Advertisment

ଖୁବଶୀଘ୍ର ଆସିବ ଡିଜିଟାଲ୍ ଇଣ୍ଡିଆ ବିଲ୍ !

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଜୁଲାଇ ୩ ଯାଏଁ ଚାଲିବାକୁ ଥିବା ବେଳେ, ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୯ ଯାଏଁ ଚାଲିପାରେ ।

author-image
Santosh Kumar Sahoo

AI ଯୁଗରେ ଚିନ୍ତା ବଢ଼ାଇଛି ଡିପ୍ ଫେକ୍ ଭିଡିଓ। ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏନେଇ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ମୋଦି ସରକାର 3.0। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଏବଂ ଡିପ୍ ଫେକ୍ ଟେକ୍ନୋଲୋଜିର ବ୍ୟବହାର କରି ଭ୍ରମାତ୍ମକ ଭିଡିଓ ଅନ୍ୟ ବିଷୟବସ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଛି।

Advertisment
Narendra Modi Digital India Deepfake Videos
Advertisment
Advertisment