Advertisment

ପ୍ରବଚନ ଦେଉଥିଲେ ପ୍ରବଚକ, ହଠାତ୍‌ ହେଲା ମୃତ୍ୟୁ

ତୁଣ୍ଡରେ ଥିଲା ରାମ ନାମ, ହନୁମାନ ମନ୍ଦିରରେ ଚାଲିଥିଲା ପ୍ରବଚନ । ପ୍ରବଚକ ପ୍ରବଚନ ଦେଉଥିଲେ, ଭଗବାନଙ୍କ ନାମ ରସରେ ସମସ୍ତେ ଭିଜୁଥିଲେ । ହେଲେ ହଠାତ୍ ଟଳିପଡିଲେ ପ୍ରବଚକ ।

author-image
Namita Biswal
ଅଦ୍ୟତନ ହୋଇଛି

ତୁଣ୍ଡରେ ଥିଲା ରାମ ନାମ, ହନୁମାନ ମନ୍ଦିରରେ ଚାଲିଥିଲା ପ୍ରବଚନ । ପ୍ରବଚକ ପ୍ରବଚନ ଦେଉଥିଲେ, ଭଗବାନଙ୍କ ନାମ ରସରେ ସମସ୍ତେ ଭିଜୁଥିଲେ । ହେଲେ କେଇଟା ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଅସୁସ୍ଥ ହୋଇପଡ଼ିଲେ ପ୍ରବଚକ । ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ । ହେଲେ ଡାକ୍ତର ମାତ୍ର କିଛି ସମୟ ପରେ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କୁ ମୃତ ଘୋଷଣା କରିଛନ୍ତି । 

Advertisment
Bhadrak Viral Video Cardiac Arrest
Advertisment
Advertisment