ସଂକ୍ଷେପରେ ଆଜିର ତାଜା ଖବର - Monday, 16 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

PM Narendra Modi: ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ହେବେ ସାମିଲ

ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । More

Bishnupada Sethi: ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, CBI ରେଡ୍‌ର ଦିନକ ପୂର୍ବରୁ ଭେଟଘାଟକୁ ନେଇ ପ୍ରଶ୍ନ

ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ । More

Ratna Bhandar: କାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଫୋକସ୍

ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି । More

Why does BJD continue supporting BJP: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ? More

Subhadra Yojna: ଏଯାଏଁ ମିଳିନି 'ସୁଭଦ୍ରା' ସହାୟତା !! ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ । More

Boost Fishing Exports: ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର; ଭାରତରୁ ସାମୁଦ୍ରିକ ଚିଙ୍ଗୁଡ଼ି ରପ୍ତାନୀ କରିବ ଆମେରିକା!

କେମିତି ଲାଭବାନ ହେବେ ଭାରତୀୟ ମତ୍ସ୍ୟଜୀବୀ। ଏଥିପାଇଁ ଆରମ୍ଭ ହୋଇଛି କସରତ। ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର ବା TED। More

IAS Animesh Pradhan Allotted Odisha Cadre: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର; ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ପାଇଥିଲେ ୨ୟ ରାଙ୍କ୍

୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ।  More

Panchang Today 16th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ପୁଷ୍କର ଦୋଷ- ଦିବା ୧୨.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ । More

Road Accidents: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

ରାଜ୍ୟରେ ଦିନ୍ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ। More

ଟାଇମ୍‍ପାସ୍‍ ସାହିତ୍ୟପର୍ବ: ‘ଉଚ୍ଚାରଣ’ରେ ଭାଗ ନେଲେ ୨୪ କବି, ଲୋକାର୍ପିତ ହେଲା ୧୨ଟି ପୁସ୍ତକ

ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ଅବସରରେ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଅଭିନବ ସାହିତ୍ୟପର୍ବ। More

Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ। More

Cuttack Murder Case: UPI ପେମେଣ୍ଟରୁ ଧରାପଡ଼ିଲା ହତ୍ୟାକାରୀ; ପରକୀୟା ପ୍ରୀତି ସନ୍ଦେହରୁ ମହିଳାଙ୍କୁ ଜଘନ୍ୟ ହତ୍ୟା 

ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ। More

IAS Officer Bishnupada Sethi: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ?  More