ ଏବଂ କେବେ ମନୁଷ୍ୟ ସମାଜ ମହାମାରୀ କବଳରୁ ମୁକ୍ତ ହୋଇ ସାମାନ୍ୟ ଜୀବନ ବଞ୍ଚିବ, ଏହା ସଭିଙ୍କୁ ଅଜଣା। କେବଳ ଶିକ୍ଷା କି ଚାକିରୀ ନୁହେଁ ବରଂ ଏପରି ଅନେକ କାର୍ଯ୍ୟ ଏବେ ଘରେ…
୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼…
ଅମ୍ବରୀଶ ମଂଗରାଜ ଆଇନଜୀବୀ ମୁଣ୍ଡମୁହାଣ, ଯାଆଁଳା ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ରେ ଶୀତେଇ ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ…
କିଛି ଦିନ ହେବ ଗୋଟିଏ କଥା ମନକୁ ଆସୁଛି। ଖବରଟିଏ ପ୍ରସ୍ତୁତ କଲାବେଳେ ଆମେ ଯତ୍ନବାନ୍ ହୋଇ ଏହାକୁ ଲେଖୁ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହାକୁ ପ୍ରକାଶ କରିବା ବେଳେ ବାରମ୍ବାର ତର୍ଜମା କରୁ। ଏହି ଲେଖାଲେଖି, ଦେଖାଦେଖି ଭିତରେ ଗୋଟିଏ ଶବ୍ଦ…
(ଆଲେଖ୍ୟ: ବିଶ୍ୱବନ୍ଦିତା ସ୍ୱାଇଁ) ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧୀମାନେ ତାପସୀଙ୍କୁ ପଚାରିଥିଲେ, ସାମାଜିକ ଗଣମାଧ୍ୟମ ବା ସୋଶାଲ୍ ମିଡିଆ ତାଙ୍କ ଜୀବନରେ କ’ଣ ଗୁରୁତ୍ୱ ରଖେ ବା ଏହି ପ୍ଲାଟଫର୍ମକୁ ନେଇ ତାଙ୍କର କ’ଣ ଅନୁଭୂତି ରହିଛି। ଯାହାର ଉତ୍ତରରେ ତାପସୀ କହିଥିଲେ, “ସୋସିଆଲ ମିଡିଆକୁ ନେଇ ତାଙ୍କର ମିଶ୍ର ଅନୁଭୂତି ରହିବ। ଏହି ପ୍ଲାଟଫର୍ମ ତାଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
ଶ୍ରୀମନ୍ଦିର ପରମ୍ପରାରେ ଆଜ୍ଞାମାଳ ପ୍ରସଙ୍ଗଟି ଆପଣ ଅନେକ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପଢିଥିବେ ଆଉ ଶୁଣିଥିବେ। କିନ୍ତୁ ଆଜି ଏହି ପ୍ରସଙ୍ଗରେ ମୁଁ ରୋଚକ କାଥାଟିଏ ଆପଣଙ୍କୁ କହିବି। ପ୍ରଥମେ ଜାଣିବା ଆଜ୍ଞାମାଳ କଣ? ବାସ୍ତବରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଳ ବା ଅଧର ମାଳ ହିଁ ହେଉଛି ଆଜ୍ଞାମାଳ। କୌଣସି ନୀତି ପାଇଁ ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ ଅର୍ଚ୍ଚା ବିଗ୍ରହ ବା ଚଳନ୍ତି ପ୍ରତିମା ବାହାର ବିଜେ କଲେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି […]
ଲୋକ ଅନେକ। ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ। ସରକାରୀ ହିସାବ ସବୁବେଳେ ଭୁଲ। ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡ଼ିରହି ପ୍ରକୃତ ଜନଗଣନା କରନ୍ତି ନାହିଁ। ଏପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା ହୋଇନି। ଆଉ କେତେ କେତେ ଯାଯାବରଙ୍କ ସଂଖ୍ୟା ରଖୁଛି କିଏ? ସେଥିପାଇଁ ଆମେ ଅନୁମାନ କରି ଆଠଶହ କୋଟି କହୁଛୁ – ଆହୁରି ବେଶି ହୋଇପାରେ, ଟିକେ କମ୍ ବି ହୋଇପାରେ, କିନ୍ତୁ ସାତଶହ ଚାଳିଶ କୋଟି ଜନସଂଖ୍ୟା ଗଣନାରେ ମୁଣ୍ଡି ମାରିଦେବା ଠିକ୍ […]
ଆଚାର୍ଯ୍ୟ ଶଙ୍କର। ସୌମ୍ୟ ସୁଦର୍ଶନ ଯୁବ ସନ୍ନ୍ୟାସୀ। ଗୌରୀକ ବସ୍ତ୍ରରେ ପବିତ୍ର କାଶୀ ନଗରୀରେ ବୁଲୁବୁଲୁ ହଠାତ୍ ଦୃଶ୍ୟ ହୁଅନ୍ତି ଜଣେ ଚଣ୍ଡାଳ। ଦେହରେ ଭସ୍ମ, ସାଥିରେ ସ୍ଵାନ ଶିଶୁଙ୍କ ସହ ଉଭା ହୁଅନ୍ତି ସିଏ। ବଡ ବିବତ୍ସ ତାଙ୍କ ରୂପ। ଯାହାକୁ ଦେଖି ସାଥିରେ ଥିବା ସନ୍ନ୍ୟାସୀ ଓ ବିଦ୍ୱାନମାନେ, ଚଣ୍ଡାଳଙ୍କୁ ପଥରୁ ଅପସରି ଯିବାପାଇଁ କୁହନ୍ତି। ଆଚାର୍ଯ୍ୟ ଶଙ୍କରଙ୍କୁ ଚାହାନ୍ତି ଚଣ୍ଡାଳ। ହସିଦିଅନ୍ତି ଆଉ ନୀରବ ନିଶ୍ଚଳ ହୋଇ ଛିଡା ହୋଇ ରୁହନ୍ତି। ଶଙ୍କରଙ୍କ […]