• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kiit University

Nepal Human Rights Commission Seeks Justice
KIIT Suicide Row: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ।

KIMS Built With Government Assistance
ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା !

ଭାଙ୍ଗିବ KIIT !
ସରକାରଙ୍କ ସ୍ପେଶାଲ୍‌ ଡ୍ରାଇଭ, ଭାଙ୍ଗିବ KIIT !

ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭର ଯୋଜନା କରାଯାଉଛି । ବ୍ୟବସାୟିକ ଉଦ୍ଦେଶ୍ୟ ହେଉ ବା ବେଆଇନ ହେଉ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

KIIT Student Death
କିଟରେ ଯାହା ସବୁ ଘଟିଲା, ତାହାକୁ ନେଇ ବେଶ୍ ଚିନ୍ତାରେ ମୁଖ୍ୟମନ୍ତ୍ରୀ

କିଟରେ ଯାହା ସବୁ ଘଟିଲା, ତାହାକୁ ନେଇ ବେଶ୍ ଚିନ୍ତାରେ ପଡ଼ିଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ବିଧାୟକ ବାବୁ ସିଂ ! 

Saroj Padhi Targets Achyuta Samanta
Saroj Padhi Targets Achyuta Samanta: ‘ଅଚ୍ୟୁତଙ୍କୁ ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା‘

ବିଜେଡିର ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ? 

Achyuta Samanta Kiit University
ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି

ଖୋଲୁଛି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି । ଯେତେ ଖୋଳିଲେ ସେତେ ବାହାରୁଛି ଗୁମର। କେବଳ ଇଡକୋ କି GA ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି କରିଛନ୍ତି ଆତ୍ମସାତ୍ । 

Kiit University Row
‘ରଦ୍ଦ ହେଉ କିଟର ଡିମ୍ ଡ ୟୁନିଭର୍ସିଟି ଷ୍ଟାଟସ୍’

କାହିଁକି ରଦ୍ଦ ନହେବ କିଟର ଡିମ୍ ଡ ୟୁନିଭର୍ସିଟି ଷ୍ଟାଟସ୍? ବିଶ୍ୱ ଦରବାରରେ ଓଡ଼ିଶାକୁ ନିନ୍ଦିତ କରିଥିବା କାଣ୍ଡ ପାଇଁ କିଟ୍ ବିରୋଧରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କହିଛନ୍ତି କିଟ୍ କ୍ୟାମ୍ପସରେ ରେସିଜିମ୍ ଚାଲିଥିଲା, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରପକ୍ଷେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତଙ୍କ ଗିରଫ ଦାବିରେ ଥମିବାର ନାଁ ନେଉନି ତାତି । 

Achyuta Samanta Kiit University
KIIT Land Scam: ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ।

Kiit University Row
KIIT University Row: 'କିଟ୍‌ରେ ଚାଲିଛି ସାମ୍ପ୍ରଦାୟିକ ବିଭେଦ': ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଯେଉଁ ଦେଶରେ ଅତିଥିଙ୍କୁ ଭଗବାନର ମାନ୍ୟତା ଦିଆଯାଏ । ଅତିଥିଙ୍କୁ ସତ୍କାର ଯେଉଁ ରାଜ୍ୟର ମୂଳ ମନ୍ତ୍ର, ସେଇ ରାଜ୍ୟର ରାଜଧାନୀର ଛାତି ଉପରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ଏ ଦୁର୍ବ୍ୟବହାର, ମାଡ଼, ତିରସ୍କାର ପ୍ରସଙ୍ଗକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

KIIT University Row
KIIT University Row: କିଟ୍‌ ଘଟଣା; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ । 

Special Drive to Be Planned to Claim Lands Encroached by KIIT University: Odisha Law Minister
‘ଜରବରଦଖଲ ମୁକ୍ତ ହେବ କିଟ୍’

କିଟ୍ ପ୍ରତିଷ୍ଠାତାଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସୂଚନା... ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ GA ବିଭାଗ ପକ୍ଷରୁ ସ୍ପେଶଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି । ବହୁତ୍ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ..

KIIT University Row Odisha Youth Congress Stages Protest
ଦିନକୁ ଦିନ ତେଜିବାରେ ଲାଗିଛି ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା

ଦିନକୁ ଦିନ ତେଜିବାରେ ଲାଗିଛି ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ କିଟ୍ ସମ୍ମୁଖରେ ଧାରଣା ଦେଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଛାତ୍ରଛାତ୍ରୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରି ଗର୍ଜିଛି କଂଗ୍ରେସ ।

Congress Youth Stage Protest Over KIIT Misconduct Towards Nepalese Students
କିଟ୍ ଆଗରେ ହଙ୍ଗାମା ଗର୍ଜିଲା ଛାତ୍ର କଂଗ୍ରେସ

କିଟ୍ ନେପାଳି ଛାତରଛାତ୍ରୀଙ୍କ ଉପରେ କିଟ୍ କତୃପକ୍ଷଙ୍କ ଅମାନୁଷିକ କାର୍ଯ୍ୟ ବିରୁଦ୍ଧରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ। ନେପାଳି ଛାତ୍ରଙ୍କୁ ନୂଆ ଦାବିରେ କିଟ୍ ବିଶ୍ଵ ବିଦ୍ୟାଳୟ ଆଗରେ ରାଲି କରି ବିକ୍ଷୋଭ ପ୍ରଦର୍ଶନ କଲା ଯୁବ କଂଗ୍ରେସ ।

ବିଜୟ ପଟ୍ଟନାୟକଙ୍କ ବିସ୍ପୋରକ ବୟାନ
Bijay Patnaik On KIIT Row: ପୂର୍ବତନ ମୁଖ୍ୟ ଶାସନସଚିବଙ୍କ ବିସ୍ଫୋରକ ବୟାନ...କିଟ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉ

ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।

ପ୍ରଶ୍ନବାଣ ଅଚ୍ୟୁତ ଝାଳନାଳ
ପ୍ରଶ୍ନବାଣରେ ଅଚ୍ୟୁତ ଝାଳନାଳ

ଅଚ୍ୟୁତଙ୍କ ସହ ଆହୁରି ଦୁଇ ଜଣଙ୍କୁ ମିଳିତ ଭାବେ ଜେରା କରାଯାଇଛି ଉଚ୍ଚସ୍ତରୀୟ କମିଟି ।

KIIT
ସାମ୍ନାକୁ ଆସିଲା କିଟ୍ କେଳେଙ୍କାରୀର ଆଉ ଏକ ତଥ୍ୟ

ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।

KIIT
ଅଚ୍ୟୁତ ସାମନ୍ତଙ୍କୁ ଆରେଷ୍ଟ କର, ଜୁଡିସିଆରି ଇନକ୍ୱାରି ହେଉ...

ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ।

achyuta
Achyuta Samant Investigated: ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

କିଟ ଛାତ୍ରୀ ମୃତ୍ୟୁ ଓ ଛାତ୍ର ଛାତ୍ରୀଙ୍କୁ ମାଡ ଘଟଣାରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଅଚ୍ୟୁତ।

KIIT
KIIT Land Fraud: ଜବରଦଖଲ ସରକାରୀ ଜମି ଉପରେ କିଟ, ସରକାରୀ କଳକୁ ହାତ କରି ଲୁଟୁଥିଲେ ଅଚ୍ୟୁତ

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା।

Kiit
KIIT Issue in Assembly:କିଟ ପାଇଁ କମ୍ପୁଛି ବିଧାନସଭା, ବର୍ଷିଲେ ସବୁ ଦଳର ନେତା

କିଟ୍ କେଳେଙ୍କାରୀକୁ ନେଇ ପୁଣି କମ୍ପିଲା ବିଧାନସଭା। ଅଚ୍ୟୁତଙ୍କୁ ଗିରଫ କର, ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅ। ଆଜି କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବର୍ଷିଲେ ସବୁ ଦଳର ନେତା।

KIIT
ସତ ମାନିଗଲା କି ମୃତ କିଟ୍‌ ଛାତ୍ରୀଙ୍କ ପୂର୍ବତନ ପ୍ରେମିକ?

କାହିଁକି ମୃତ ଛାତ୍ରୀଙ୍କ ସହିତ କରିଥିଲା ଖରାପ ବ୍ୟବହାର? ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

KIIT
୮୦୦ ଟଙ୍କାରେ ଚାକିରି କରୁଥିବା ବ୍ୟକ୍ତି କେମିତି ୧୫ ହଜାର କୋଟିର ହେଲେ ମାଲିକ?

କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଉଥିଲେ। ରାତାରାତି ଜମି କର୍ନ୍‌ଭସନ କେମିତି କରୁଥିଲେ? ଦୁର୍ନୀତିରେ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତି କେମିତି ରାଜ୍ୟସଭାକୁ ଗଲେ?

ଅଚ୍ୟୁତ କହିବ କଳା କାହାଣୀ
ଆସିଲା ଅର୍ଡର: ଅଚ୍ୟୁତ କହିବେ କଳା କାହାଣୀ

ବଢ଼ିଲା ଅଚ୍ୟୁତଙ୍କ ଅଡ଼ୁଆ । ନିଜ ମୁହଁରେ ନିଜେ ଖୋଲିବେ କେଳେଙ୍କାରୀ ଗୁମର । ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଅର୍ଡର । ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ ନିର୍ଦ୍ଦେଶ । ଉଚ୍ଚସ୍ତରୀୟ କମିଟି ହାତରେ ଲାଗିଥାଇପାରେ ବଡ଼ ପ୍ରମାଣ ।

MEA
KIIT Suicide: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି।

କିଟ୍‌ କାଣ୍ଡ, ଅଚ୍ୟୁତ୍ ହାଜର
KIIT Student Death Case: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।