କୁଆଡ଼େ ଗଲେ ବାବୁସାନ୍ ? ମନ୍ମଥ ମିଶ୍ର ଚାହାନ୍ତି, ସେ ତାଙ୍କ ପରିବାର ପାଖକୁ ଫେରିଯାଆନ୍ତୁ ।
ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଦମନ୍ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍ରେ ନଥିଲେ।
ଚେନ୍ନାଇ ଯାଇ ବାବୁସାନ ଓ ପ୍ରକୃତି ନଫେରିବାରୁ ବଢ଼ୁଛି ସସପେନ୍ସ, ଅଟକିଛି ପୋଲିସ ତଦନ୍ତ । ତେଣେ ତ୍ରୁଟି ସୁଧାରିବାକୁ ଫିଲ୍ମ କଳାକାର ସଂଘର ଅପିଲ୍, ତୁରନ୍ତ ଫେରି ଆସିବାକୁ ବାବୁସାନଙ୍କ ଫ୍ୟାନଙ୍କ ନିବେଦନ ।
ପ୍ରକୃତିଙ୍କୁ ଇଙ୍ଗିତ କରି ଅପରାଜିତାଙ୍କ ଟାର୍ଗେଟ୍ କଲେ । କହିଲେ ଦେଢ଼ବର୍ଷ ହେଲା ଖରାପ ସଂଗତରେ ପଡ଼ିଯାଇଛି ପୁଅ...
ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍ଙ୍କ ସମ୍ପର୍କୀୟ ଭଉଣୀ, କହିଲେ...
ପ୍ରକୃତି ମିଶ୍ର ଭାଇର ଘର ଭାଙ୍ଗି ଦେଇଥିବା କହିଲେ ବାବୁସାନ୍ଙ୍କ ଭଉଣୀ ତୃପ୍ତି ମହାନ୍ତି ।
ହଠାତ୍ କାହିଁକି ବଦଳି ଯାଇଥିଲେ କି ବାବୁସାନ୍ ? କୋଭିଡ୍ ସମୟ ମଧ୍ୟରେ କ’ଣ ହୋଇଥିଲା ।
ରାଜରାସ୍ତାରେ ସିନେ ତାରକାଙ୍କୁ ନେଇ ହାଇଡ୍ରାମା ଘଟଣାରେ ବୟାନ ରେକର୍ଡ
ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ବାବୁସାନ୍ କହିଛନ୍ତି ।
ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ଅପରାଜିତା ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି।
ଆଜି ଉଭୟ ଏକାଠି ଯାଇଥିବାରୁ ତୃପ୍ତି ହସ୍ତକ୍ଷେପ କରିଥିଲା
‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି।
‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s best News Channel. OdishaTV covers latest news on politics, entertainment, education, business and sports. Stay tuned for all the
A candid chat with our favorite celebreties and the recent news, rumors and gossip that surround them. This show entails a lot of fun questions and the
A candid chat with our favorite celebrities and the recent news, rumors and gossip that surround them. This show entails a lot of fun questions and the
ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ। ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ […]