ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।
ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?
ଋଷ୍ ତୁଳନାରେ ୟୁକ୍ରେନ୍ ଅତ୍ୟଧିକ ଦୁର୍ବଳ ଦେଶ। ଏହାପରେ ମଧ୍ୟ ଏ ଦେଶ ଋଷ୍ ପାଖରେ ହାର୍ ମାନୁନି। ଏହା ହିଁ ଋଷକୁ ଚିନ୍ତାରେ ପକାଇଛି। ତେବେ କିଛିଦିନ ହେଲା ଋଷ୍ ତାର ବ୍ରହ୍ମାସ୍ତ୍ର କୁହାଯାଉଥିବା ଏହି କ୍ଷେପଣାସ୍ତ୍ରର ପ୍ରୟୋଗ ଆରମ୍ଭ କରିଛି।
ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?
ମାସେ ହେଲା ଦୁର୍ବଳ ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଶକ୍ତିଶାଳୀ ଋଷ୍। ମିଜାଇଲ୍ ମାଡ଼ରେ ୟୁକ୍ରେନରେ ଗୋଟିଏ ପରେ ଗୋଟିଏ ସହର ମଶାଣି ପାଲଟିବାରେ ଲାଗିଛି। ଦୈନିକ ହଜାର ହଜାର ଲୋକ ମରୁଛନ୍ତି। ଯିଏ ବଞ୍ଚିଲେ ସେମାନେ ମଲା ପରି ହିଁ ଆତଙ୍କ ଭିତରେ ରହୁଛନ୍ତି।
ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା...ଏ ଯୁଗରେ ଏସବୁର ନାହିଁ ଚାହିଦା। ସ୍ଥିତି ଏମିତି ହେଲାଣି ଯେ, ଘଣ୍ଟା ଦୋକାନୀଙ୍କ ଦୋକାନ ଭଡ଼ା ବି ଉଠୁନି, ପରିବାର ପୋଷଣ କଥା ପଚାରେ କିଏ? କେବଳ ପେପର ପଢି ପଢି ଦୋକାନରେ ବିତୁଛି ଦିନ...ସୋରରେ ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ
ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।
ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ
ଜେସିବିରେ ଗଲା ବରଯାତ୍ରୀ । ବିବାହ ପରେ କନ୍ୟାକୁ ମଧ୍ୟ ଜେସିବିରେ ଆଣିଲେ ବର ।
ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।
ଦୀର୍ଘ ଦିନ ପରେ କୁନି ସାହିଲର ପତ୍ତା ମିଳିଛି । କାବୁଲ୍ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା, ଏବେ ବାପାମା’ଙ୍କ ପଠାଇବାକୁ ପ୍ରସ୍ତୁତି ଚାଲିଛି ।
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।