/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725338739.jpg)
Police Van-108 Ambulance Collision
ଜୀବନ ବଞ୍ଚିବା ପାଇଁ ଡାକ୍ତରଖାନା ପହଞ୍ଚିବାକୁ ପ୍ରଥମେ ଖୋଜାପଡ଼େ ଆମ୍ବୁଲାନ୍ସ । ମାତ୍ର ଜୀବନ ନେଇଗଲା ଆମ୍ବୁଲାନ୍ସ । ବାରିପଦାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା । ବାରିପଦାର ଉଦଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଭ୍ୟାନକୁ ଧକ୍କା ଦେଇଛି ୧୦୮ ଆମ୍ବୁଲାନ୍ସ । ଏଥିରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।
Advertisment
ଅଧିକ ପଢ଼ନ୍ତୁ: ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ସଦସ୍ୟ ନିଖୋଜ
ଉଦଳା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଏଥିରେ ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଗୁରୁତର ଆଇଆଇସି ଓ ଡ୍ରାଇଭରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Advertisment
ଅଧିକ ପଢ଼ନ୍ତୁ: ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)