• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 09 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Deviprasad Jena
  • 2 weeks ago

Karnataka Tragedy: ଶୋକରେ ବୁଡିଲା ଦାରିଙ୍ଗବାଡି; ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ବାଲିଗୁ଼ଡାର ତେରବାଡିରେ ବିଭାସଙ୍କ ପୈତୃକ ଗାଁ। ପରିବାର ସହ ବିଭାସ ଦିଲ୍ଲୀରେ ରହୁଥିଲେ। ସେ ଏକ ଘରୋଇ ହସ୍ପିଟାଲରେ HR ଭାବେ ଚାକିରି କରୁଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରୁଥିଲେ ବିଭାସ। ହେଲେ ସେହି ପସନ୍ଦ ହିଁ ତାଙ୍କ ଶେଷ ଯାତ୍ରା ପାଲଟିଛି। More
  • Deviprasad Jena
  • 2 weeks ago

Odisha Forest Fire: ଖରାଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ

ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ। More
  • Deviprasad Jena
  • 2 weeks ago

Odisha To Become IT Hub: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି। More
  • Sujit kumar Swain
  • 2 weeks ago

Political Controversy: ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼; ଦଳ-ସରକାରକୁ ଘେରି ବିରୋଧୀଙ୍କ ଜୋରଦାର ହମଲା

"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼। More
  • Sujit kumar Swain
  • 2 weeks ago

Puri Rath Yatra: ବିଶ୍ବନିୟନ୍ତାଙ୍କ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା ! ଶ୍ରୀମନ୍ଦିର ପ୍ରଶାସନର ଜୋରଦାର ଉଦ୍ୟମ... 

ପୁରୀ ରଥଯାତ୍ରାର ସାଂସ୍କୃତିକ ବୈଭବକୁ ଆହୁରି ଗରିମାମଣ୍ଡିତ କରିବାକୁ ଆରମ୍ଭ ହୋଇଛି ବଡ଼ ପ୍ରୟାସ। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ମିଳିପାରେ ବିଶ୍ୱସ୍ତରୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା... More
  • Saroj Kumar Jena
  • 2 weeks ago

Panchang Today 9th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । More
  • Namita Biswal
  • 2 weeks ago

Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍‌ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର । More
  • Namita Biswal
  • 2 weeks ago

Ananta Das: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ । ଭୋର୍ ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା । More
  • Sujit kumar Swain
  • 2 weeks ago

Tollywood New Muse: ଦକ୍ଷିଣ ଓଡ଼ିଶା ମୁହାଁ ଟଲିଉଡ୍; ପୁଷ୍ପା-2 ପରେ ଏବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ 

କୋରାପୁଟରେ ସାଉଥ୍ ସିନେମା ସୁଟିଂ। ପୁଷ୍ପା-ଟୁ' ପରେ ଦକ୍ଷିଣ ଓଡ଼ିଶାରେ ଆଉ ଏକ ହାଇ ବଜେଟ୍ ତେଲଗୁ ଫିଲ୍ମର ମେକିଂ। କୋରାପୁଟ ଜିଲ୍ଲାରେ ଡେରା ପକାଇଛି ପୂରା ୟୁନିଟ୍। More
  • Sujit kumar Swain
  • 2 weeks ago

RTE Enrollment Scam: ଘରୋଇ ସ୍କୁଲରେ ନାମଲେଖା ଫନ୍ଦି; ପାଠପଢାରୁ ବଞ୍ଚିତ ହେବେ କି ଆର୍ଥିକ ଅନଗ୍ରସର ପିଲା ?

ନାମୀଦାମୀ ଘରୋଇ ସ୍କୁଲରେ ପାଠପଢାରୁ ବଞ୍ଚିତ ହେବେ କି ଗରିବ ମେଧାବୀ ଛାତ୍ରଛାତ୍ରୀ ? ଜାଣିଶୁଣି ବିଳମ୍ବ କରାଯାଉଛି କି ନାମଲେଖା ପ୍ରକ୍ରିୟା? More
  • Saroj Kumar Jena
  • 2 weeks ago

ଅପକର୍ମ ଲୁଚାଇବାକୁ ଅଚ୍ୟୁତଙ୍କ ପୁଣି ପୁରୁଣା ଫନ୍ଦି, ପିଲା ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି। More
  • Saroj Kumar Jena
  • 2 weeks ago

Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି। More
  • Saroj Kumar Jena
  • 2 weeks ago

Mohan Majhi targets BJD: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ

୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ କହି ଦେଲେନାହିଁ, ଆମ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି ଦେଉଛି। More