France President Slapping Video
ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡ଼ା । ବିନାମ ବନ୍ଦରରୁ ଭାଇରାଲ ହେଲା ଭିଡିଓ । ଦେଶର ପ୍ରଥମ ନାଗରିକ ବିଶ୍ୱ ସାମ୍ନାରେ ହେଲେ ବେଜିତ୍ । ଏ ଭିଡିଓକୁ ଦେଖି ବେଶ୍ ଅନୁଭବ କରିପାରୁଥିବେ ସେତେବେଳେ ରାଷ୍ଟ୍ରପତିଙ୍କ ଅବସ୍ଥା କିପରି ହୋଇଥିବ । ଆଉ ସବୁଠାରୁ ବଡ଼ କଥା ହେଉଛି, ଆପଣଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଥିବ । ରାଷ୍ଟ୍ରପତିଙ୍କ ଗାଲକୁ କିଏ ମାରିଲା ? ଚାପୁଡ଼ା କିଏ ମାରିଛନ୍ତି ? ତେବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ଖୋଦ୍ ତାଙ୍କ ଧର୍ମପତ୍ନୀ ବ୍ରିଗେଟ ମାକ୍ରନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)