• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahashivrati

sevayat
ମହାଦୀପ ଉଠାଇବା ବେଳେ ଖସିପଡ଼ିଲେ ସେବାୟତ

ମହାଦୀପ ଉଠାଇବା ବେଳେ ଖସିପଡ଼ିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ !

what happen if one disregard lord shiv and mahsshiv ratri mythology story
Mahashiv Ratri 2025: ତୁଠ ପଥରରେ ଗୋଡ଼ ଘଷି ୧୪ ବର୍ଷ ଯମଦଣ୍ଡ, ଗଛରେ ପିଶାଚ ହୋଇ ଅବସ୍ଥାନ

କ'ଣ ହୁଏ ଯଦି ଆମେ ଜାଣତରେ ହେଉ କି ଅଜାଣତରେ, ପ୍ରଭୁ ଶିବଙ୍କୁ ଅସମ୍ମାନ ହେଲାପରି କିଛି କରିବସନ୍ତି? ପ୍ରଭୁ ଶିବଙ୍କ ପୂଜାନୀତି ଏବଂ ଓଷାବ୍ରତ ସଂପର୍କରେ ଥରେ ମାତା ପାର୍ବତୀ ତାଙ୍କୁ ପଚାରି ବସିଲେ। ପ୍ରତ୍ୟୁତ୍ତରରେ ପ୍ରଭୁ ଶିବ ତାଙ୍କୁ ଏକାଦିକ ପୌରାଣିକ ଘଟଣାର ବର୍ଣ୍ଣନା କରିଥିଲେ। ଶୁଣନ୍ତୁ ଏହି ସୁନ୍ଦର କାହାଣୀଟି, ଯାହା ଜଣେ ଋଷିଙ୍କୁ ନେଇ।

Mythology behind the significance of mahashiv ratri and mahadeep
Mahashiv Ratri 2025: କାହିଁକି ପାଳନ କରାଯାଏ ମହାଶିବରାତ୍ରି, କେଉଁ ବିଧିରେ ପାଳିଲେ ସନ୍ତୁଷ୍ଟ ହେବେ ଶିବ

କାହିଁକି ଉଠେ ମହାଦୀପ? ଏହି ସମୟରେ କାହିଁକି ପାଳନ ହୁଏ ମହାଶିବରାତ୍ରୀ? ପ୍ରଭୁ ଶିବଙ୍କର ୧୪ଟି ଯାତ୍ରା ମଧ୍ୟରୁ ମହାଶିବରାତ୍ରୀ କାହିଁକି ସବୁଠାରୁ ପ୍ରିୟ? ପୁରାଣର କେଉଁ କାହାଣୀ କହିଥାଏ ମହାଶିବରାତ୍ରୀର କଥା? କେଉଁ ବିଧିରେ ଶିବଙ୍କୁ ପୂଜିଲେ ସେ ସନ୍ତୁଷ୍ଟ ହୁଅନ୍ତି? ଜାଣନ୍ତୁ ପୂରା ତଥ୍ୟ ଏହି ଲେଖାରୁ।

How did lord Shiv have a moon on head and vasm coated body
Mahashiv Ratri 2025: କାହିଁକି ମସ୍ତକରେ ଚନ୍ଦ୍ର ଓ ଶରୀରରେ ଭସ୍ମ ଧାରଣ କରିଥାନ୍ତି ପ୍ରଭୁ ଶିବ?

ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ। ପଢ଼ନ୍ତୁ ଏହାର କି ଉତ୍ତର ଦେଲେ ପ୍ରଭୁ ଶିବ।

mythological story behind mahashivratri
Maha Shivaratri 2025: ରାତିସାରା ତଳେ ଜଗିଛି ମହାବଳ, ବେଲଗଛରେ ଲୁଚିଛି ଶିକାରୀ

ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।