/odishatv-khabar/media/post_attachments/uploadimage/library/16_9/16_9_0/Panchang_1734231565.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର-ମିଥୁନ ଅହୋରାତ୍ର। ତିଥି-ପ୍ରତିପଦ ଦିବା ୧୨.୨୭ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ପୁଷ୍କର ଦୋଷ- ଦିବା ୧୨.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ–୦୬.୧୭ ରୁ ୦୭.୩୯
ଦିବା-୦୯.୧୦ ରୁ ୧୧.୨୦
ରାତ୍ରି-୦୭.୪୫ ରୁ ୧୦.୦୩
ରାତ୍ରି-୦୨.୪୭ ରୁ ୦୩.୪୦
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୩୯ ରୁ ୦୯.୦୦
କାଳବେଳା- ପ୍ରାତଃ ୦୭.୩୯ ରୁ ୦୯.୦୦
ବାରବେଳା- ଦିବା ୦୨.୨୪ ରୁ ୦୩.୪୫
କାଳରାତ୍ରି- ରାତ୍ରି ୧୦.୦୩ ରୁ ୧୧.୪୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)