Advertisment

Scientists Discover : ମଣିପୁର ଇମ୍ଫାଲ ଘାଟିରୁ ଯାହା ମିଳିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

୩୭ ହଜାର ବର୍ଷ ତଳର ବାଉଁଶର ମିଳିଲା ଜୀବାସ୍ମ। ମଣିପୁର ରାଜାଧାନୀ ଇମ୍ଫାଲ ଘାଟିରେ ଏକ ଜଙ୍ଗଲରେ ଯାଞ୍ଚ ବେଳେ ଏମିତି କିଛି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଚିରାଙ୍ଗ ନଦୀ କୂଳରେ ଏକ ବାଉଁଶର ଗଣ୍ଡି ମିଳିଛି

author-image
Manas Ranjan Mohanty
MANIPUR-ANTIC

MANIPUR-ANTIC Photograph: (OTV)

୩୭ ହଜାର ବର୍ଷ ତଳର ବାଉଁଶର ମିଳିଲା ଜୀବାସ୍ମ। ମଣିପୁର ରାଜାଧାନୀ ଇମ୍ଫାଲ ଘାଟିରେ ଏକ ଜଙ୍ଗଲରେ ଯାଞ୍ଚ ବେଳେ ଏମିତି କିଛି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଚିରାଙ୍ଗ ନଦୀ କୂଳରେ ଏକ ବାଉଁଶର ଗଣ୍ଡି ମିଳିଛି, ଯାହା ୩୭ ହଜାର ବର୍ଷରୁ ବି ଅଧିକ ପୁରୁଣା। ବାଉଁଶ ସାଧାରଣତଃ ବହୁ ଶୀଘ୍ର ନଷ୍ଟ ହୋଇଥାଏ। କିନ୍ତୁ ଏଭଳି ବାଉଁଶ ଏବେ ହଜାର ବର୍ଷ ପରେ ବି କେମିତି ନିଜ ସତ୍ତା ବଜାଏ ରଖିପାରିଛି ତାକୁ ନେଇ ଏବେ ଅନୁଧ୍ୟାନ କରାଯାଉଛି। ଏଇ ବାଉଁଶରେ କଣ୍ଟା ରହିଛି, ଯାହା ଦୁର୍ଲଭ। ଅନୁମାନ କରାଯାଉଛି ୟେ ବାଉଁଶ ହୀମ ଯୁଗ ପୂର୍ବରୁ ରହିଛି। ଏମିତିକି ୟୁରୋପ ଭଳି ଅନ୍ୟ ମହାଦେଶର ଗଠନ ପୂର୍ବରୁ ଏହି ବାଉଁଶର ସତ୍ତା ପୃଥ୍ବିବୀରେ ଥିଲା ବୋଲି ଅନୁମାନ କରାଯାଉଛି।

Advertisment

‘୩୭ ହଜାର ବର୍ଷ ପୁରୁଣା ବାଉଁଶ’
ବନଷ୍ପତି ବିଜ୍ଞାନରେ ନୂଆ ଖୋଜ 
ମଣିପୁର ଇମ୍ଫାଲ ଘାଟିରୁ ଯାହା ମିଳିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା 
୩୭ ହଜାର ବର୍ଷରୁ ବି ଅଧିକ ପୁରୁଣା ବାଉଁଶ  
୩୭ ହଜାର ବର୍ଷ ପୁରୁଣା ବାଉଁଶର ଜୀବାସ୍ମ
ଏଇ ବାଉଁଶରେ କଣ୍ଟା ରହିଛି, ଯାହା ଦୁର୍ଲଭ 
ଅନୁମାନ କରାଯାଉଛି ହୀମ ଯୁଗ ପୂର୍ବର ୟେ ବାଉଁଶ 

Advertisment
Related Articles
Advertisment