/odishatv-khabar/media/media_files/2025/12/02/kiit-student-death-case-2025-12-02-10-16-20.jpg)
KIIT Student Death Case Photograph: (OTV)
କିଟ୍ ଛାତ୍ର ରାହୁଲ ଯାଦବ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମାଆ। ସେ ପୁଅର ପ୍ରେମ ସଂପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କରିଛନ୍ତି। ସଙ୍ଗୀନ୍ ଅଭିଯୋଗ ଆଣି କହିଛନ୍ତି, 'ଅନେକ ସମୟରେ ମୋ ପୁଅକୁ ଧମକ ଚମକ ଦିଆଯାଉଥିଲା।
'କିଛି ଦିନ ହେବ ମୋ ପୁଅ ମାନସିକ ଚାପରେ ରହୁଥିଲା'। 'ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି'। 'ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି'। ଯେଉଁଥି ପାଇଁ ମୋ ପୁଅର ଜୀବନ ଚାଲିଗଲା। ତେଣୁ କଲେଜ୍ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ଦାବି କରିଚନ୍ତି ମୃତ ଛାତ୍ର ରାହୁଲ ଯାଦବଙ୍କ ମାଆ।
ଘଟଣାର ତଦନ୍ତ କରି ତୁରନ୍ତ ନ୍ୟାୟ ଦାବି କରିଛନ୍ତି ସେ। ଅନ୍ୟପକ୍ଷରେ ହଷ୍ଟେଲ ରୁମ୍ ଭିତରେ ଫ୍ୟାନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
• 'ପୁଅ ଉପରେ ନଜର ରଖିବାକୁ କହିଥିଲି'
• କିଟ୍ ଛାତ୍ର ମୃତ୍ୟୁ, ମାଆଙ୍କ ସଙ୍ଗୀନ ଅଭିଯୋଗ
• ପ୍ରେମ ସଂପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କଲେ ରାହୁଲଙ୍କ ମାଆ
• 'ଅନେକ ସମୟରେ ମୋ ପୁଅକୁ ଧମକ ଚମକ ଦିଆଯାଉଥିଲା'
• 'କିଛି ଦିନ ହେବ ମୋ ପୁଅ ମାନସିକ ଚାପରେ ରହୁଥିଲା'
• 'ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି'
• 'ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି'
• ଯେଉଁଥି ପାଇଁ ମୋ ପୁଅର ଜୀବନ ଚାଲିଗଲା: ରାହୁଲଙ୍କ ମାଆ
• ତଦନ୍ତ କରି ତୁରନ୍ତ ନ୍ୟାୟ ଦାବି କଲେ ରାହୁଲ ଯାଦବଙ୍କ ମାଆ
Paddy Procurement Begins: ଆଜିଠୁ ସଂଗ୍ରହ ହେବ ଧାନ... ମିଲର୍ସଙ୍କ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

Tickets Sold Out in Minutes: ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା: ଏବେ ଅଫଲାଇନ୍ ଭରସା

Sanchar Saathi a default on all phones: ସବୁ ଫୋନରେ ରହିବ `ସଂଚାର ସାଥୀ': କେହି ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ୍ କରିପାରିବେ ନାହିଁ

Indian Army's Successful BrahMos Test-Fire: ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ: ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ଶକ୍ତିଶାଳୀ ପ୍ରମାଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)