• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sonepur

sonepur
ଦିବ୍ୟାଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଯୋଜନା, ଏଣିକି କାହା ଉପରେ ନିର୍ଭର କରିବେ ନାହିଁ ବରଂ....

ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର

Unique Diwali Celebration In Odisha\'s Sonepur
ଏଠି କାଉଁରୀଆ କାଠି ନାହିଁ, ଆଖୁରେ ଡକା ହୁଏ ବଡ଼ବଡ଼ୁଆ

ନିଆରା ଢଙ୍ଗରେ ଦୀପାବଳି ପାଳନ। ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।

CC
ଏମିତି ଦୀପାବଳି କେବେ ଦେଖିନଥିବେ, ଏଠି କାଉଁରୀଆ କାଠି ନୁହେଁ ଦଣ୍ଡା ଆଖୁ...

ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।

Special Story | Defying Odds, Transgender Gets Ready To Protect Husband In Sonepur
ଭଲ ପାଇ ବିଭା ହୋଇଛନ୍ତି କିନ୍ନର ଅଞ୍ଜଳି, ସାତ ଜନମ ପାଇଁ ହୋଇଛନ୍ତି ଜୀବନ ସାଥୀ

ଜଣେ ମହିଳାଙ୍କ ପାଇଁ ତାଙ୍କ ସ୍ୱାମୀ ହିଁ ସବୁ କିଛି । ଜଣେ କିନ୍ନର ସିନ୍ଦୂର ପିନ୍ଧି ବଧୂ ହେବା ପରେ ନିଜ ଜୀବନଠୁ ଅଧିକ ଭଲ ପାଉଛନ୍ତି ସ୍ୱାମୀଙ୍କୁ । କିନ୍ନର ବିବାହକୁ ପରିବାର ଗ୍ରହଣ କରିପାରୁନଥିବାରୁ ଆସିଛି ଅନେକ ବାଧାବିଘ୍ନ ।

jawan
ବୀର ଯବାନଙ୍କୁ ଏମିତି ସ୍ୱାଗତ, ଦେଖିଲେ ଆଖି ଖୋସି ହୋଇଯିବ

୧୭ ବର୍ଷ ଧରି ସେନାରେ ଦେଶର ସେବା କରିବା ପରେ ଗାଁକୁ ଫେରିଲେ ବୀରଯବାନ। ଆପଣ କହିପାରନ୍ତି, ଏଥିରେ ନୂଆ କଥା କଣ ଅଛି? କିନ୍ତୁ ଗ୍ରାମବାସୀଙ୍କ ପାଇଁ ଏହା ଥିଲା ଗୌରବର କଥା। ସେଥିପାଇଁ ସେମାନେ ଗାଁ ପୁଅକୁ ଏମିତି ସ୍ୱାଗତ କଲେ ଯେ, ଚିତ୍ର ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

Fertilizer
ସାର ପାଇଁ ହାହାକାର, ସେପଟେ ତିନି ଟ୍ରକ୍‌ ସାର ଜବତ କଲେ କଂଗ୍ରେସ କର୍ମୀ

ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।

bamboo craft
ସଙ୍କଟରେ ବାଉଁଶ କାରିଗରୀ : ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ

ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।

sonepur
ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଟ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ।

sonepur
ଘର କୋଣରେ ପଡ଼ି ରହିଛନ୍ତି ମେଧାବୀ ତୃଷ୍ଣାରାଣୀ : ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ

sonepur
ମୁଁ ଭଲ ହେବାକୁ ଚାହେଁ, ଭଲ ହେଲେ ପାଠ ପଢ଼ି ଚାକିରି କରିବି . . ସାହାଯ୍ୟ କରିବାକୁ ଗୁହାରୀ କରୁଛି ଅଜଣା ରୋଗରେ ପୀଡ଼ିତ ଅଜିତ

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ

SONEPUR
ଘର ଭିତରେ ପାଣି, ଘର ବାହାରେ ପାଣି : ୨୦ ଦିନ ହେଲା ପାଣି ଘେରରେ ଆଦିବାସୀ ପରିବାର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟୀ ଗାଁର ହାଇସ୍କୁଲ ସମ୍ମୁଖରେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ଦିନଧରି ରହୁଛନ୍ତି ଆଦିବାସୀ ପରିବାର । ଲଘୁଚାପ ଜନିତ ବର୍ଷାଯୋଗୁଁ କେନାଲ ପାଣି ବଢିଯିବାରୁ ଏଭଳି ସ୍ଥିତି ଉପୁଜିଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ହିନସ୍ତା ହେଉଛନ୍ତି । କେନାଲ ପାଣି ବଢି ଯିବାରୁ ସ୍ଥିତି ବେହାଲ । ଘର ବାହାର ଓ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

freinds saree
କଳାତ୍ମକ ଶାଢ଼ୀରେ ବନ୍ଧୁତାର ପରିଭାଷା

ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।

helpless woman
ଅସହାୟ ଯମୁନା : ସ୍ୱାମୀଙ୍କୁ ଛଡାଇନେଲା, ଏତେ ବଡ଼ ଦୁନିଆରେ ଏକା କରିଦେଲା ମହାମାରୀ

ଦାଉ ସାଜିଲା ମହାମାରୀ । ମଥାର ସିନ୍ଦୂର ପୋଛି ବିଧବା ସଜାଇଲା । ଏତେ ବଡ଼ ଦୁନିଆରେ ଏକା କରିଦେଲା ଅଦୃଶ୍ୟ ଭୂତାଣୁ । ଦିନେ ହସଖୁସିର ସଂସାର କରି ଅନେକ କିଛି କରିବାର ସ୍ୱପ୍ନ ଦେଖିଥିଲେ ।

Binika House Problem
ସରକାରୀ ଯୋଜନା କାହା ପାଇଁ?

ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି

accident
ସଡ଼କ ଦୁର୍ଘଟଣାରେ ୮ ଆହତ, ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି  ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

maa-saree
ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା, କିଏ କହୁଛି ସତ ? ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ?

ସୋନପୁର: ସୋନପୁରର ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା । ଏହି ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ? ତାକୁ ନେଇ ଛିଡ଼ା ହୋଇଛି ବିବାଦ । ଗୋଟିଏ ପଟେ ରାଜେଶ ମେହେର ଦାବି କରୁଛନ୍ତି ମା’ ଶାଢ଼ି ତାଙ୍କ ଦ୍ୱାରା…