Gold Chain
ଏସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆଶକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ । ହାତରେ ଧରିଛନ୍ତି ୨୯ ଗ୍ରାମ୍ର ଏକ ମୋଟା ସୁନା ଚେନ୍ । ଯାହାକୁ ରାସ୍ତାରୁ ପାଇଛନ୍ତି ସେମାନେ । ଚେନ୍ଟିର ଆନୁମାନିକ ମୂଲ୍ୟ ନିଶ୍ଚୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ । ତଥାପି ନାହିଁ ଲୋଭ, କି ମୁହଁରେ ନାହିଁ ଖୁସି । ବରଂ ଚେନ୍ଟିକୁ ଫେରାଇ ଦେବାକୁ ସଦରଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ଦମ୍ପତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)