• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Padmapur Bypoll

Pradip Purohit
ପଦ୍ମପୁରର ଉପନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍‌ରୁ ଲଢ଼ିବେ ।

Vote Politics
କଂଗ୍ରେସ ପାଇଁ ପ୍ରାର୍ଥୀ ବାଛୁଛି ଶାସକ ଦଳ: ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍‌ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।

Vote Politics
କଂଗ୍ରେସ ପାଇଁ ପ୍ରାର୍ଥୀ ବାଛୁଛି ଶାସକ ଦଳ: ପ୍ରଦୀପ ପୁରୋହିତ

ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ।

Pradeep Purohit
ପ୍ରଦୀପ ପୁରୋହିତ ହେବେ ପଦ୍ମପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ: କୁସୁମ ଟେଟେ

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି।

Padmapur Bypoll
ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍‌ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

Padmapur Bypoll
ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।

Padmapur Bypoll
ପଦ୍ମପୁର ଉପନିର୍ବାଚନ: ୫ରେ ଭୋଟ୍‌, ୮ରେ ଗଣତି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।

Padmapur
ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡ଼ି ପ୍ରାର୍ଥୀ?

ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ ? କାହା ଉପରେ ଭରସା କରିବ ଦଳ ? ପ୍ରାର୍ଥୀ ଚୟନ ନେଇ ଧାମନଗରରେ ଯେଉଁ ଭୁଲ୍ ହୋଇଥିଲା, ତାହା ପଦ୍ମପୁରରେ ଯେପରି ରିପିଟ୍ ନହୁଏ ସେଥିପାଇଁ ଚାଲିଛି ଅଙ୍କକଷା ।

Padmapur
ପଦ୍ମପୁରରେ ବିଜେଡିର ଧାମନଗର ଦଶା ! ପ୍ରାର୍ଥୀ ଚୟନ ନେଇ ପଡ଼ିଲାଣି ଚାପ..

ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।

padmapur bypoll
ବିଜେଡି ପାଇଁ ପଦ୍ମପୁର ଚିନ୍ତା ! ଖୋଲାଖୋଲି ଆଶାୟୀ କହିଲେଣି ଆମର ଟିକଟ ଆଶା

ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି ।

Padmapur Politics
ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ଆରମ୍ଭ ହେଲାଣି କସରତ । ନେତାଙ୍କୁ ବଣ୍ଟାଗଲାଣି ଦାୟିତ୍ୱ । ଧାମନଗର ଜୋସ୍‌ରେ ପଦ୍ମପୁରରେ ବି ପଦ୍ମ ଫୁଟାଇବା ପାଇଁ ବିଜେପିର ଲକ୍ଷ୍ୟ । ଏପଟେ ଧାମନଗର ଧକ୍କାର ବଦଲା ପଦ୍ମପୁରରେ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

Padmapur Politics
ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

Padmapur ByPolls
ମିଶନ୍‌ ପଦ୍ମପୁର; ଧାମନଗର ଝଟକା ପରେ ବଦଳିଲା ବିଜେଡିର ଷ୍ଟ୍ରାଟେଜି

ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ନିର୍ବାଚନ ଜିତିବା ପାଇଁ ଆରମ୍ଭ ହେଲାଣି କସରତ ।

Padmapur Bypoll
ଭଦ୍ରକ ଧାମନଗର ପରେ ବରଗଡ ପଦ୍ମପୁର ଉପରେ ବିଜେଡିର ଆଖି

ଭଦ୍ରକ ଧାମନଗର ପରେ ବରଗଡ଼ର ପଦ୍ମପୁର । ଏଠି ବି ଉପନିର୍ବାଚନ ଲାଗି ଆରମ୍ଭ ହେଲା କସରତ । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ନାମଙ୍କନପତ୍ର ଦାଖଲ ପକ୍ରିୟା ।

Padmapur Bypoll
ଏବେ ପଦ୍ମପୁର ପାଳି, ଏଠି ବି ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରେ ବିଜେଡି...

ଧାମନଗର ଝଟ୍‌କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ ।

Padmapur Bypoll
ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ

ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ।

Padmapur Bypoll
Breaking News: ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ

୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।