• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 21 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 2 months ago

Dalit Family: ୨୫ ବର୍ଷ ପରେ ଗାଁକୁ ଫେରିବେ ୫୦ ଦଳିତ ପରିବାର

ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସକୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି । More
  • Deviprasad Jena
  • 2 months ago

Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା

ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି । More
  • Saroj Kumar Jena
  • 2 months ago

Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନର ନବୀକରଣ କାମ ଶେଷ ହଉନି, ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର ରେଳ ଷ୍ଟେସନର ନବକଳେବର ଆରମ୍ଭ ହେଲା ସତ କିନ୍ତୁ କାମ ଯେପରି ଶେଷ ହେବାର ନାଁ ଧରୁନି। ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନକୁ ନେଇ ବହୁ ସମସ୍ୟା ରହିଥିବାବେଳେ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛି ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି। More
  • Deviprasad Jena
  • 2 months ago

Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । More
  • Saroj Kumar Jena
  • 2 months ago

Achyuta Samant Investigated: ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

କିଟ ଛାତ୍ରୀ ମୃତ୍ୟୁ ଓ ଛାତ୍ର ଛାତ୍ରୀଙ୍କୁ ମାଡ ଘଟଣାରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜେରାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ ଅଚ୍ୟୁତ। More
  • Saroj Kumar Jena
  • 2 months ago

KIIT Land Fraud: ଜବରଦଖଲ ସରକାରୀ ଜମି ଉପରେ କିଟ, ସରକାରୀ କଳକୁ ହାତ କରି ଲୁଟୁଥିଲେ ଅଚ୍ୟୁତ

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ ଜଣା ପଡିଥିଲା। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା। More
  • Saroj Kumar Jena
  • 2 months ago

Blood Test Corruption: ରକ୍ତପରୀକ୍ଷା ନାଁରେ ଦୁର୍ନୀତି ଅଭିଯୋଗ, ଚୂନ ଲଗାଉଛି ଠିକା ସଂସ୍ଥା

ଅନାବଶ୍ୟକ ଟେଷ୍ଟ୍ କରି ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଚଳୁ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ରକ୍ତ ପରୀକ୍ଷା ନାଁରେ ହେଉଛି ରକ୍ତ ଶୋଷଣ। ଅନାବଶ୍ୟକ ଟେଷ୍ଟର ବିଲ୍ ଦେଖାଇ ସରକାରଙ୍କୁ ଠିକା ସଂସ୍ଥା ଚୁନା ଲଗାଉଥିବା ଅଭିଯୋଗ ହୋଇଛି। More
  • Santosh Kumar Sahoo
  • 2 months ago

କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ KIIT ଭିସି ହାଜର

ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । More
  • Pallipuspa Samal
  • 2 months ago

Today Panchang 21st Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 2 months ago

KIIT Suicide Row: KIIT କାଣ୍ଡ: ଆଜି ଉଚ୍ଚସ୍ତରୀୟ କମିଟିରେ ହାଜର ହେବେ ଅଚ୍ୟୁତ ସାମନ୍ତ

ବିବାଦ ବଢୁଥିବା ବେଳେ ଆଜି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟିରେ ହାଜର ହେବେ। More
  • Namita Biswal
  • 2 months ago

Matric Examination: ଆଜିଠୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍

ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । More
  • Deviprasad Jena
  • 2 months ago

Teacher Works As Labourer: ଶିକ୍ଷକଙ୍କ ନିଆରା ପ୍ରତିବାଦ, ମୂଲ ଲାଗିଲେ ଶିକ୍ଷକ ପ୍ରଭୁଦତ୍ତ ସାହୁ

ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି । More
  • Deviprasad Jena
  • 2 months ago

Old Age Pension: ବଞ୍ଚି ଥାଉଥାଉ ମାରିଦେଇଛି ପ୍ରଶାସନ, ନିଜକୁ ଜୀବିତା ଦର୍ଶାଇବାକୁ ସଂଘର୍ଷ ଜାରି ରଖିଛନ୍ତି ବୃଦ୍ଧା

ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି । More
  • Deviprasad Jena
  • 2 months ago

Drinking Water Crisis: ଖରା ସହ ବଢୁଛି ଜଳ ଯାତନା, କେବେ ବିଶୁଦ୍ଧ ପାନୀୟ ଜଳ ପାଇବେ ଗ୍ରାମବାସୀ ?

ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି । More
  • Deviprasad Jena
  • 2 months ago

Gold Sale Scam In Odisha: ସୁନା କିଣୁଥିଲେ ସାବଧାନ; ଗ୍ରାହକଙ୍କ ଚିନ୍ତା ବଢାଇଲା ବିଧାନସଭା ତଥ୍ୟ

ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୯ ରୁ ଆଜିଯାଏଁ ଓଜନ ମାପରେ ଠକେଇ କରି ଧରା ପଡିଛନ୍ତି ୪୦ ଜଣ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ୫ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଆଦାୟ ହୋଇଛି । More
  • Deviprasad Jena
  • 2 months ago

KIIT Land Corruption: କୌଶଳରେ ଏକର ଏକର ସରକାରୀ ଜମି ଅକ୍ତିଆର କରିଥିଲା ବିବାଦୀୟ କିଟ୍

ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି । More