Advertisment

IPS ସ୍ତରରେ ହେଲା ବଡ଼ ଧରଣର ଅଦଳ ବଦଳ

IPS ସ୍ତରରେ ହେଲା ବଡ଼ ଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ସେ ଏବେ  ADG ନକ୍ସଲ ବିରୋଧୀ ଅପରେସନ୍  । ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା DIG । କେଭି ସିଂ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ DIG ।

author-image
Sujit kumar Swain

IPS ସ୍ତରରେ ହେଲା ବଡ଼ ଧରଣର ଅଦଳ ବଦଳ । ସଞ୍ଜୀବ ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ସେ ଏବେ  ADG ନକ୍ସଲ ବିରୋଧୀ ଅପରେସନ୍  । ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା DIG । କେଭି ସିଂ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ DIG ।

Advertisment
Odisha Govt IPS Reshuffle
Advertisment
Advertisment