• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: School

Special story
ପାଣି ପଶିବା ସମ୍ଭାବନା ଥିବାରୁ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ

ସମସ୍ତ ସ୍କୁଲ ବନ୍ଦ କରିବାକୁ ବିଇଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ହୋଇଛି ।

Special story
ଦିନକ ପରେ ବଦଳିଗଲା ନିଷ୍ପତ୍ତି : ‘ଗଣମାଧ୍ୟମକୁ ମନା ନାହିଁ ସ୍କୁଲ ’

ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍‌ରେ ଯାଆନ୍ତୁନି

Roof collapses at a school in Banei
ଛାତରୁ ଖସିଲା ସିମେଣ୍ଟ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଲହୁଣୀପଡା ବ୍ଲକର ଭୋଗରା ସ୍କୁଲରେ ଏବେ 5ଟି ଅଧୀନରେ କାମ ଚାଲୁ ଥିବା ବେଳେ ଛାତରୁ ସିମେଣ୍ଟ ଖସି ପଡିଛି । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ର ଛାତ୍ରୀ । ନହେଲେ ଏକ ବଡ ଅଘଟଣ ଘଟିଥାଆନ୍ତା ।

All govt and private schools in #Odisha to remain closed from tomorrow
ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ, ୯ଟାରେ ଛୁଟି

ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

College Students
ସ୍କୁଲ ପରେ କଲେଜଜରେ ବି କମିଲା ଖରା ଛୁଟି

ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।

Summer vacation
ଖରା ଛୁଟିକୁ ନେଇ ନୂଆ ନିୟମ, ଏଥର ଦେଢ଼ମାସ ନୁହେଁ ୧୦ ଦିନ ଛୁଟି

ନୂଆ କ୍ଲାସ୍‌ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି ।

Pistol Found From School
ସ୍କୁଲ୍‌ରୁ ପିସ୍ତଲ ମିଳିବା ପରେ ହଇଚଇ

ସ୍କୁଲ୍‌ରୁ ମିଳିଲା ପିସ୍ତଲ। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Meet Anju Sharma Who Failed In School But Cracked UPSC
କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେଉଥିଲେ, ଏବେ IAS ଟପ୍ପର ହେଲେ...

କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେବା ପରେ ବି ହାର ମାନୁନଥିଲେ। କଠିନ ପରିଶ୍ରମ କରି ଏବେ IAS ଟପ୍ପର ହେଲେ। କହିଲେ, ବିଫଳ ହିଁ ସଫଳତାର ଚାବିକାଠି

Student Suicide
ସ୍କୁଲ ଯିବାକୁ କହିବାରୁ ବିଷ ପିଇଲା ଛାତ୍ରୀ

ସ୍କୁଲ ଯିବାକୁ ବାଧ୍ୟ କରିଥିଲେ ପରିବାର ଲୋକ।

Divyang Principal Turns School Into Park In Sonepur
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ, ବାଟୋଇ ବି ସାମ୍ନାରେ ରହି ଉଠାଉଛନ୍ତି ସେଲଫି…ଦେଖନ୍ତୁ ଏହି ଭିଡ଼ିଓ

ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...

School Teachers
ବାତ୍ୟା ପାଇଁ ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି

ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା।   

26 Girl Students Of Residential School In Mayurbhanj Test Covid-19 Positive
ସ୍କୁଲରେ ୨୬ ଛାତ୍ରୀଙ୍କୁ କରୋନା

ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ରୀଙ୍କୁ କରୋନା। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

School
କାଲିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

କାଲିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

Sameer Dash
ଲଗାଣ ବର୍ଷା ଯୋଗୁଁ ୨ ଦିନ ସ୍କୁଲ ଛୁଟି

ଗଭୀର ଅବପାତ ଯୋଗୁ ଦିନ ତମାମ ବର୍ଷିବ। ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼ ବର୍ଷା ଲାଗି ରହିବ। ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରଭାବିତ ହେବ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ରେ ପ୍ରବଳ ବର୍ଷିବ। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଆସିବ।

School studet corona affect
ଆସିଗଲା କି କରୋନାର ତୃତୀୟ ଲହର? ବେଙ୍ଗାଲୁରୁ, ହରିୟାଣା ଓ ହିମାଚଳରେ ଅଧିକରୁ ଅଧିକ ସ୍କୁଲ ପିଲା କରୋନା ପଜିଟିଭ୍‌

ବାଙ୍ଗାଲୋର ପରି ଏକ ବଡ ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ। ବେଙ୍ଗାଲୁରୁ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରେ ୧୨୭ ଜଣ ପିଲା ୯ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ୧୦ ରୁ ୧୯ ବର୍ଷ ମଧ୍ୟରେ ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେବଳ ଅଗଷ୍ଟ ୫ ରୁ ୧୦ ମଧ୍ୟରେ ଏମାନେ ଆକ୍ରାନ୍ତ ହୋଇଛନ୍ତି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।