/odishatv-khabar/media/post_attachments/uploadimage/library/16_9/16_9_0/Panchang_1732933918.jpg)
Panchang
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୪ଶୀ ଦିବା ୧୦.୩୦ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୧ ପାଦ-କୃହିହାନି-ଭୂମିଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୭.୩୫ ରୁ ୦୮.୫୧
ଦିବା-୧୧.୫୭ ରୁ ୧୨.୫୭
ଦିବା- ୦୨.୧୮ ରୁ ୦୨.୫୧
ଦିାବା- ୦୩.୩୫ ରୁ ୦୩.୪୦
ରାତ୍ରି- ୦୨.୩୯ ରୁ ୦୩.୩୧
ଅଶୁଭ ସମୟ:
ରାହୁକାଳ- ଦିବା ୦୮.୫୧ ରୁ ୧୦.୧୩
କାଳବେଳା- ପ୍ରାତଃ ୦୬.୦୮ ରୁ ୦୭.୩୦ ଓ ଦିବା ୦୩.୪୦ ରୁ ୦୫.୦୨
ବାରବେଳା- ଦିବା ୧୨.୫୭ ରୁ ୦୨.୧୮
କାଳରାତ୍ରି- ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ନିଶାନ୍ତ ୦୪.୩୦ ରୁ ୦୬.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)