RBI cuts repo rate by 50 basis points for third time to boost economic momentum
ଋଣକର୍ତ୍ତାଙ୍କୁ ରିହାତି। ଲଗାତର ତୃତୀୟ ଥର ପାଇଁ କମିଲା ରେପୋ ରେଟ୍। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କମାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ଫଳରେ ଗୃହ ଋଣ ଓ କାର୍ ଋଣ EMI ରାଶି କମିବ। ଖାଲି ସେତିକି ନୁହେଁ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ଅର୍ଥ ଆଣିବା ଲାଗି କ୍ୟାସ୍ ରିଜର୍ଭ ରେସିଓକୁ ବି ୧୦୦ ବେସିସ୍ ପଏଣ୍ଟ କମାଇବାକୁ ନିଷ୍ପତ୍ତି ନେଇଛି RBI। ରେପୋ ରେଟ୍ ହ୍ରାସକୁ ଋଣକର୍ତ୍ତା ସ୍ବାଗତ କରିଥିବା ବେଳେ ବିଶାରଦ କହିଛନ୍ତି ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବ !
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)