/odishatv-khabar/media/media_files/2025/12/17/india-vs-south-africa-2025-12-17-09-44-11.jpg)
India VS South Africa Photograph: (OTV)
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦। ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। ଧର୍ମଶାଳା ଟି-ଟ୍ବେଣ୍ଟିରେ ଦମଦାର ବିଜୟ ପରେ ସିରିଜ୍ କବଜା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ସୂର୍ଯ୍ୟ ସେନା। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।
ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ହେଲେ ଭାରତକୁ ସଠିକ ରଣନୀତି ସହ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଭଲ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାର ପେସ୍ ବାହିନୀ ଭାରତୀୟ ବ୍ୟାଟରଙ୍କୁ ଅକଳରେ ପକାଉଛନ୍ତି। ଏଯାଏଁ ଅଭିଷେକ ଶର୍ମା, ଗିଲ୍ ଓ କ୍ୟାପଟେନ୍ ସୂର୍ଯ୍ୟଙ୍କ ବ୍ୟାଟରୁ ଅର୍ଦ୍ଧଶକ ବାହାରିନି।
ଗିଲ୍ ଓ ସୂର୍ଯ୍ୟଙ୍କ ଖରାପ୍ ପ୍ରଦର୍ଶନ ଦଳର ଚିନ୍ତା ବଢ଼ାଇଛି। ଆଜିର ମ୍ୟାଚରେ ବି ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳି ନପାରେ। ଦକ୍ଷିଣ ଆଫ୍ରିକା ଲକ୍ଷ୍ନୌ ଟି-ଟ୍ବେଣ୍ଟି ଜିତି ପରାଜୟରେ ବ୍ରେକ୍ ଲଗାଇବା ସହ ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ।
ଲକ୍ଷ୍ନୌରେ ଚତୁର୍ଥ T-20
ଟାର୍ଗେଟ୍ ଆଗୁଆ ସିରିଜ୍ କବଜା
ଆଜି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20
ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା
୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ଭାରତ
ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବା ସହଜ ହୋଇ ନପାରେ
ଭାରତ ପାଇଁ ଘାତକ ଦକ୍ଷିଣ ଆଫ୍ରିକା ପେସ୍ ବାହିନୀ
ଅଭିଷେକ, ଗିଲ୍ ଓ ସୂର୍ଯ୍ୟଙ୍କ ବ୍ୟାଟରୁ ରନ୍ ଆଶା
ଗିଲ୍ ଓ ସୂର୍ଯ୍ୟଙ୍କ ଖରାପ୍ ପ୍ରଦର୍ଶନ ଚିନ୍ତା ବଢ଼ାଇଛି
ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରେ ଭାରତ
ପରାଜୟରେ ବ୍ରେକ୍ ଲଗାଇବାକୁ ଦମ୍ ଖଟାଇବ ଦକ୍ଷିଣ ଆଫ୍ରିକା
The Great Honour Nishan of Ethiopia: ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ଦ ଗ୍ରେଟ୍ ଅନର୍ ନିଶାନ୍' ସମ୍ମାନ, ଭାରତୀୟଙ୍କୁ ଉତ୍ସର୍ଗ କଲେ

Daily Horoscope 17th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

House Owner Dies During Guni–Garedi Ritual: ଗୁଣି ଗାରେଡ଼ି ପାଇଁ ଗଲା ଜୀବନ, ମାଟିରେ ପୋତି ହୋଇ ଘର ମାଲିକ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)