/odishatv-khabar/media/media_files/2026/01/20/nisha-bepara-2026-01-20-11-50-33.jpg)
NISHA BEPARA Photograph: (OTV)
ନିଶା ବେପାରର ହବ୍ ପାଲଟିଛି ଓଡି଼ଶା । ଗୋଆରୁ ଓଡି଼ଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ଇଡିର ରେଡ୍। ଓଡି଼ଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ନଗଦ ୩ କୋଟି ଟଙ୍କା ସହ ନିଶାଦ୍ରବ୍ୟ ଜବତ ହୋଇଛି।
ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଙ୍ଘାତିକ ସୁରାଗ। ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରୟାସ ଚାଲିଛି। ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର।
ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍
ଗୋଆରୁ ଓଡି଼ଶାକୁ ଲମ୍ବିଛି ଚେର
ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ଚଢ଼ାଉ
ଚଢ଼ାଉରେ ନଗଦ ୩ କୋଟି ଟଙ୍କା ସହ ନିଶାଦ୍ରବ୍ୟ ଜବତ
ମନି ଲଣ୍ଡରିଂ ମାମଲାରେ ତଦନ୍ତ ବେଳେ ମିଳିଲା ସୁରାଗ
ନିଶା ମାଫିଆଙ୍କ ପାଇଁ ଗଳା ବାଟ ଭୁବନେଶ୍ୱର ବିମାନବନ୍ଦର
Youth Carried on Stretcher: ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

No Compensation: ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ, ଦୋଷ ଲଦିଲେ ମେୟର

Rs 5-Crore bank heist in Odisha: ବଡ଼ଧରଣର ବ୍ୟାଙ୍କ୍ ଲୁଟ୍; ବନ୍ଧୁକ ମୁନରେ ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା

Nitin Nabin Takes Charge: ବିଜେପିରେ `ନବୀନ' ଅଧ୍ୟାୟ, ବିଜେପି ମୁଖ୍ୟାଳୟରେ ବଡ଼ ଆୟୋଜନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)