Masood Azhar
ଟିକିଏ ଟିକିଏରେ ବଞ୍ଚିଗଲା ମୋଷ୍ଟ ୱଣ୍ଟେଡ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଜହର । ଅପରେସନ ସିନ୍ଦୁର ସମୟରେ ମିସାଇଲ ମାଡ ହୋଇଥିବା ଜୈସ୍ ମୁଖ୍ୟାଳୟ ପାଖ ଘରେ ଥିଲା ଆଜହର । ମିସାଇଲ ମାଡରେ ତା' ପରିବାରର ୧୪ ଜଣ ଜୀବନ ହାରିଥିଲେ । ମେ' ୬ ତାରିଖ ରାତିରେ ଭାରତର ମିସାଇଲ ମାଡରେ ବାହୱଲପୁରରେ ଥିବା ଜୈସ ଏ ମହମ୍ମଦର ପ୍ରଶିକ୍ଷଣ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ୱସ୍ତ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)