• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Report

Special Report - Is Russia Using WMD Against Ukraine
ଏହି କ୍ଷେପଣାସ୍ତ୍ର ହେଉଛି ଋଷର ବ୍ରହ୍ମାସ୍ତ୍ର

ଋଷ୍ ତୁଳନାରେ ୟୁକ୍ରେନ୍ ଅତ୍ୟଧିକ ଦୁର୍ବଳ ଦେଶ। ଏହାପରେ ମଧ୍ୟ ଏ ଦେଶ ଋଷ୍ ପାଖରେ ହାର୍ ମାନୁନି। ଏହା ହିଁ ଋଷକୁ ଚିନ୍ତାରେ ପକାଇଛି। ତେବେ କିଛିଦିନ ହେଲା ଋଷ୍ ତାର ବ୍ରହ୍ମାସ୍ତ୍ର କୁହାଯାଉଥିବା ଏହି କ୍ଷେପଣାସ୍ତ୍ରର ପ୍ରୟୋଗ ଆରମ୍ଭ କରିଛି।

OTV Special Report On Russian Attack On Ukraine
ମାସେ ହେଲାଣି ଘମାଘୋଟ ଯୁଦ୍ଧ, ୨ୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଲମ୍ବା ଯୁଦ୍ଧ

ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?

Special Report - Ukraine Burning In Russian Attack
ଧୀରେ ଧୀରେ ମଶାଣି ପାଲଟୁଛି ୟୁକ୍ରେନ୍, ସାରା ଦେଶରେ ହାହାକାର

ମାସେ ହେଲା ଦୁର୍ବଳ ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଶକ୍ତିଶାଳୀ ଋଷ୍। ମିଜାଇଲ୍ ମାଡ଼ରେ ୟୁକ୍ରେନରେ ଗୋଟିଏ ପରେ ଗୋଟିଏ ସହର ମଶାଣି ପାଲଟିବାରେ ଲାଗିଛି। ଦୈନିକ ହଜାର ହଜାର ଲୋକ ମରୁଛନ୍ତି। ଯିଏ ବଞ୍ଚିଲେ ସେମାନେ ମଲା ପରି ହିଁ ଆତଙ୍କ ଭିତରେ ରହୁଛନ୍ତି।

Balasore Watch Repair Shop Owners In Dire Straits- Watch Special Report
କାନ୍ଦୁଛି ଘଣ୍ଟା ଦୋକାନୀ, ଡିଜିଟାଲ ମାରିଦେଲା ଜୀବିକା...

ହାତ ଘଣ୍ଟା ହେଉ କି କାନ୍ଥ ଘଣ୍ଟା...ଏ ଯୁଗରେ ଏସବୁର ନାହିଁ ଚାହିଦା। ସ୍ଥିତି ଏମିତି ହେଲାଣି ଯେ, ଘଣ୍ଟା ଦୋକାନୀଙ୍କ ଦୋକାନ ଭଡ଼ା ବି ଉଠୁନି, ପରିବାର ପୋଷଣ କଥା ପଚାରେ କିଏ? କେବଳ ପେପର ପଢି ପଢି ଦୋକାନରେ ବିତୁଛି ଦିନ...ସୋରରେ ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ

money
ମାଲାମାଲ୍ କଲା ଲଟେରୀ ! ବିଦେଶରେ ୪୫ କୋଟି ଟଙ୍କା ଜିତିଲେ ଭାରତୀୟ ମହିଳା

ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।

dutee chand
ପୂରଣ ହେଲା ସ୍ୱପ୍ନ ! ନୂଆ ଘର ତୋଳି ଗୃହପ୍ରବେଶ କଲେ ଦୂତୀ ଆଣ୍ଡ ଫ୍ୟାମିଲି

ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ

snowfall
ବିବାହରେ କଣ୍ଟା ସାଜିଲା ତୁଷାରପାତ ! ଜେସିବିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର

ଜେସିବିରେ ଗଲା ବରଯାତ୍ରୀ । ବିବାହ ପରେ କନ୍ୟାକୁ ମଧ୍ୟ ଜେସିବିରେ ଆଣିଲେ ବର ।

special report
ବଡବଡିଆ ବାବୁଙ୍କ ପ୍ରତି ସରକାରଙ୍କର କାହିଁକି ଏତେ ଅନୁକମ୍ପା? ଅବସର ନେଉ ନେଉ ମିଳୁଛି ଅତି ଲାଭଦାୟକ ପଦରେ ନିଯୁକ୍ତି

ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।

sahil
ପରିବାର ନିକଟକୁ ଫେରିଲା ସୋହେଲ୍ ! କାବୁଲ୍‌ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା ଦୁଇ ମାସର କୁନି ପୁଅ

ଦୀର୍ଘ ଦିନ ପରେ କୁନି ସାହିଲର ପତ୍ତା ମିଳିଛି । କାବୁଲ୍‌ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା, ଏବେ ବାପାମା’ଙ୍କ ପଠାଇବାକୁ ପ୍ରସ୍ତୁତି ଚାଲିଛି ।

Special Story | Digital Gang War In Odisha, An OTV Special Report
ସୋସିଆଲ୍ ମିଡିଆରେ ଗ୍ୟାଙ୍ଗୱାର… ଭିଡିଓରେ ଦିଆଯାଉଛି ଭିଡିଓର ଜବାବ…

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।