• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flood

Mundali
ସହରୀ ଲୋକଙ୍କ ପାଇଁ ମନୋରଞ୍ଜନ ସାଜିଛି ବନ୍ୟା

ସକାଳୁ ରାତି ଯାଏଁ ଅସମ୍ଭବ ଭିଡ଼ । ବନ୍ୟା ପାଣି ସହ ଜମୁଛି ସେଲ୍ଫି ସାଙ୍ଗସାଥୀ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୂଳକୁ ଯାଇ ଫଟୋ ମଧ୍ୟ ଉଠାଉଛନ୍ତି ।

SRC
ଏବେ ବନ୍ୟାର ପିକ୍‌ ଫ୍ଲୋ ଚାଲିଛି, ଆହୁରି ୯ ଘଣ୍ଟା ରହିବ

କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।

Mundali
ଜଳ ପ୍ରଳୟ ! କାହାର ସର୍ବନାଶ ତ କିଏ ପାଣି ଦେଖି ଖୁସି, କଟକର ମୁଣ୍ଡଳିରେ ବନ୍ୟା ଦେଖିବାକୁ ଆସର

ହଜାର ହଜାର ଲୋକଙ୍କ ଉପସ୍ଥିତି ଯୋଗୁଁ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ବନ୍ୟାବେଳେ ବ୍ରିଜ୍‌କୁ ନଯିବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ ।

Hirakud Dam
ହୀରାକୁଦ ଖୋଲୁଛି ଅଧିକ ଗେଟ୍, ଛତିଶଗ଼ଡ ପକାଉଛି କି ଚାପ ?

ରାଜ୍ୟ ସରକାରଙ୍କ ଯୁକ୍ତି, ସ୍ଥିତି ଦେଖି ଗେଟ୍ ଖୋଲାଯାଉଛି । ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ବୈଠକ ହେଉନି: SRC

Flood
ଦାଉ ସାଧୁଛି ବନ୍ୟା ! ଯାଜପୁର-ଜଗତସିଂହପୁର-କେନ୍ଦ୍ରାପଡ଼ା-ପୁରୀରେ ମହାନଦୀର କୋପ

କାଣି, କରାଣ୍ଡିଆ, ମକରା ନଦୀରେ ଘାଇ । ହଜାର ହଜାର ହେର ଚାଷଜମି ସହ ବହୁ ଗାଁ ଜଳମଗ୍ନ । ମହାନଦୀର ଉଛୁଳା ପାଣିରେ ଆଠଗଡ଼ ଓ ବାଙ୍କୀରେ ବ୍ୟାପକ କ୍ଷତି ।

Flood
ବନ୍ୟା ବନ୍ୟା ବନ୍ୟା ! ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି; ଛାତ ଉପରେ ତମ୍ବୁଟାଣି କଟୁଛି ଦିନ

ଦୁର୍ଦ୍ଦଶାରେ ଜୀବନ, ଚାଳ ଭାସୁଛି-ଚୁଲି ବୁଡ଼ିଛି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।

Mahanadi Flood
ଭୟଙ୍କର ହେଉଛି ବନ୍ୟା ସ୍ଥିତି ! ଗର୍ଜନ କରୁଛି ମୁଣ୍ଡଳୀ, ପ୍ରବାହିତ ହେଉଛି ୧୨ଲକ୍ଷ କ୍ୟୁସେକ୍ ଜଳ

ବନ୍ୟା ଡର ଥିବାରୁ ଆସନ୍ତା ୨ରୁ ୩ଦିନ ଚିନ୍ତାଜନକ । ହୀରାକୁଦର ମୋଟ୍ ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ବନ୍ୟା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ । ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା ।

hirakud
ଗମ୍ଭୀର ହେଉଛି ବନ୍ୟା ସ୍ଥିତି ! ୩୧ ଗେଟ୍‌ ଖୋଲିଛି, ଅଧା ରାଜ୍ୟ ବୁଡ଼ିଲାଣି; ଏବେ ୪୦ ଗେଟ୍ ଖୋଲିବ

୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Flood
ବନ୍ୟା ସ୍ଥିତି ଗମ୍ଭୀର, ମୁଣ୍ଡଳିରେ ବଢ଼ୁଛି ଜଳସ୍ତର ! ବୁଡ଼ିଲାଣି ଅଂଶୁପା

ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

Mahanadi Flood
ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି, ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।

Tel River
ପ୍ରଥମେ ଛୋଟ ଧରଣର, ତାପରେ ମଧ୍ୟମ ବନ୍ୟା ହେବ ବୋଲି କୁହଯାଉଥିବା ବେଳେ ଆଜି ବଦଳିଛି ଚିତ୍ର

ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍‌ଆର୍‌ସି ।

Tel River
ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା ।

Mahanadi Flood
ମହାନଦୀରେ ବନ୍ୟା: ବେଳକୁ ବେଳ ସ୍ଥିତି ଗମ୍ଭୀର ହେଉଛି, ସତର୍କ ରହିବାକୁ ପରାମର୍ଶ

ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍‌ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବାହିତ ।

Heavy Rainfall
ବିଶେଷଜ୍ଞଙ୍କ ମତ, ବର୍ଷା କମିଛି ହେଲେ ବନ୍ୟା ଟଳିନି !

ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।

A moderate flood has occurred in the Mahanadi
ଚାରିଆଡେ ପାଣି, ୪ ଜିଲ୍ଲାକୁ ସଜାଗ କରିଛନ୍ତି SRC

ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି।

special report
ମହାନଦୀରେ ଆସୁଛି ବନ୍ୟା, ପରିସ୍ଥିତି ଉପରେ ନଜର : ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ

Hirakud
ଫୁଲୁଛି ମହାନଦୀ, ହୀରାକୁଦରେ ଆହୁରି ଗେଟ୍‌ ଖୋଲିବ ! ଆହୁରି ବର୍ଷିବା ସମ୍ଭାବନା

ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି, ଅଫିସରମାନେ ମଧ୍ୟ ସଜାଗ ଅଛନ୍ତି । ଏହାସହ ଆସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦରେ ୬୨୨ ଫୁଟ ଯାଏଁ ପାଣି ରଖାଯାଇପାରିବ ବୋଲି ସେ କହିଛନ୍ତି । ତେବେ ୧୮ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧକୁ ମରାମତି କରାଯାଇଛି ।

Flood
ଚାରିଆଡ଼େ ବର୍ଷା ! ବିପଦ ସଙ୍କେତ ଉପରେ ଯାଉଛି ବୈତରଣୀ

ଭଦ୍ରକ ଆଖୁଆପଦାରେ କମିବାରେ ଲାଗୁଛି ବୈତରଣୀର ଜଳସ୍ତର । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ ।

Flood
ବନ୍ୟା ! ଘର ଭିତରେ ପଶିଲା ପାଣି, ବୁଡ଼ିଲା ପୋଲ ଜଣାପଡ଼ୁନି ରାସ୍ତା

ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ ।

Flood
ଥମୁନି ବର୍ଷା ! ଅଣାୟତ୍ତ ହେଲେଣି ଲୋକ, ମହାନଦୀ ଫୁଲିବାରୁ ମାଡ଼ି ଆସିଲାଣି ବନ୍ୟା

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।

Mahanadi
ଛତିଶଗଡ଼ କରୁନି ସହଯୋଗ ! ରାଜ୍ୟରେ ଦେଖାଦେଲାଣି ବନ୍ୟା ଆଶଙ୍କା, ବଢ଼ୁଛି ଜଳସ୍ତର

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।

Flood
ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Jalaka river crosses danger mark
ବିପଦ ସଙ୍କେତ ଟପିଲା ଜଳକା ନଦୀ

ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ମଥାନୀ ଠାରେ ଜଳକା ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି।

Wooden Bridge
ବର୍ଷାରେ ବିଗିଡ଼ିଲାଣି ସ୍ଥିତି ! ଭାସିଗଲା କାଠପୋଲ ଯାତାୟତ ଠପ୍‌, ଦେଖନ୍ତୁ ଭିଡିଓ..

ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

Telangana Flood
ତେଲେଙ୍ଗାନାରେ ସ୍ଥିତି ଅଣାୟତ ! ପ୍ରଥମ ମହଲା ଉପରେ ଯାଉଛି ପାଣି‌; ରାସ୍ତା ଘାଟ ବନ୍ଦ, ଯାତାୟତ ବି ଠପ୍‌

ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।