/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703041248.jpg)
Vending Zone Fire Mishap
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟାଡିୟମ ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ନିଆଁ ଲାଗି ଜଳିଯାଇଛି ପ୍ରାୟ ୧୧ଟି ଦୋକାନ । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।
Advertisment
#ଭେଣ୍ଡିଂ_ଜୋନ୍ରେ_ଅଗ୍ନିକାଣ୍ଡ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ନିକଟ ଭେଣ୍ଡିଂ ଜୋନ୍ରେ ଅଗ୍ନିକାଣ୍ଡ । ଷ୍ଟାଡିୟମ୍ର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନ୍ରେ ଅଗ୍ନିକାଣ୍ଡ ଘଟିଛି । ଭେଣ୍ଡିଂ ଜୋନ୍ର ୧୧ ଦୋକାନ ଜଳି ଯାଇଥିବା ସୂଚନା ।..#Bhubaneswar#Odishapic.twitter.com/tTtenBymZd— ଓଟିଭି (@otvkhabar) December 20, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)