Advertisment

ଭୁବନେଶ୍ୱରରେ କେମିତି ଦୁର୍ଘଟଣା ଭିଆଇଥିଲା ‘ମୋ ବସ୍’?

ଆଜି ଆମେ ସେହି ଘାତକ ‘ମୋ ବସ’ର ଆଉ ଏକ ଛାତିଥରା ଦୃଶ୍ୟ ଦେଖାଉଛୁ। ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ କେମିତି ସ୍କୁଟରକୁ ଘୋଷାଡ଼ି ନେଉଛି ବସ।

author-image
Manoranjan Sial

ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରେ କେମିତି ଦୁର୍ଘଟଣା ଭିଆଇଥିଲା ‘ମୋ ବସ୍’? କାଲି ତାର ଚିତ୍ର ଦେଖିଥିଲେ। ଆଜି ଆମେ ସେହି ଘାତକ ‘ମୋ ବସ’ର ଆଉ ଏକ ଛାତିଥରା ଦୃଶ୍ୟ ଦେଖାଉଛୁ। ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ କେମିତି ସ୍କୁଟରକୁ ଘୋଷାଡ଼ି ନେଉଛି ବସ। ତା’ର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ୱହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Advertisment
Bhubaneswar Mo Bus
Advertisment
Advertisment