• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ । ତିଥି- ୫ମୀ ପ୍ରାତଃ ୦୬.୫୩ ଗତେ ୬ଷ୍ଠୀ ନିଶାନ୍ତ ୦୪.୩୭ ଗତେ ୭ମୀ। ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୧୧.୧୭ ଗତେ ମେଷ ରାଶିର । ଘାତବାର- ମିଥୁନ ରାଶିର  । ପୁଷ୍କର ଦୋଷ- ନିଶାନ୍ତ ୦୪.୩୭ ଗତେ ୭ମୀ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ  ।

ଶୁଭ ସମୟ-   

ପ୍ରାତଃ- ୦୬.୨୪ ରୁ ୦୭.୪୮
ଦିବା- ୧୦.୫୩ ରୁ ୦୧.୦୭
ଦିବା- ୦୪.୧୨ ରୁ ୦୪.୫୧
ସନ୍ଧ୍ୟା- ୦୬.୨୭ ରୁ ୦୯.୦୧
ରାତ୍ରି- ୧୨.୦୦ ରୁ ୦୨.୫୯                   

ଅଶୁଭ ସମୟ- 

ରାହୁକା ଳ- ପ୍ରାତଃ ୦୭.୪୮ ରୁ ୦୯.୧୨      
କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
ବାରବେଳା- ଦିବା ୦୨.୪୮ ରୁ ୦୪.୧୨
କାଳରାତ୍ରି- ରାତ୍ରି ୧୦.୨୪ ରୁ ୧୨.୦୦

OTV is now on Whatsapp

Join and get latest news update delivered to you via whatsapp

Join Now