• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 30 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 day ago

Navy Day Countdown Begins: ବେଳାଭୂମି ପାଲଟିଛି ଯୁଦ୍ଧ ଭୂମି; ଗୁରୁ ଗର୍ଜନ ସହ ପଇଁତରା ମାରୁଛି ଯୁଦ୍ଧ ଟ୍ୟାଙ୍କ

ସମୁଦ୍ରର ବକ୍ଷକୁ ଚିରି ଆଗେଇ ଆସୁଛି ନୌସେନାର ଯୁଦ୍ଧ ଜାହାଜ। ଗୋଟିଏ କି ଦୁଇଟି ନୁହେଁ ୨୫ଟି ବିଶାଳ ଜାହାଜ। କୂଳକୁ ଶୁଭିଲାଣି ଯୁଦ୍ଧପୋତର ଗର୍ଜନ। More
  • Sujit kumar Swain
  • 1 day ago

DGP Conference: ଡିଜିପି ସମ୍ମିଳନୀରେ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ; ଏପଟେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା...

ଜାତୀୟ ସୁରକ୍ଷାରୁ ସାଇବର ଅପରାଧ, ମାଓ ସମସ୍ୟାରୁ ନାର୍କୋଟିକ୍ସ । ପ୍ରତିଟି ଚାଲେଂଜର ମୁକାବିଲା ନେଇ ଡିଜିପି ସମ୍ମିଳନୀ ଦ୍ବିତୀୟ ଦିନରେ ବିଚାର ବିମର୍ଷ, ପିଏମ୍ ମୋଦିଙ୍କ ଉପସ୍ଥିତିରେ ମାନସ ମନ୍ଥନ, ତେଣେ ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କୀ ପନ୍ନୁ ଧମକର ତନାଘନା... More
  • Sujit kumar Swain
  • 1 day ago

Potato Crisis In Odisha: ପୁଣି ଆଳୁ ଝମେଲା: ଓଡ଼ିଶା ବଜାରରୁ ଉଭାନ୍ ଆଳୁ, ବଜାରରେ ଦର ଚଢ଼ା

ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣିଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । More
  • Santosh Kumar Sahoo
  • 1 day ago

Bobby Das's Brother: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍‌ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି । More
  • Santosh Kumar Sahoo
  • 1 day ago

Navy Day Celebrations: ବ୍ଲୁ ଫ୍ଲାଗ୍ ବିଚରେ ରଣଭୂମିର ଭ୍ରମ, ଶୁଭୁଛି ଯୁଦ୍ଧପୋତର ଗର୍ଜନ...ଆକାଶ ଚିରୁଛି ଲଢ଼ୁଆ ବିମାନ

ପୁରୀରେ ନୌସେନା ଦିବସ ପାଳନକୁ ପକ୍ଷୀ ଭୟ । ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର । ପୁରୀରେ ନ୍ୟାଭି ଡେ’ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । More
  • Santosh Kumar Sahoo
  • 1 day ago

Mid Day Meal: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଏହାକୁ ଡିସେମ୍ବର ୧ ତାରିଖଠାରୁ ଅର୍ଥାତ୍ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । More
  • Swadesi Megha Mallhar Prusty
  • 2 days ago

Khalistani Terrorist Pannun Target: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା । More
  • Swadesi Megha Mallhar Prusty
  • 2 days ago

Cyclone Fengal: ଲ୍ୟାଣ୍ଡଫଲ୍ କରିବ ବାତ୍ୟା !! ପବନ ବେଗ ଘଣ୍ଟାପ୍ରତି ୭୦-୯୦ କିମି ରହିବ

ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇପାରେ । More
  • Swadesi Megha Mallhar Prusty
  • 2 days ago

DGP Conference: ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ, ଯୋଗ ଦେବେ ପିଏମ୍

ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ । More
  • Pallipuspa Samal
  • 2 days ago

Panchang Today 30th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Sujit kumar Swain
  • 2 days ago

Urban Majestic: ‘ଅର୍ବାନ ମ୍ୟାଜେଷ୍ଟିକ’କୁ BMCର ବଡ଼ ଝଟ୍‌କା; ଶିଳ୍ପ ନାଁରେ ଜମି ନେଇ ଗଢୁଥିଲା ବିଶାଳ ଆପାର୍ଟମେଣ୍ଟ

ମହଙ୍ଗା ପଡ଼ିଲା ଶିଳ୍ପ ଜମିରେ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ । ପଟିଆସ୍ଥିତ ଅର୍ବାନ ମାଜେଷ୍ଟିକ୍ ଆପାର୍ଟମେଣ୍ଟ ନିର୍ମାଣରେ ଲାଗିଲା ରୋକ୍ । More
  • Swadesi Megha Mallhar Prusty
  • 2 days ago

PM Modi to Review: କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି; ନିର୍ବାଚନ ପ୍ରତିଶ୍ରୁତି ପାଳନର ଚାଲିଛି ସମୀକ୍ଷା

ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ । More
  • Swadesi Megha Mallhar Prusty
  • 2 days ago

PM Modi in Bhubaneswar: ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍... More
  • Sujit kumar Swain
  • 2 days ago

DGP Conference In Bhubaneswar: ଫୋକସରେ ଓଡ଼ିଶା; ପ୍ରଥମ ଥର ପାଇଁ ଭୁବନେଶ୍ବରରେ DGPଙ୍କ ମହାମେଳି

ଫୋକସରେ ଭୁବନେଶ୍ବର । ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଦେଶ ସୁରକ୍ଷା ସଂପର୍କିତ ମହାମନ୍ଥନ ପ୍ରଥମେ ନ୍ୟାସନାଲ୍ ସିକ୍ୟୁରିଟି ଆଡ୍ଭାଇଜର ଅଜିତ୍ ଡୋଭାଲ୍ । More
  • Swadesi Megha Mallhar Prusty
  • 2 days ago

Modi Speech in Bhubaneswar: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । More