/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ଦିବା ୦୪.୦୦ ଗତେ ବିଛା । ତିଥି – ୧୧ଶୀ ରାତ୍ରି ୦୯.୧୫ ଗତେ ୧୨ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୧୫ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୪୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ –
ପ୍ରାତଃ – ୦୭.୦୨ ରୁ ୦୯.୩୯
ଦିବା – ୦୧.୩୦ ରୁ ୦୨.୫୫
ଦିବା – ୦୪.୪୦ ରୁ ୦୪.୪୭
ସନ୍ଧ୍ୟା – ୦୬.୨୬ ରୁ ୦୭.୫୨
ରାତ୍ରି – ୧୦.୪୬ ରୁ ୧୨.୫୬
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୪୭ ରୁ ୦୬.୨୬
କାଳବେଳା - ଦିବା ୧୧.୫୧ ରୁ ୦୧.୩୦
ବାରବେଳା- ଦିବା ୧୦.୧୨ ରୁ ୧୧.୫୧
କାଳରାତ୍ରି- ରାତ୍ରି ୦୧.୧୨ ରୁ ୦୨.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)