ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍ର ୭ନଂ ସ୍ଥାନରେ ପହଞ୍ଚିଛି ।
ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।
ଦଳ ପାଇଁ କେବଳ ରସେଲ ୧୯ଟି ବଲ୍ରେ ୪୫ ରନ୍ ସଂଗ୍ରହ କରିଥିଲେ।
ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।
IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଆଇପିଏଲ୍ ୨୦୨୨ ର ୫୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।
ଚଳିତ ଆଇପିଏଲର ୫୧ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।
ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।
ଗୁରୁବାର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍ଟେନ୍ କେନ୍ ୱିଲିୟମ୍ସନ୍ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…
ମୁମ୍ବାଇର ବ୍ରେବନ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ।
ଧୋନିଙ୍କ ୱିକେଟ୍ ଯିବା ପରେ ପୁରା ଚେନ୍ନାଇ ଟିମ୍ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।
ଚଳିତ ଆଇପିଏଲର ୫୦ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।
କୋହଲିଙ୍କ ଏଭଳି ଫର୍ମକୁ ନେଇ ଅନେକ ବଡ଼ ବଡ଼ ଖେଳାଳି ତଥା ବିଶିଷ୍ଟ ଖେଳାଳି ଓ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ଇୟାନ୍ ବିଶପ ।
ଆଇପିଏଲ୍ ୨୦୨୨ ଆରମ୍ଭରେ ଜାଡେଜାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିବା ଚେନ୍ନାଇ ସୁପର କିଙ୍ଗ୍ସର ଭୁଲ୍ ନିଷ୍ପତ୍ତି ଥିଲା। ଧୋନି ଯଦି ଆରମ୍ଭରୁ ଅଧିନାୟକ ହୋଇଥାନ୍ତେ, CSK ଏତେ ମ୍ୟାଚ୍ ହାରି ନଥାନ୍ତା
ଆଇପିଏଲ୍ ୨୦୨୨ ର ୪୯ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।
ଗୁଜରାଟ ଟାଇଟାନ୍ସ କ୍ରମାଗତ ୫ଟି ମ୍ୟାଚ୍ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍ରେ ଗୁଜରାଟକୁ ୮ ୱିକେଟ୍ରେ ପଞ୍ଜାବ କିଙ୍ଗସ୍ ପରାସ୍ତ କରିଛି।
ଚଳିତ ଆଇପିଏଲର ୪୮ତମ ମ୍ୟାଚ୍ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ । ପ୍ଲେ ଅଫ୍ରେ ଏଣ୍ଟ୍ରି ପାଇଁ ପଞ୍ଜାବ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।
ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ।
ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍ରେ ବାଙ୍ଗାଲୋରକୁ ପରାସ୍ତ କରିଛି ।
କ୍ୱାରେଣ୍ଟିନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍। କ୍ରିକେଟର Physio Patrick Farhart କରୋନା ପଜିଟିଭ୍ ଚିହ୍ନଟ ପରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା।
ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବାରମ୍ବାର ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ପଏଣ୍ଟ ଟେବୁଲରେ ଖାତା ଫିଟୁ ପାରୁନାହିଁ । ଏପଟେ ଅଷ୍ଟ୍ରେଲିଆ ପୂର୍ବତନ କ୍ରିକେଟର ସେନ୍ ୱାଟସନ୍ କହିଛନ୍ତି କି ଇଶାନ୍ କିଶନ ୧୫ କୋଟି ଟଙ୍କାର ଖେଳାଳି ନୁହଁ ।
ଜବାବରେ ୧୭୬ ରନ୍ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୩ ୱିବିକେଟ୍ ହରାଇ ହାସଲ କରିନେଇଥିଲା । ରାହୁଲ ତ୍ରିପାଠୀ ୩୭ ବଲ୍ରୁ ୭୧ ରନ୍ କରିଥିଲେ, ମାର୍କରାମ ଅପରାଜିତ ୬୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।