ଅର୍ଚ୍ଚନାର ଜାଗମରା ଭଡ଼ାଘର ରଙ୍ଗଶାଳା । ଫସେଇବାକୁ ସ୍ପାଏ କ୍ୟାମେରାରେ ସୁଟ୍ ହେଉଥିଲା ଭିଡିଓ ।
ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।
ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବୋଲି କଂଗ୍ରେସ କହିଛି ।
୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।
ଲେଡି ବ୍ଲାକ୍ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।
RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି
ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା ।
ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।
ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।
ଗୁମର ଫିଟାଇଲା ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଏତଲା । ୩ କୋଟି ଟଙ୍କା ମାଗି ହତ୍ୟା ଧମକ ବି ଦେଇଥିଲା ଅର୍ଚ୍ଚନା ।
ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।
ବ୍ଲାକ୍ମେଲିଂ ଅଭିଯୋଗ ଆଣି ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।
ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ ।
ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।
ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି।
ସମ୍ପୃକ୍ତ ଲେଡି ବ୍ଲାକମେଲର୍ଙ୍କ ଲିଙ୍କ୍ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି।
ହୋଟେଲ୍ ଭିତରେ ଚାଲିଥିଲା ଡିଲ୍। ମୋଟା ଅଙ୍କର ଟଙ୍କା ଆଦାୟ ପାଇଁ ଏମିତି ହେଉଥିଲା ହନିଟ୍ରାପ୍। ଧରାପଡିବା ପରେ ଦେଖନ୍ତୁ ହେଲା କଣ?
ହୋଟୋଲ ଭିତରେ ଡିଲ । ମୋଟା ଅଙ୍କର ଟଙ୍କା ଆଦାୟ ଲାଗି ଚାଲିଥିଲା ହନିଟ୍ରାପ୍ । ହାଇପ୍ରୋଫାଇଲ ଲେଡିଙ୍କ ମଧ୍ୟସ୍ଥତାରେ ଚାଲିଛି ଡିଲ୍ । ଫିଲ୍ମ ପ୍ରଯୋଜକ, ବିଲଡର୍ ଓ ରାଜନେତାଙ୍କଠୁ କେମିତି ଟଙ୍କା ଅସୁଲି କରୁଥିଲେ ଲେଡି ବ୍ଲାକମେଲର, ଓଟିଭି ହାତରେ ଲାଗିଛି ତାର ଭିଡିଓ ।
ବ୍ଲାକମେଲ୍ କରିବା ଅଭିଯୋଗରେ ଭୁବନେଶ୍ୱରର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି।
କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ ।