• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 06 July 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 4 days ago

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ହେବ ବର୍ଷା

ଆଗାମୀ ୨ ରୁ ୩ ଦିନ ଯାଏଁ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । More
  • Tanmay Kumar Mahalik
  • 4 days ago

ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

ମେରିଆବଜାର ଅଞ୍ଚଳର ବରିଷ୍ଠ ନାଗରିକ ସୁବ୍ରତ କୁମାର ସରକାରଙ୍କ ଘର ବାଉଣ୍ଡ୍ରୀ ୱାଲକୁ ଲଗେଇ ଘର ନିର୍ମାଣ କରାଯାଉଛି । More
  • Tanmay Kumar Mahalik
  • 4 days ago

ଆହୁରି କୁହୁଳିଲା ରାଜନୀତି, ଜଗାଙ୍କ ସପକ୍ଷରେ ବାହାରି ବିଜେଡିକୁ ଧୋଇଲେ ଜୟନାରାୟଣ

କୋର୍ଟ ଗାଇଡଲାଇନ୍ ନମାନି ଯେଉଁ ନାଟକ କଲେ ସେଥିରୁ ହିଁ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ମାତ୍ର ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ ଓ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି । More
  • Sujit kumar Swain
  • 4 days ago

ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି; ଆସନ୍ତାକାଲି ନାମାଙ୍କନ...

ଆସନ୍ତାକାଲି ନାମାଙ୍କନର ଦିନ। ଆବଶ୍ୟକ ପଡ଼ିଲେ ୮ ତାରିଖରେ ହେବ ନିର୍ବାଚନ। କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ। More
  • Sujit kumar Swain
  • 4 days ago

ଅବଜ ରିଲ୍ସ ନିଶା, ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ...

ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ଜଣେ ନାବାଳକ। ଜୀବନକୁ ପାଣି ଛଡ଼ାଇ ଏଭଳି ବିପଦଜନକ ଓ ଦୁଃସାହସ କଲେ। More
  • Sujit kumar Swain
  • 4 days ago

Heavy Rainfall Alert: ଭୀଷଣ ବର୍ଷିବ; ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । More
  • Sujit kumar Swain
  • 4 days ago

Massive Crowd in Puri: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ମହାପ୍ରଭୁଙ୍କୁ ପାଖରୁ ଆଖି ପୁରେଇ ଦେଖିବାକୁ ପୁରୀକୁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି।  ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁ ଭିଡ଼ ନେଇ ସତର୍କ କରାଇଛି ପୋଲିସ। More
  • Sujit kumar Swain
  • 4 days ago

Hirakud Dam Gates Opened: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍; ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା...

ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ...ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ... More
  • Deepak Acharya
  • 4 days ago

Today Panchang 6th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ଦିବା ୦୪.୦୦ ଗତେ ବିଛା । ତିଥି – ୧୧ଶୀ ରାତ୍ରି ୦୯.୧୫ ଗତେ ୧୨ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୧୫ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୪୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ । More
  • Sujit kumar Swain
  • 5 days ago

Ratha Jatra 2025: ସିଂହଦ୍ବାର ଆଗରେ ଲାଗିଲା ତିନି ରଥ; ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ...

ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । More
  • Sujit kumar Swain
  • 5 days ago

Coma‑Stricken 108 Ambulances:108 ଆମ୍ବୁଲାନ୍ସର ଏବେ ଶହେ ଦୁଃଖ; ନିଜ ସ୍ବାସ୍ଥ୍ୟ ସଙ୍କଟରେ, ରୋଗୀସେବାକୁ ପଚାରେ କିଏ...

ମେଡ଼ିକାଲ୍ ଯିବାକୁ ସାଧାରଣ ଗରିବ ରୋଗୀଟିଏର ଭରସା 108 ଆମ୍ବୁଲାନ୍ସ...ହେଲେ ସେହି 108 ଆମ୍ବୁଲାନ୍ସର ଏବେ ଶହେ ଦୁଃଖ...ନିଜ ବୋଝ ସମ୍ଭାଳିବାକୁ ଯେତେବେଳେ ଅସମର୍ଥ, ଜୀବନ-ମରଣର ଯୁଦ୍ଧ ଭିତରେ ଥିବା ରୋଗୀ ବୋଝକୁ ବା ସମ୍ଭାଳିବ କେମିତି... More
  • Sujit kumar Swain
  • 5 days ago

Jatra Star Piyush Tripathi Issues: ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ହଇଚଇ; ସିଂହବାହିନୀ ଆଖଡ଼ାକୁ ଯାଇ ନିଆଁରେ ଢାଳିଲେ ଘିଅ... 

ଆଗ ଚିଠି ଲେଖି ମାଲିକ ସଂଘକୁ ଧମକ ଦେଲେ...ତା ପରେ ବିଶ୍ରାମରେ ଥାଇ ବି ଆଖଡ଼ା ମଞ୍ଚରେ ଚଢ଼ିଲେ...ଯାହା କହିଥିଲେ ତାହା ହିଁ କଲେ ପୀୟୂଷ ତ୍ରିପାଠୀ। More
  • Sujit kumar Swain
  • 5 days ago

Odia Youth Abducted by Al‑Qaeda‑Linked Group: ଆତଙ୍କୀ ସଂଗଠନ କବଜାରେ ଓଡ଼ିଆ ଯୁବକ; ପରିବାରରେ କାନ୍ଦବୋବାଳି...

ପରିବାର ଲୋକଙ୍କ ଆଖିରେ ଲୁହ। କେବେ ଘରକୁ ଫେରିବ ପୁଅ, ଚାହିଁ ବସିଛି ମାଆ। ମନ ବୁଝୁନି, ବାରମ୍ବାର ପୁଅ ଫଟୋ ଏପଟ ସେପଟେ କରି ଦେଖୁଛି। ଆଉ କେତେବେଳେ ପୁଅର ଫଟୋକୁ ଛାତିରେ ଜାବୁଡି ଧରି କାନ୍ଦୁଛି । More
  • Sujit kumar Swain
  • 5 days ago

Rath Yatra Update: ଭାବର ଠାକୁରଙ୍କ ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର; ବିଭୋର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ...

କିଏ ଭଜନ ଜଣାଣରେ ତଲ୍ଲିନ...ପୁଣି କିଏ ନୃତ୍ୟଗୀତରେ...ଜନସମୁଦ୍ରରେ ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା। ବଡ଼ଦାଣ୍ଡରେ ଭାବର ଲହଡ଼ି...ଭକ୍ତିର ଉଜାଣି...। ଆଉ ତା ଭିତରେ,  ନିଜକୁ ସମର୍ପି ଦେବାର କେତେ ରୂପ.. କେତେ ରଙ୍ଗ।... ଭକ୍ତିରେ ତଲ୍ଲିନ, ଭାବରେ ବିଭୋର... More