Advertisment

ମୁଣ୍ଡରେ ସତ ସତିକା ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ

ବାଜୁଥିଲା ବାଜା, ଚାଲିଥିଲା ରୋଷଣୀ । ମୁଣ୍ଡରେ ସତ ସତିକା ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ । ଡିଜେର ତାଳେ ତାଳେ ନାଚୁଥିଲେ ସମସ୍ତେ । ନାଗକୁ ଧରିଥିଲେ କିନ୍ନର, ଆଉ ଖେଳାଉଥିଲେ ଯୁବକ । ସୋସିଆଲ ମିଡିଆରେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ଦେଖାଇବା ଆମ ପକ୍ଷେ ସମ୍ଭବପର ନୁହେଁ । ଯାହାକି ବନ୍ୟପ୍ରାଣୀ ଆଇନ ଆନୁସାରେ ଏହା ଅପରାଧ ।

author-image
Sujit kumar Swain

Weddings
Advertisment
Advertisment