Wife Missing
ଆମେ ୫ ମାସ ହେଲା ଭଲ ପାଇ ବାହା ହୋଇଥିଲୁ । ପ୍ରକାଶ WEDS ମିରାରାଣୀ । ତାଙ୍କ ଘର ଲୋକ ରାଜି ନଥିଲେ ତଥାପି ଏକାଠି ରହିଥିଲୁ । ମୋ ସ୍ତ୍ରୀ ଅଢେଇ ମାସର ଗର୍ଭବତୀ ମଧ୍ୟ ଥିଲା । ଖୁବ ହସଖୁସିରେ ଆମ ପରିବାର ଚାଲିଥିଲା । ହେଲେ ମୀରାର କ'ଣ ମନ ହେଲା କେଜାଣି କାହାକୁ କିଛି ନକହି ରାତିଅଧରେ କାହା ସହ ପଳେଇଲା । ଏମିତି କହି କହି ଦୁଃଖରେ ଭାଙ୍ଗି ପଡିଛି ସ୍ୱାମୀ । ଯାହାକୁ ସମାଜ ସହିତ ଲଢି ଘରକୁ ଆଣିଥିଲା, ଆଜି ସିଏ ତାକୁ ପଦୁଟିଏ କିଛି ନକହି ରାତିଅଧରେ କୁଆଡେ ଚାଲିଯାଇଛନ୍ତି । ଏ ଦୁଃଖ କାହାଣୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାହାଦଲପୁର ଗ୍ରାମର ପ୍ରକାଶ ଜେନାଙ୍କର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)